କାଶୀପୁର ରୁ ବୈକୁଣ୍ଠ ଦୁରିଆ –ରାୟଗଡା ଜିଲ୍ଲା କାଶୀପୁର ବ୍ଲକଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ସୀମାନ୍ତ ବର୍ତୀ ଅଞ୍ଚଳ କଂସା ରି ଗୁଡ଼ା ଠାରେ ନିର୍ମିତ ହେବାକୁ ଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳ ବାସି ଜମି ଭୂମି ବାଶ ହରାଇ ଦୀର୍ଘ ୨୦ବର୍ଷ ର ସଂଘର୍ଷ ପରେ ଅଞ୍ଚଳ ରେ ପ୍ରକଳ୍ପ ପାଇଁ ଆଶା ବାନ୍ଧି ରଖିଥିବା ବେଳେ ବେଦାନ୍ତ କମ୍ପାନୀ ଓଡ଼ିଶା ଖଣି ନିଗମ ଓ ପାଇନର କମ୍ପାନୀ କୁ ହାତ ବାରିଶି କରି କଡିଙ୍ଗା ମାଳିରୁ ପ୍ରଥମେ ବାର୍ଷିକ ୪.୨ମଲିୟନ ଏବଂ ପରେ ବାର୍ଷିକ ୫.୭ମିଲିୟନ ବକ୍ସାଇଟ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲଡ଼ୁ ଥିବା ବିଶ୍ଵସ୍ତ ସୂତ୍ରରୁ ଅଞ୍ଚଳ ବାସି ଜାଣିବା ପରେ ଆଜି ଅର୍ଥାତ ବୁଧୁବାର ଦିନ ଦୁଇ ବ୍ଲକ ର ସୀମାନ୍ତ ବର୍ତୀ ଅଞ୍ଚଳ ବାସି ଏକତ୍ରିତ ହୋଇ ବେଦାନ୍ତ କମ୍ପାନୀ ର କୁ ଚକ୍ରାନ୍ତ କୁ ଘର ବିରୋଧ କରିଥିଲେ ବୈଠକ ରେ ଆଲୋଚ୍ୟ ବିଷୟ ଯଦି କୋଡ଼ିଙ୍ଗା ମାଳି ଠାରୁ ଅଧିକ ରୁ ଅଧିକ ଖଣି ଖନନ କରି ବକ୍ସାଇଟ ବେଦାନ୍ତ ନେଇ ଯାଏ ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆଦିତ୍ୟ ଆଲୁମିନା ରିଫାନେରୀ ପ୍ରକଳ୍ପ ର ଭବିଶ୍ଵତ୍ କଣ ହେବ ବୋଲି ଅଞ୍ଚଳ ବାସି ଓ ବୁଦ୍ଧିଜୀବୀ ଙ୍କ ମନରେ ଏକ ପ୍ରକାର ସନ୍ଦେହ ସୃଷ୍ଟି କରୁଛି ଏଣୁ ଅଞ୍ଚଳ ବାସି ଏହାର ପ୍ରୀତି ବାଦ ରେ ଆଗାମୀ ଦିନରେ କୋରାପୁଟ ଜିଲ୍ଲା ପାଳ ଏବଂ ରାୟଗଡ଼ା ଜିଲ୍ଲା ପାଳ ଙ୍କୁ ଭେଟି ବେଦାନ୍ତ କମ୍ପାନୀର ଏ ଭଳି କୁ ଚକ୍ରାନ୍ତ କୁ ପ୍ରଶୟ ନଦେବା ପାଇଁ ଓ କଂଶରି ଗୁଡ଼ା ଆଦିତ୍ୟ ଆଲୁମିନା ରିଫେନେରୀ ପ୍ରକଳ୍ପର ଭବିଶ୍ୱତ ପ୍ରତି ଦୃଷ୍ଟି ଦେବା ପାଇଁ ଲିଖିତ ଆକାରରେ ନିବେଦନ କରିବେ ବୋଲି ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଡଉଲ ରତ୍ନ ଚୌଧରୀ ଓ ସାଥୀ ସଦସ୍ୟ ମାନେ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରି ଥିଲେ
ଆଜିର ଏହି ପ୍ରସ୍ତୁତି ବୈଠକ ରେ ବିଦ୍ୟା ରତ୍ନ ଚୌଧୁରୀ ଅଗସ୍ତି ହଲବା ରାଜେନ୍ଦ୍ର ଦୁରୀଆ ନୀଳ କଣ୍ଠ ଝଡିଆ ଯାଦବ ରତ୍ନ ଚୌଧୁରୀ ବିପିନ ମା ଣ୍ଡିଙ୍ଗା ବିଜୟ ନନ୍ଦ ମାହାନ୍ତି ଅର୍ଜି ମାଝୀ କର୍ଣ୍ଣ ଝୋଡ଼ିଆ କଂସାରି ଜାନି ଶ୍ରିନୁ ମାଝୀ ବିନ ମନ୍ଦୀଙ୍ଗା ପୂର୍ଣ୍ଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଥିଲେ
Sign in
Sign in
Recover your password.
A password will be e-mailed to you.