Sign in
Sign in
Recover your password.
A password will be e-mailed to you.
ଦୟା ପ୍ରଦୂଷଣ ପାଇଁ ଦାୟୀ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକ ବିରୁଦ୍ଧରେ 27ତାରିଖରେ ଏତଲା ଦେବ ମହାନଦୀ…
ଆସନ୍ତା 6 ତାରିଖରେ ଗଙ୍ଗୁଆ,ଦୟା ଓ ଚିଲିକା ସୁରକ୍ଷା ପାଇଁ କନସଲଟେସନ
ଭୁବନେଶ୍ୱର : ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଏହି ସମ୍ବେଦନଶୀଳ ଘଟଣାରେ…
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା
ଓଡିଶାରୁ ଦୁଇଜଣଙ୍କୁ ରାଷ୍ଟ୍ରପତି ପଦକ , ୬ ଜଣଙ୍କୁ ସାହସିକତା ପୋଲିସ ସେବା ପଦକ
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ୨୦୨୫ ନିମନ୍ତେ ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାର ୧୯…
ମିତ୍ରସଂଘ ଓ ହପିନେସ୍ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର
ପୁରୀ (ଅନିମେଶ ପଟନାୟକ): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁରବାର ପୁରୀ ନବକଳେବର ରୋଡ଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମିତ୍ର ସଂଘ ଓ…
କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ
କନ୍ଧମାଳ: ଜାତୀୟ କନ୍ୟା ଶିଶୁ ଦିବସ ୨୪ ଜାନୁଆରୀ, ୨୦୨୫ ଅବସରରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସରକାରୀ…
କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଜନ ପେପର ପ୍ରଦାନ କରାଗଲା।
ଜିଲ୍ଲାର ବିକାଶ ଲାଗି ୯ ସମସ୍ୟା ଉପରେ ଫୋକସ।
କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି): କେନ୍ଦୁଝର ନାଗରିକ ମଞ୍ଚ ଜିଲ୍ଲାର ବିକାଶ ଲାଗି ସବୁ ବେଳେ କାର୍ଯ୍ୟ କରୁଛି। ତେବେ ଚଳିତ ୨୩ ତାରିଖରେ କେନ୍ଦୁଝର ଜିଲ୍ଲାର ସମଗ୍ର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…
କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର
ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର । ଆଜି କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାଶ, ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ…
୩୮ତମ ନ୍ୟାସନାଲ ଗେମ୍ସ :ଓଡ଼ିଶାରୁ ୩୦୨ ଜଣ କ୍ରୀଡ଼ାବିତ ଏବଂ ତାଙ୍କ ସହିତ ୭୫ଜଣ ସପୋର୍ଟ ଷ୍ଟାଫ୍
କ୍ରୀଡ଼ାମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ
ଭୁବନେଶ୍ୱର, (୨୪ ଜାନୁଆରୀ,୨୦୨୫): ଆସନ୍ତା ୨୮ ଜାନୁଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଠାରେ ୩୮ତମ ନ୍ୟାସନାଲ ଗେମ୍ସ (୩୮ତମ ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା) ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦୨ ଜଣ…
ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ବିକାଶ ମୂଳକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଆଜି (ଶୁକ୍ରବାର) ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି କମିଟି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଶ୍ରୀଯୁକ୍ତ…
ଦୀର୍ଘ ୨୭ଘଣ୍ଟା ସତ୍ୟାଗ୍ରହ ପରେ ଗୁମ୍ରାପୁଟ ଏବଂ ଲାମ୍ବେରି ଗ୍ରାମ ବାସୀ ଙ୍କ ଧାରଣ ସ୍ଥଗିତ
ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଏହା ସ୍ଥଗିତ ହୋଇଥିବା ସୂଚନା ମିଳିଛି।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ଲମ୍ବେରି ଓ ଗୁମ୍ରପୁଟ ବାସିନ୍ଦା ନିଜର ମୌଳିକ ସମସ୍ୟାକୁ ନେଇଦୀର୍ଘ ୨୭ଘଣ୍ଟା ଧରି…
ହିଣ୍ଡଲକୋ ଏମଡି ସତୀଶ ପାଏଙ୍କୁ ସ୍ଵାଗତ ଅଞ୍ଚଳବାସୀ
କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଓ କୋରାପୁଟ ଜିଲ୍ଲାର କାଶିପୁର ବ୍ଲକ ଓ ଲଷ୍ମୀପୁର ବ୍ଲକ ର ପ୍ରାୟ ୨୨ ଶହ ଏକର ଜମି ରେ ଗଢି ଉଠିବାକୁ ଥିବା ଆଦିତ୍ୟ ଆଲୁମିନା କାରଖାନା ପ୍ରତିଷ୍ଠା କାର୍ଯ୍ୟ ଏବେ ଦୃତଗତିରେ ଆଗେଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଦିନ…