Sign in
Sign in
Recover your password.
A password will be e-mailed to you.
ଗୃହସ୍ଥୀରେ ୭୬ତମ ଗଣତନ୍ତ୍ର ଦିବସ ଧୁମଧାମରେ ପାଳନ କରାଗଲା
ରାଉରକେଲା,(ବସନ୍ତ କୁମାର ଜେନା) :ଆଜି ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ ଲିମିଟେଡର ପ୍ରାଙ୍ଗଣରେ ୭୬ତମ ଗଣତନ୍ତ୍ର ଦିବସ ବଡ଼ ଉତ୍ସାହ ଓ ଉଲ୍ଲାସରେ ଆୟୋଜନ କରାଗଲା। କାର୍ଯ୍ୟକ୍ରମର ଆରମ୍ଭ ହେଲା ସିଏମଡି ଶ୍ରୀ ଗଣେଶ ପ୍ରସାଦ ବଗଡ଼ିଆ ଏବଂ ସିଇଓ ଶ୍ରୀ ଅମିତ ଅଗ୍ରୱାଲ ଙ୍କ ତରଫରୁ ଧ୍ବଜାରୋହଣ ସହିତ।…
୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ
ବାଲୁଗାଁ:(ସେକ କୌସର ):ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।କ୍ଲବ ସଭାପତି ଅଜିତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ସଦସ୍ୟଙ୍କ ଗହଣରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଭାରତ ମାତାକୀ ଜୟ ଏବଂ ମହାପୁରୁଷ ମାନଙ୍କ ଜୟ ଗାନ…
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ରାଜ୍ୟ ସଂଗଠନର ସାମାଜିକ ଗଣମାଧ୍ୟମ ଟିମ ଘୋଷିତ
ଭୂବନେଶ୍ୱର(ବ୍ୟୁରୋ): ଘୋଷଣା ହୋଇଛି ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର (ଆରଜିପିଆରଏସ) ସାମାଜିକ ଗଣମାଧ୍ୟମ ଟିମ । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ହର୍ଷବର୍ଦ୍ଧନ ସପକାଲଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସାମାଜିକ ଗଣମାଧ୍ୟମ ଟିମ ଘୋଷଣା କରାଯାଇଛି । ସଂଗଠନର ରାଜ୍ୟ ଅଧ୍ୟକ୍ଷ…
ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ
ଓଡ଼ଗାଁ,୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭୁବନେଶ୍ଵର - ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ରୋହିବାଙ୍କ ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନ ନିକଟରେ ଶନିବାର ରାତି ପ୍ରାୟ ୯ଟା ବେଳେ ଦୁର୍ଘଟଣା ସ୍ଥଳରେ ସାଇକେଲ ଅଛି।ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣା…
୬ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫
ଫାଇନାଲରେ ଗଣ୍ଡରପୁର ଏଫସି କଟକକୁ ଭେଟିବ ମଙ୍ଗଳା କ୍ଳବ୍ କଟକ
ଓଡ଼ଗାଁ ୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡ଼ିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ ୨୦୨୫ର ପଞ୍ଚମ ଦିନ ଦ୍ବିତୀୟ ସେମି ଫାଇନାଲ୍ ମ୍ୟାଚରେ ସ୍ପୋର୍ଟସ…
ବାଣୀ ସୈାରଭ କବି ଅର୍ଜୁନ ବାରିକଙ୍କ ପରଲୋକ,
ଓଡ଼ଗାଁ,୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ବଡଦେଶ ହରିପୁର ଗ୍ରାମର କବି ବାଣୀ ସୈାରଭ ଅର୍ଜୁନ ବାରିକଙ୍କର ଶନିବାର ପରଲୋକ ହେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବୟସ ହୋଇଥିଲା । ଅଭାବ ଅନାଟନ କାରଣରୁ ତୃତୀୟ ଶ୍ରେଣୀ ପାଠପଢ଼ା ପରେ…
ଏଡିଇଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ଓଡ଼ଗାଁ ୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପଞ୍ଚାୟତ ହିସାବ ରକ୍ଷକ ତଥ୍ୟ ନିକ୍ଷେପଣ ପରିଚାଳକ (ଏ .ଡି.ଇ .ଓ) ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦୂତିକେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ସଂଘର ରାଜ୍ୟ…
ୱାନଡେ଼ରେଲା ପ୍ଲେ ସ୍କୁଲ ର ୧୦ମ ବାର୍ଷିକ ଉତ୍ସବ “ବନ୍ଦନ” ଆୟୋଜିତ
https://youtu.be/35JRWt4qgc0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଏକ ବନ୍ଧୁତ୍ୱ ପୁର୍ଣ ବାତାବରଣ ଏବଂ ଭରପୁର ସାଂସ୍କୃତିକ ସନ୍ଧ୍ୟା ମାଧ୍ୟମ ରେ ୱାନଡେ଼ରେଲା ପ୍ଲେ ସ୍କୁଲ ର ୧୦ମ ବାର୍ଷିକ ଉତ୍ସବ " ବନ୍ଧନ-୨୦୨୪-୨୫ " ପାରଳାଖେମୁଣ୍ଡି ରାଜ ନଅର ସାମ୍ନା ସମବାୟ ସହରାଞ୍ଚଳ…
ପୁଷ୍ପଲତା ମାରାଥନ୍ ଦୌଡରେ ଚମ୍ପିୟାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୁଷ୍ପଲତା ପଲାଇ ରାଜ୍ୟସ୍ତରୀୟ ମାରାଥନ୍ ଦୌଡ଼ରେ ଚମ୍ପିୟାନ ହୋଇଛନ୍ତି। କଟକ ଜିଲ୍ଲା ନରସିଂହପୁର ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମହିଳା ବିଭାଗରେ ୬୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ।ଚମ୍ପେଶ୍ୱର…
ଜିଲ୍ଲାସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳିତ
https://youtu.be/A0rh5X_iwQE
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ପ୍ରଥମେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ପେଲେସ୍ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ୱାକାଥନ ଶୋଭାଯାତ୍ରା କୁ…