–
(ଶାସକ ପ୍ରଶାସକ/ଖଲିକୋଟ ରୁ ଶିବରାମ ଜେନା)ଚଣ୍ଡୀ ପୀଠ : ୧୫/୨୫, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଚଣ୍ଡୀ ପୀଠ ରେ ମେରୁ ଯାତ୍ରାର ଅନ୍ତଘଟିଛି । ଏଅଵସରରେ କହିବାକୁ ଗଲେ ଉକ୍ତ ଦଣ୍ଡ ୧୯୭୪ ମସିହାରେ ବାହାରି ଥିଲେ। ସକଳେଶ୍ଵରଙ୍କ ଵାନା ଓ ଚଣ୍ଡେଶ୍ଵର ଙ୍କ ଆଜ୍ଞାମାଳ ପାଇବାପରେ ହିଁ ଦଣ୍ଡ କାମନା ଆରମ୍ଭ ହୋଇ ଥିବା ଜଣାଯାଏ।
ଦଣ୍ଡୁଆ ମାନେ ସକଳେଶ୍ଵର ଙ୍କ ଵାନାରେ ପରିଚାଳିତ ହୋଇଥଥାନ୍ତି ବୋଲି ଜନଶ୍ରୁତି ରୁ ଜଣାଯାଏ। ଉକ୍ତ ଦଣ୍ଡ କାଳୀ ଙ୍କର ଆବିର୍ଭାବ ବଡ଼ ରହସ୍ୟ ମୟ ଘେରରେ ରହିଛନ୍ତି । ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଦଣ୍ଡରେ ଭକ୍ତିଆ ପ୍ରାୟ ୬୦ ଠାରୁ ୭୦ ଜଣ ବୋଲି ଅଧିକାରୀ ଶ୍ରୀ ରଘୁନାଥ ନାହାକ ନିଜର ବକ୍ତବ୍ୟ ରଖି ଥିଲେ ବୋଲି ଜଣାପଡିଛି।ପଣା ସଂକ୍ରାନ୍ତି ରେ ମେରୁ ଉକୁଚାଇଲା ପ଼ରେ ଯାତ୍ରା ପ୍ରତିଭା ଶେଷ ହୁଏ।। ଏଅଵସରରେ ଵହୁଦୂରଦୂ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଦର୍ଶନ କରିବାକୁ ଆସିଥିଲେ ବୋଲି ଜନଶ୍ରୁତି ରୁ ଜଣାଯାଏ। ଏ କାର୍ଯ୍ୟରେ ସହଯୋଗ କରିଥିଲେ, ସନ୍ତୋଷ ପଲେଇ, ରାଜେନ୍ଦ୍ର ପ୍ରଧାନ,ସନାତନ ପ୍ରଧାନ, ଭାସ୍କର
ସ୍ବାଇଁ, ଅମୂଲ୍ୟ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ହର ପ୍ରଧାନ,ଧନୁ ପ୍ରଧାନ, ବଳରାମ ପଲେଇ ବଳରାମ ପ୍ରଧାନ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ବୋଲି ପ୍ରଶଂସିତ ହେଉଥିବା ବେଳେ , ଗ୍ରାମ ବାସୀ ମାନଙ୍କ ସହଯୋଗ ଅପୂରଣୀୟ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.