Sign in
Sign in
Recover your password.
A password will be e-mailed to you.
ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନରେ ସାରା ଭାରତକୁ ଗୋଟିଏ ପତାକା ତଳେ ଏକତ୍ର
· ଗର୍ବ ଏବଂ ଦେଶଭକ୍ତିର ସୂତାରେ ଏକ ଭବ୍ୟ ଭାରତୀୟ ତ୍ରିରଙ୍ଗା ବୁଣିଲା ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ
· ଜନସାଧାରଣଙ୍କ ସୂତ୍ରରେ ନିର୍ମିତ ଜାତୀୟ ପତାକାକୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଶ୍ରୀ ନବୀନ ଜିନ୍ଦଲ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲ
ନୂଆଦିଲ୍ଲୀ, ୨୫…
ସରସ୍ଵତୀ ଶିଶୁ ବିଦ୍ୟାଭବନର ୨୮ ତମ ବାର୍ଷିକ ଉତ୍ସବ; ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ନିକଟରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାଭବନର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ମାଆ ମାନେ ଉଚ୍ଚ ଶିକ୍ଷିତ ହେଲେ ଦେଶ ଆଗେଇ ପାରିବ ବୋଲି…
ପଞ୍ଚଦଶ ଜାତୀୟ ମତଦାତା ଦିବସ 2025 ଜିଲ୍ଲା ସ୍ତରୀୟ ସମାରୋହରେ।
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ପଞ୍ଚଦଶ ଜାତୀୟ ମତଦାତା ଦିବସ 2025 ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅତିରିକ୍ତ ଜିଲାପାଳ( ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଲଙ୍ଗଲକଟା ରେ ଜାତୀୟ ମତଦାତା ଦିବସ ପାଳିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପଂଚାୟତ ଅନ୍ତର୍ଗତ ଲଙ୍ଗଲକଟା ତେୟାଲିସ ନମ୍ବର ବୁଥ ରେ ଜାତୀୟ ମତାଦାତା ଦିବସ ପାଳିତ ହୋଇଯାଇଛି l ବୁଥସ୍ତରୀୟ ଅଧିକାରୀ ପୁଷ୍ପାଞ୍ଜଳି ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ…
ନବରଙ୍ଗପୁର ଠାରେ ଜାତୀୟ ମତଦାତା ଦିବସ ପାଳିତ
ନବରଙ୍ଗପୁର ତା ୨୫.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ନିର୍ବାଚନ ଶାଖା ପକ୍ଷ ରୁ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି।ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେବା ସଙ୍ଗେ…
ସୁବର୍ଣ୍ଣପୁର ରେ ଜାତୀୟ ମତଦାତା ଦିବସ ପାଳିତ ,
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ନୂତନ ଟାଉନ ହଲ୍ ରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନ୍ୟା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ…
ପର୍ଯଟନ ବିଭାଗ ର ପ୍ରମୁଖ ସଚିବ ଙ୍କ ହରିଶଙ୍କର ଗସ୍ତ: ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ
ଖପ୍ରାଖୋଲ ୨୫/୧(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ପର୍ଯ୍ୟଟକ ଙ୍କ ସଂଖ୍ୟା କିଭଳି ବଢିବ, ପର୍ଯ୍ୟଟକ ଙ୍କୁ ପାନୀୟ ଜଳ ଯୋଗାଣ, ସୁରକ୍ଷା ପ୍ରଦାନ ଉପରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଲୱନ୍ତ ସିଂହ ଗସ୍ତ କରି ସମୀକ୍ଷା…
୧୯୯୦ ମାଟ୍ରିକ ବ୍ୟାଚର ପାରିବାରିକ ବନ୍ଧୁମିଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୧୯୯୦ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରସିଦ୍ଧ ଦୈବୀ ପୀଠ ମା ଭଟ୍ଟାରିକା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୬ଘଣ୍ଟ ସମୟରେ ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ଲଷ୍ମୀନୃସିଂହ…
ପଦ୍ମ ସମ୍ମାନ ତାଲିକାରେ ସୋଆର ପୂର୍ବତନ କୁଳପତି
ଭୁବନେଶ୍ୱର, ଜାନୁଆରୀ ୨୫: ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି ।…
ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍
ନୂଆପଡ଼ା ଜିଲ୍ଲା ରୁ କଳିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ସେ ଆଜି ପୁରୀ…