ପଦ୍ମପୁର :- ବୈଦପାଲି ରେ ପଣା ସଂକ୍ରାନ୍ତି ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଆନନ୍ଦ ଅଗ୍ରୱାଲ କର୍ତ୍ତା ଦାୟିତ୍ଵ ବହନ କରିଥିବା ବେଳେ ପଣ୍ଡିତ ମିତ୍ରଭାନୁ ଦେବତା ପୂଜା କାର୍ଯ୍ୟ କରିଥିଲେ। ବିଧାୟିକା ବର୍ଷା ସିଂ ବରିହା, ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବିଜେଡ଼ି ନେତା ହୃଦାନନ୍ଦ ବାରିକ, ଟାଇଲ୍ ଚନ୍ଦ୍ର ଭୋଇ, ପେକ୍ସ ଅଧ୍ୟକ୍ଷ ବିଜୁ ସ୍ଵାଇଁ ପ୍ରମୁଖ ଯୋଗଦେଇ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.