Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
https://youtu.be/5Io6nlpY9pc
(ଶାସକ ପ୍ରଶାସକ / ଖଲ୍ଲିକୋଟ ରୁଶିବରାମ ଜେନା): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର ର ଆନୁସାଙ୍ଗିକ ବିଭିନ୍ନ କାର୍ଯ୍ୟକ୍ରମ ସାରି ବୁଗୁଡ଼ା, ଗାଙ୍ଗପୁର, କବିସୂର୍ଯ୍ୟ ନଗର , ବୁଢ଼ା ଆମ୍ବ ଦେଇ ଭୂଵନେଶ୍ଵର ଯାଉଥିବା ବେଳେ…
ଓସ୍ମେ ଏବଂ ସିଡ୍ବି ମଧ୍ୟରେ ଏମଓୟୁ ସ୍ୱାକ୍ଷର
ଭୁବନେଶ୍ୱର: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ( ଓସ୍ମେ) ୧୯ ଡିସେମ୍ବର, ୨୦୨୪ ରେ ଭୁବନେଶ୍ୱର ଠାରେ ଆୟୋଜିତ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ସ୍ମଲା ଇଣ୍ଡଷ୍ଟ୍ରିଜ଼ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ସିଡ୍ବି) ସହିତ ଏକ ଏମଓୟୁ ସ୍ଵାକ୍ଷର କରିଛି । ଏମଓୟୁର ଏକ ଅଂଶ ଭାବରେ, ଓସମେ ଏହାର…
ଉଦଘାଟନୀ ଉତ୍ସବ ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଙ୍କ ସହ ମନ୍ତ୍ରୀ, ଦୁଇ ସାଂସଦ ଅନେକ ବିଧାୟକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିକଶିତ ଭାରତ ପ୍ରତିଷ୍ଟା ଦିଗରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଆମ ଶିକ୍ଷାନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶା ହେବ ଆମ ଦେଶର ପ୍ରମୁଖ ରାଜ୍ୟ। ଗଞ୍ଜାମ ଜିଲ୍ଲା ହେବ ତା'ର ମଉଡମଣୀ ଏବଂ ଭଞ୍ଜ ଭୂମି ହେବ ତା'ର ପ୍ରମୁଖ ପ୍ରୟୋଗାତ୍ମକ କର୍ମଶାଳା ,…
ବେଲଗୁଣ୍ଠାରେ ବିଜେଡିର 28 ତମ ପ୍ରତିଷ୍ଠା ଦିବସ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କଲ୍ୟାଣ ମଣ୍ଡପଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଜି ବେଲଗୁଣ୍ଠା ବିଜେଡ଼ି ତରଫରୁ 28 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି I ଆଜି ସକାଳ 09:00 ଘଣ୍ଟା ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର…
ଗାଙ୍ଗପୁରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ;ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଭଞ୍ଜନଗର ଏବଂ ସୋରଡ଼ା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ସୋରଡା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଠାରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟିତ କରିବା ସହିତ…
ଟିପିଏସ୍ଓଡିଏଲ୍ ପକ୍ଷରୁ କୋରାପୁଟରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ବ୍ରହ୍ମପୁର, ଡିସେମ୍ୱର: ଜନସ୍ୱାସ୍ଥ୍ୟ ସହଭାଗିତା ଓ ସୁସ୍ଥ ସଂପ୍ରଦାୟ ଗଠନ କ୍ଷେତ୍ରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ଗାଁରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ଏହି…
ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା ବୈଠକ
୪ ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସଂପର୍କରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ
ଅଭିଯୋଗର ସମାଧାନ ପାଇଁ “ସୁଭଦ୍ରା ଶିବିର” ଅନୁଷ୍ଠିତ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ…
ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଜଟିଳ ଆଡେନୋଟନ୍ସିଲେକ୍ଟୋମି ଦ୍ୱାରା ସୁସ୍ଥ ହେଲା ୫ ବର୍ଷର…
ବ୍ରହ୍ମପୁର, ଡିସେମ୍ବର ୨୬: ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଜଟିଳ ଆଡେନୋଟନ୍ସିଲେକ୍ଟୋମି ମାଧ୍ୟମରେ ନିଃଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବା ଜଣେ ୫ ବର୍ଷର ଶିଶୁପୁତ୍ରର ଜୀବନ ରକ୍ଷା କରାଯାଇଛି । ଏହି ଅଭିନବ ପ୍ରକ୍ରିୟାଟି…
ସମ୍ରେ ନବଜାତ ଶିଶୁଙ୍କ କ୍ଷେତ୍ରରେ ପୁର୍ନଜୀବନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ଡିସେମ୍ବର ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍, ଭୁବନେଶ୍ୱର ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍ ସିଟି ଶାଖା (ଆଇଏପି) ର ମିଳିତ ଆନୁକୂଲ୍ୟରେ ମେଡିକାଲ୍ କଲେଜର ଏମ୍ବିବିଏସ୍…
ଆରପାରିରେ ଭାରତୀୟ ଅର୍ଥନୀତି ଜଗତର ମହାନାୟକ
ଆଉ ନାହାନ୍ତି ବିଶିଷ୍ଟ ଅର୍ଥନୈତିକ ସଂସ୍କାରକ ଡ଼ ମନମୋହନ ସିଂ
ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥଶାସ୍ତ୍ରୀ ଡ଼ ମନମୋହନ ସିଂ | ଚିକିତ୍ସାଧୀନ ଅଂଟାରେ ନୂଆଦିଲ୍ଲୀସ୍ଥିତ ଏମସ୍ ହସ୍ପିଟାଲ୍ ରେ ଆଜି ରାତି ୯ଟା ୫୧ ମିନିଟ୍ ଇହଲୀଳା ସମ୍ବରଣ କରିଛନ୍ତି ତାଙ୍କୁ ୯୨…