ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା

  ଭୁବନେଶ୍ଵର, ୨୮.୧୨ : ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ‌ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।…

ବିଜେପୁର ବ୍ଲକ ଅଧ୍ୟକ୍ଷ ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ

ବିଜେପୁର /ସୁଶାନ୍ତ ସାହୁ ବିଜେପୁର ବ୍ଳକ ଅଧ୍ୟକ୍ଷଙ୍କ ମୋତିରାମ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉପ-ଜିଲ୍ଲାପାଳଙ୍କୁ ଫେରାଦ୍ ହୋଇଛନ୍ତି ପଞ୍ଚାୟତ ସମିତିର ବହୁ ସଭ୍ୟ/ ସଭ୍ୟା। ଅଭିଯୋଗ ମତେ,ପଂଚାୟତ ସମିତି ଅଧ୍ୟକ୍ଷ ପ୍ରାୟ ୯ମାସ ହେଲା କୌଣସି ସମିତି ବୈଠକ ଡାକୁନାହାନ୍ତି । ବ୍ଳକ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଶୋକସଭା ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂଙ୍କ ବିୟୋଗରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି I ଏହି ଶୋକ ସଭାରେ…

ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଏକ ସାହାଯ୍ୟକାରୀ ହାତ ପକ୍ଷରୁ ଶହେ ଆଠ ତମ ସାମୁହିକ ଜନ୍ମଦିନ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ଏକ ସାହାଯ୍ୟକାରୀ ହାତ ପକ୍ଷରୁ ଶହେ ଆଠ ତମ ସାମୁହିକ ଜନ୍ମଦିନ ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ରାଉରକେଲା ର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଅତିଥି…

“ପ୍ରବାସୀ ଭାରତୀୟମାନେ ଯାଉଥିବା ଗାଡ଼ି ସମ୍ମୁଖରେ ହଜାର ହଜାର ଉଠାଦୋକାନୀ ପିକେଟିଂ କରିବେ”

ମେୟରଙ୍କ ନିର୍ଦ୍ଦେଶକୁ ମାନିଲାନି ବିଏମ୍ସି ଛୁଟିଦିନରେ ଉଠଦୋକାନ ଉଚ୍ଛେଦକୁ ନେଇ ତୀବ୍ର ବିରୋଧ ଭୁବନେଶ୍ୱର, ୨୮.୧୨ : ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଯେତିକି ପାଖେଇ ଆସୁଛି, ବିଏମ୍ସି ଓ ବିଡ଼ିଏର କର୍ମଚାରୀମାନଙ୍କ ଉଠାଦୋକାନୀଙ୍କ ଉପରେ ଅତ୍ୟାଚାର…

ଉଦ୍ଭାବନର ପେଣ୍ଠସ୍ଥଳି ହେଉ ଆଇଆଇଟି ଭୁବନେଶ୍ୱର- ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଦ୍ୱାଦଶ ଏବଂ ତ୍ରୟୋଦଶ ମିଳିତ ସମାବର୍ତ୍ତନ ସମାରୋହ ଆୟୋଜିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪: ୨୮ ଡିସେମ୍ବର ୨୦୨୪ ରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ…

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ବୀମାଭୁକ୍ତ ଚାଷୀ ମାନଙ୍କୁ ଆସନ୍ତା କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ଅଧିକାରୀ…

ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ଗସ୍ତ ରେ ଯିବେ ନବୀନ ପଟ୍ଟନାୟକ: କ୍ଷେତ ବୁଲିବେ,ଚାଷୀଙ୍କୁ ଭେଟିବେ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ର ହିଞ୍ଜିଳି,ଶେରଗଡ଼,କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି…

ସୋଆଏନ୍ଏସ୍ଏସ୍ ପକ୍ଷରୁ ୩ ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ଶିବିର – ୨୦୨୪ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୨୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ୩ - ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ଶିବିର -୨୦୨୪ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୧୨୦ରୁ ଉର୍ଧ୍ଵ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ…

ପୂର୍ବତନ ପ୍ରଧାନ ମନ୍ତ୍ରୀ ଙ୍କ ବିୟୋଗ ରେ କଂଗ୍ରେସର ଶୋକସଭା।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବିଧାୟକ ଅଶୋକ କୁମାର ଦାସ ଙ୍କ ବାସ ଭବନ ରେ କଂଗ୍ରେସ ପକ୍ଷ ରୁ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂ ଙ୍କ ବିୟୋଗ ରେ  ନୀରବ ପ୍ରାର୍ଥନା ସହ ଶୋକ ସଭା ର ଆୟୋଜନ ହୋଇ ଯାଇଛି। ବିଧାୟକ ଅଶୋକ କୁମାର ଦାସ ଉକ୍ତ…