ଡାବୁଗାଁ ରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜି ସହ ସହ ସଂଖ୍ୟା ରେ ବିଜେଡି କର୍ମୀ ଏକ ପଦ ଯାତ୍ରାରେ ଡାବୁଗାଁ ଭୈରବ ମନ୍ଦିର ରୁ ବାହାରି…

ରାୟଗଡ ଜିଲ୍ଲା ମହୋତ୍ସବ ଚଇତି ୨୦୨୪ ର ଶୁଭ ଉଦଘାଟନ

ରାୟଗଡ: ରାୟଗଡରେ ଆରମ୍ଭ ହୋଇଛି ଲୋକ ମହାତ୍ସବ ଚଇତି ଓ ପଲିଶ୍ରୀ ମେଳା ୨୦୨୪ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି l ଏହି ଜିଲ୍ଲା ସ୍ଥରୀୟ ମହୋତ୍ସବ ପାଞ୍ଚଦିନ ଧରି ହେଉଥିବା ବେଳେ ଚଇତି ମଞ୍ଚରେ ଜିଲ୍ଲା ଓ ରାଜ୍ୟ ବାହାର କଳାକାର ମାନେ ପାଞ୍ଚଦିନ ଧରି…

ଭଞ୍ଜନଗର ବିଜେଡି କୁ ଝଟକା ; ବି.ଜେ.ଡି ଛାଡ଼ି ବିଜେପିରେ ମିଶିଲେ ବ୍ଲକ ଅଧକ୍ଷ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସମଗ୍ର ଓଡ଼ିଶା ରାଜ୍ୟରେ ଚାଲିଛି ବିଗତ ସରକାର ବିଜୁଜନତା ଦଳର ୨୮ ତମ ପ୍ରତିଷ୍ଠା ଉତ୍ସବ।ଏହି ଅବସର ରେ ଭଞ୍ଜନଗର ବିଜୁ ଜନତା ଦଳ କୁ ଲାଗିଛି ଝଟକା। ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନତା ପାର୍ଟି ର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ,…

ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 26.12.2024 ଧର୍ମଗଡ଼ ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ବିଧାୟକ, ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ସମୀକ୍ଷା ବୈଠକରେ…

ଗର୍ଭବତୀ ମହିଳା ଙ୍କର ସନ୍ଦେହଜନକ ମୃତ୍ୟୁ: ଝିଅ ପରିବାର ଆଣିଲେ ହତ୍ୟା ଅଭିଯୋଗ

ଅସ୍ତରଙ୍ଗ୨୬/୧୨: ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ କଣ୍ଟାପଡା ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି ଯେଉଁ ମହିଳା ୮ମାସ ର ଗର୍ଭବତୀ ବୋଲି ସୂଚନା ରହିଛି । ଯାହାକୁ ନେଇ ଅଞ୍ଚଳ ରେ ଏକ ପ୍ରକାର ଶୋକର ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ମୁତାବକ…

ପି.ଏମ ପୋଷଣ ପାଚିକା ଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ

ସୁବର୍ଣ୍ଣପୁର,୨୬/୧୨/୨୦୨୪ଶାସକ ପ୍ରଶାସକ(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପି ଏମ ପୋଷଣ ରେ କାର୍ଯ୍ୟ କରୁଥିବା ପାଚିକା ମାନଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ…

୨୮ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପୌର ପରିଷଦ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ବିଜେଡ଼ି ନେତା ଦେବ ଦର୍ଶନ ଦାସ ଙ୍କ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଧାୟକ ବିଷ୍ଣୁ…

ପଦ୍ମପୁର ରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।

ପଦ୍ମପୁର :- ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ୍ ସଭାପତି ନବ…

ଗାଈସିଲାଟରେ ଫକିର ମୋହନ ପଟ୍ଟନାୟକ ସୁରତା ଉଚ୍ଛବ

https://youtu.be/JW-V_xdxQ68 ଗାଈସିଲାଟ:- ଗାଈସିଲାଟ ୟୁଥ୍ କ୍ଲବ ପରିସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ସରକାର, ନୂପୁର କ୍ଲବ ବରପାଲି ଓ ୟୁଥ୍ କ୍ଲବ୍ ଗାଈସିଲାଟ ସୌଜନ୍ୟରେ ଏକାଦଶ ଫକିର ମୋହନ ପଟ୍ଟନାୟକ ସୁର୍‌ତା ଉଚ୍ଛବ ପାଳିତ ହୋଇଛି। ଅବସରରେ ଡ. ସୁନୀଲ…

ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ

ରାଉରକେଲା,(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ତାରିଖରେ ଝିରପାଣି ର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୧୯ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ,…