ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ

ପିଏମ୍- ସୂର୍ଯ୍ୟଘର ଯୋଜନାରେ ନିଜ ଘରେ ୩ କିଲୋଓ୍ୱାଟର ସୌର ପ୍ୟାନେଲ୍ ସ୍ଥାପନ କରିଛନ୍ତି ବ୍ରହ୍ମପୁରର ଚିନ୍ମୟୀ ପଣ୍ଡା ବ୍ରହ୍ମପୁର, ଡିସେମ୍ୱର: ସବୁଜ ଶକ୍ତି ବ୍ୟବହାର କରି ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି କ୍ଷେତ୍ରରେ ପଦକ୍ଷେପ ନେଇଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ଶ୍ରୀମତୀ…

ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜାନହର ନିକଟରେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆମ ପ୍ରିୟ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ. ମନମୋହନ ସିଂ ୯୨ ବର୍ଷ ବୟସରେ ଗତ କାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି , ଏହି…

ଟିପିସିଓଡିଏଲକୁ ଜାତୀୟ ସୁରକ୍ଷା କନକ୍ଲେଭ ୨୦୨୪ରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍)କୁ ୧୫ତମ ଜାତୀୟ ସୁରକ୍ଷା କନକ୍ଲେଭ ୨୦୨୪ରେ ରୌପ୍ୟ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ…

ବାଇଗାଁ ରେ “ମା କଷ୍ମୀୟାନି ” ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ),ତା ୨୭/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ଠାରେ ମା କସ୍ମୀୟାନି ଆନ୍ତଃ ବ୍ଲକ ଭୋଲିବାଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ…

ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କୁ କଂଗ୍ରେସ ତରଫରୁ ଶ୍ରଦ୍ଧାଞ୍ଜଳି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୧୨/୨୪ଡାବୁଗାଁ ବ୍ଲକ କଂଗ୍ରେସ ଦଳ ତରଫରୁ ଆଜି ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନ ମୋହନ ସିଂ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଦିବଙ୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡକ୍ଟର ସିଂ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ…

ବେଲଗୁଣ୍ଠାରେ ଟିବି ମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- , ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ…

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସୁଶାସନ କର୍ମଶାଳା ପାଳନ

ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ୨୭/୧୨: କଳାହାଣ୍ଡି ଜିଲ୍ଲା ସ୍ତରୀୟ ସୁଶାସନ କର୍ମ ଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ…

ଲୋକଙ୍କୁ ଭରସା କାଠ ପୋଲ: ପ୍ରଶାସନ ପୁରାପୁରି ନିରବଦ୍ରଷ୍ଟା

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: -ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ସୁକିଗାଁ ପଞ୍ଚାୟତର ଲୋକମାନେ ପ୍ରାୟ ବେହେଡା ଉପରେ ନିର୍ଭର କରିଥନ୍ତି l ସ୍କୁଲ, କଲେଜ,ବ୍ୟାଙ୍କ ଓ ଅନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଲୋକ ରାତି ପାହିଲେ ଆସନ୍ତି l ବିପଦପୂର୍ଣ୍ଣ କାଠ ପୋଲ ଉପରେ…

କିମ୍‍ସରେ ଲାଗିଲା ଅତ୍ୟାଧୁନିକ କାର୍ଡିଆକ୍‍ ଲେଜର ମେସିନ୍‍

ଜଟିଳ ହୃଦରୋଗ ଚିକିତ୍ସା କ୍ଷେତ୍ରରେ ପୂର୍ବ ଭାରତରେ ପ୍ରଥମ ପ୍ରୟାସ ଭୁବନେଶ୍ୱର, ୨୭ ।୧୨: ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି…

ଆଞ୍ଚଳିକ କୃଷକ ସଂଗଠନ ଆହ୍ବାନରେ ସକ୍ରିୟ ସଦସ୍ୟମାନଙ୍କର ମିଳିତ ବୈଠକ

ଘେଁସ :-ସହିଦ ମାଧୋ ସିଂ ଆଞ୍ଚଳିକ କୃଷ କୃଷକ ସଂଗଠନ ଆହ୍ବାନରେ ସୋହେଲାର ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ ୧୦ ମାର ମାଇଲ, କୃଷକ ବିକାଶ ମଞ୍ଚ, ବିଜେପୁର କୃଷକ ସଂଗଠନ ଏବଂ ଆଞ୍ଚଳିକ କୃଷକ ସଂଗଠନ ମେଲଛାମୁଣ୍ଡାର ସକ୍ରିୟ ସଦସ୍ୟମାନଙ୍କର ମିଳିତ ଘେଁସ ଧାନ ମଣ୍ଡିଠାରେ ବୈଠକ ବସିଥିଲା ।…