Sign in
Sign in
Recover your password.
A password will be e-mailed to you.
୧୭ ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଖପ୍ରାଖୋଲ ୨୫/୦୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୭ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କ୍ରିକେଟ୍ କ୍ଳବ୍ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ…
ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ଏବଂ ୧ଲକ୍ଷ ଜରିମାନା
ଜରିମାନା ଅନାଦେୟ ୧ବର୍ଷ ଅତିରିକ୍ତ ଜେଲଏ ଦଣ୍ଡ ଭୋଗିବ ଅଭିଯୁକ୍ତ
ପୀଡିତା ନାବାଳିକାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ
ସୁନ୍ଦରଗଡ଼:-୯ବର୍ଷୀୟ ବାଳିକାକୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋକସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି…
ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟ ରେ ଛାତ୍ରୀ ଙ୍କ ଆତ୍ମସୁରକ୍ଷା ତାଲିମ୍ ଶିବିର ଗତ୧୭.୦୧.୨୦୨୫ ରୁ ଆରମ୍ଭ ହୋଇ ଆଜି ଉଦଯାପିତ…
୧୩ ତମ ଭୈରବୀ ନୋବୁଲ୍ ଆୱାର୍ଡ଼ ଅନୁଷ୍ଠିତ
ସମ୍ବର୍ଦ୍ଧିତ ହେଲେ ଭଦ୍ରକ ଜିଲ୍ଲା ଟପ୍ପର ଓ ବ୍ଲକ୍ ୧୬ ଜଣ ଟପ୍ପର।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଭୈରବୀ ନୋବୁଲ୍ ଫାଉଣ୍ଡେସନ ଟ୍ରଷ୍ଟ ବାସୁଦେବପୁର ପକ୍ଷ ରୁ ଭଦ୍ରକ ଜିଲ୍ଲାର ପ୍ରଥମ ଓ…
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ
ବାସୁଦେବପୁର - ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ଏହି ଉଦ୍ ଜାପାନୀ ଉତ୍ସବ ରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ। ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ ତାଙ୍କର ବକ୍ତବ୍ୟ ରେ ବାଳିକା…
୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସେମିରେ ତାଳଚେର
ପଦ୍ମପୁର :- ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଜେ.ଏସ୍.ସି.ସି ଦ୍ଵାରା ଆୟୋଜିତ ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ର ଚତୁର୍ଥ ଦିନ ଖେଳରେ ୪ଟି ଦଳ ଭାଗ ନେଇଥିଲେ। କ୍ବାଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱର କୁ ହରାଇ ତାଳଚେର ସେମିଫାଇନାଲରେ ପ୍ରବେଶ କରିଛି। ଚତୁର୍ଥ ମ୍ୟାଚର…
ଜାତୀୟ ମତଦାତା ଦିବସ ପାଳିତ।
ପଦ୍ମପୁର:- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ଏହି କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ମଧୁମିତା ପଧାନ ଓ ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେ ସଭାର…
ଭଞ୍ଜନଗର ରେ ଉପଖଣ୍ଡ ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଉପଖଣ୍ଡସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ଶନିବାର ୨୪ ତାରିଖ ୨୦୨୫ ଭଞ୍ଜନଗରସ୍ଥ ଆର.ଏମ୍. ସି.ମାର୍କେଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି।
ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା)…
ବସନ୍ତପୁର ସାଇ ମନ୍ଦିରରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ଜଗତସିଂହପୁର - ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଶ୍ରୀ ଶିରିଡି ସାଇ ଚ୍ୟାରୀଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ନିଖିଲ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଭୁବନେଶ୍ୱରର ବିଖ୍ୟାତ କେୟାର ହସ୍ପିଟାଲ କତୃପକ୍ଷଙ୍କ ସହାୟତାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି |…
ଜାତୀୟ କନ୍ୟା ଶିଶୁ ଦିବସରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ଓ ସଚେତନତା ଅଭିଯାନ ଆୟୋଜିତ
କେନ୍ଦୁଝର : ଜାତୀୟ କନ୍ୟା ଶିଶୁ ଦିବସ ୨୦୨୫ ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ୍ ଟ୍ରଷ୍ଟ (ଏଚବିଟି) ଦ୍ୱାରା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ଆୟୋଜିତ ହୋଇଥିଲା ।ଶିଶୁ ବିବାହ, ଚାଲାଣ ଏବଂ ଶିଶୁ…