ପରିବହନ ପ୍ରାଧିକରଣ ଓ ଆଇଆଇଟି ମାଡ୍ରାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ବିକଶିତ ଓଡ଼ିଶା ପାଇଁ ନିରାପଦ ଯାତ୍ରା ଓ ସଡ଼କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ : ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱର: ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହା୍ରସ ଦିଗରେ ସରକାର ପ୍ରତିବଦ୍ଧ ଥିବାବେଳେ ସବୁପ୍ରକାର ପ୍ରତିରୋଧୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ…

ବଡ଼ବିଲରେ ହନୁମାନ ମୁର୍ତ୍ତି ଭାଙ୍ଗିଲେ ଦୁର୍ବୁତ୍ତ : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ

ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ମଧୁସୂଦନ ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତିକୁ କେହି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଜଣା ପଡିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହନୁମାନଙ୍କ…

ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନା ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି…

ଚଇତି ଇଡ଼ିତାଲ -୨୦୨୪ ପାଳନ ଅବସରରେ କବି ସମ୍ମିଳନୀ ତଥା କବିତା ପାଠୋତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉପଖଣ୍ଡ ସ୍ତରୀୟ ଚଇତି ଇଡ଼ିତାଲ -୨୦୨୪ ପାଳନ ଅବସରରେ ଆଜି ଉପ ଜିଲ୍ଲାପାଳ ସମ୍ମିଳନୀ ପ୍ରକୋଷ୍ଠ ରେ କବି ସମ୍ମିଳନୀ ତଥା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏହାର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଉପ ଜିଲ୍ଲାପାଳ ସୁଶ୍ରୀ କିରନ୍ ଦୀପ…

ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଗୋନାସିକା ମହୋତ୍ସବରେ ମିଶନ ଶକ୍ତି ମା'ମାନେ କରିଛନ୍ତି 75ଲକ୍ଷ ଟଙ୍କାର ବ୍ୟବସାୟ କେନ୍ଦୁଝର ଜିଲ୍ଲାରେ 4 ଲକ୍ଷ 44 ହଜାର 375 ସୁଭଦ୍ରା ଆବେଦନରୁ 3ଲକ୍ଷ 36ହଜାର 286 ଜଣଙ୍କୁ ସୁଭଦ୍ରା ସହାୟତା ମିଳିଛି ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ 'ଗୋନାସିକା…

ଉଦଯାପିତ ହେଲା ଏନ୍ ଏସ ଏସ ର ଆନ୍ତଃ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

ବାସୁଦେବପୁର-- ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଜାତୀୟ ସେବା ଯୋଜନା ର ଆନ୍ତଃ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର 2024 ଅନୁଷ୍ଟିତ ହୋଇ ଯାଇଛି | ଏହି ଶିବିର ଆୟୋଜକ ଭାବେ ମନ୍ଦାରୀ ଉଚ୍ଚ ମାଧ୍ୟମିକ…

ପହଣ୍ଡି ହାଇସ୍କୁଲ ରେ କ୍ରୀଡା ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଅନୁଷ୍ଠିତ

ବିଜେପୁର /ସୁଶାନ୍ତ ସାହୁ:  ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ହାଇସ୍କୁଲରେ ଦୁଇ ଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ମଶାଲ ଶୋଭାଯାତ୍ରା, କ୍ରୀଡ଼ା ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ…

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ.

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ୨୨.୧୨.୨୦୨୪: ୨୧-୧୨-୨୦୨୪ରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁରର ସମ୍ମିଳନୀ ପ୍ରକୋଷ୍ଠରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ,ନବରଙ୍ଗପୁର ଡ ଶୁଭଙ୍କର ମହାପାତ୍ରଙ୍କ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉତ୍କର୍ଷ-2024 ଅନୁଷ୍ଠିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଉତ୍କର୍ଷ-2024 ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍ଘାଟନୀ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁରର ବାର୍ଷିକୋତ୍ସବ-୨୦୨୪ ପାଳନ

 ବିଜେପୁର /ସୁଶାନ୍ତ ସାହୁ : ଆଜି କୃଷ୍ଣପକ୍ଷ ସପ୍ତମୀ ତିଥି ତା ୨୨.୧୨.୨୦୨୪ ରବିବାର ଦିନ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁରର ନବବିଂଶ ବାର୍ଷିକୋତ୍ସବ-୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି। ଏଅବସରରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର…