ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଲପଦର ଗ୍ରାମର ସାମ୍ବାଦିକ ଶୁଶାନ୍ତ ସାହୁ ଙ୍କୁ ପଡା ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଅସଦାଚରଣ କରିଥିବା ଏନେଇ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ପଡା ପଞ୍ଚାୟତ ର ବିଭିନ୍ନ ସମସ୍ୟକୁ ନେଇ ଖବର ପ୍ରସାରଣ କରିଥିଲେ ସାମ୍ବାଦିକ ଶୁଶାନ୍ତ ସାହୁ । ଯାହାକୁ ନେଇ ସରପଞ୍ଚ ନିଜ ଦେହକୁ ନେଇ ମୋତେ ବଦନାମ କରୁଛୁ ବୋଲି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ୍ କରିବାର ପ୍ରୟାସ କରିଥିଲେ ଯାହାକୁ ନେଇ ବିଜେପୁର ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସେପତେ ଜିଲ୍ଲାର ସାମ୍ବାଦିକ ସଂଘ ମଧ୍ଯ ଏହି ଘଟଣା କୁ ନେ଼ଇ ନିନ୍ଧା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.