Sign in
Sign in
Recover your password.
A password will be e-mailed to you.
ଅସ୍ତରଙ୍ଗରେ ଅବସର ପ୍ରାପ୍ତ ଆର୍ମି କର୍ମଚାରୀଙ୍କ ଘରୁ ଚୋରୀ: ଘଟଣାସ୍ଥଳ ବୁଲିଲେ ଫରେନସିକ ଟିମ ଓ ସନ୍ଧାନି କୁକୁର
ଅସ୍ତରଙ୍ଗ୨୨/ ୧୨,ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ହିରାଦେଇ ପୁର ଗ୍ରାମ ରେ ଗତ ଶୁକ୍ରବାର ରାତିରେ ଏକ ହାଇପ୍ରୋଫାଇଲ ଚୋରୀ ହୋଇଛି ଜଣେ ଅବସର ପ୍ରାପ୍ତ ଆର୍ମି କର୍ମଚାରୀ ଙ୍କ ଘରୁ। ଉକ୍ତ ଗ୍ରାମ ର ମଦନମୋହନ ମଲ୍ଲିକ ଅବସରପ୍ରାପ୍ତ ଆର୍ମି ହାବିଲଦାର ଅବସର ପରେ ନିଜ ପରିବାର ସହିତ ରୁହନ୍ତି…
ଡୁଙ୍ଗୁରିପାଲି ସମାଜ ପାଠକ ମଞ୍ଚର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର ୨୨/୧୨ଶାସକ ପ୍ରଶାସକ(ପ୍ରକାଶ ହାତୀ.): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସମାଜ ପାଠକ ମଞ୍ଚର ବାର୍ଷିକ ଉତ୍ସବ ସ୍ଥାନୀୟ ଆରଏମସି ସଭାଗୃହରେ ସଭାପତି ମଧୁସୂଦନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ମାସର ଶେଷ ରବିବାର ସମାଜ ପାଠକ ମଞ୍ଚର ବେଠକ…
ଚଇତି “ଇଡିତାଲ” ଉତ୍ସବ ଅବସରରେ ସାହିତ୍ୟ ଆସର।
ନିଜ ମାତୃଭାଷା ବଞ୍ଚିଲେ ଜାତିର ଉନ୍ନତି ହେବ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ନିଜ ମାତୃଭାଷା ବଞ୍ଚିଲେ ଜାତିର ଉନ୍ନତି ହେବ। ସମାଜର ହୀତରେ ଲେଖକ ମାନେ କଲମ ଚଲାଇବା ସହ ଓଡ଼ିଆ ବହି କ୍ରୟ କରି ପଢିବା ଅଭ୍ୟାସ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।ରାୟଗଡ଼ା ଜିଲ୍ଲା ଗୁଣପୁର…
ଜାତୀୟ ଗଣିତ ଦିବସ ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କିରଣମାଳା ତିର୍କି ଙ୍କ…
ଭଞ୍ଜନଗର ଜଳସେଚନ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଜଳସଂପଦ ବିଭାଗ ପକ୍ଷରୁ ଆଜି ଡିସେମ୍ବର ମାସ ୨୨ ତାରିଖ ରବିବାର ୨୦୨୪ ଦିନ ଭଞ୍ଜନଗର ଜଳସେଚନ ବିଭାଜନ ଅଧିନ ସୋରିଷମୂଳୀ ବ୍ୟାରେଜ୍ ନିକଟରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି।
ଏହା ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ ୫ ତାରିଖ ୨୦୨୫ ପର୍ଯ୍ୟନ୍ତ…
ବାଲିଭାଗ ଦଣ୍ଡଅଧିକାରୀ ତ୍ରିନାଥ ଗୌଡ଼ଙ୍କ ପରଲୋକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ଅତର୍ଗତ ବାଲିବାଘ ର ଜଣାଶୁଣା ଦଣ୍ଡ ଅଧିକାରୀ ତଥା ବରିଷ୍ଠ ବିଜେଡି ନେତା ତ୍ରିନାଥ ଗୌଡ଼ 88 ବୟସ ରେ ଆଜି ପରଲୋକ ଘଟିଛି l ସେ ବାଲିବାଘ ଦଣ୍ଡ କମିଟି ମୁଖ୍ୟ ପରିଚାଳନା ଅଧିକାରୀ , ଗ୍ରାମ ସଭାପତି, ବିଦ୍ୟାଳୟ…
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଦ୍ୱାବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ଏମ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା…
ବରିଷ୍ଠ କଳାକାର ଅନଙ୍ଗ ସେଠୀ ଙ୍କ ପରଲୋକ
ସୁବର୍ଣ୍ଣପୁର,୨୨/୧୨/୨୦୨୪ଶାସକ ପ୍ରଶାସକ (ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ବରିଷ୍ଠ କଳାକାର ତଥା ସମାଜସେବୀ ଅନଙ୍ଗ ସେଠୀ ଙ୍କ ପଣ୍ଡକିଟାଲ ସ୍ଥିତ ଝିଅ ସୁନିତା ସେଠୀ ଓ ଜ୍ୱାଇଁ ହାରାଧନ ବେରିଆ ଙ୍କ ବାସଭବନ ରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ବୟସ…
ପଦ୍ମପୁର ସବଡ଼ିଭିଜନ ସାମ୍ବାଦିକ ସଂଘର ବୈଠକ।
ନୃସିଂହନାଥରେ ଶୀଘ୍ର ସାମ୍ବାଦିକ ଭବନ ନିର୍ମାଣ ପାଇଁ ଆଲୋଚନା।
ଝାରବନ୍ଧ-ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ପାଇକମାଲ ମନଭଙ୍ଗ ଡ୍ୟାମ ପରିସରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପଦ୍ମପୁର ସବଡ଼ିଭିଜନ ସାମ୍ବାଦିକ ସଂଘର ଏକ ବୈଠକ ସଭାପତି ବଡ ଶତପଥିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ…
ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍
ଭୁବନେଶ୍ୱର, ୨୨ । ୧୨: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକର ଖ୍ୟାତି ସମ୍ପନ୍ନ ଆଲାଏନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ରବିବାର ଆଲାଏନ୍ସ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହ…