– ରାଜ୍ୟ ସ୍ତରୀୟ ମା ଵାହୁତୀ ଭଲି ଵଲ୍ ଟୁର୍ଣ୍ଣାମେଣ୍ଟ: ମାରି ନେଲେ ଦାରିଙ୍ଗବାଡି ଖେଳାଳି

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)-  ସ୍ଥାନୀୟ ଖଲ୍ଲିକୋଟ ର ରାଜପ୍ରସାଦ ର ଘାଟର ପଶ୍ଚିମ ପାଶ୍ୱର୍ରେ ଥିବା ଘୋଡାଶାଳରେ ରାଜ୍ୟ ସ୍ତରୀୟ ଭଲି ଵଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି  । ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ  ଦାରିଙ୍ଗବାଡି ସହିତ ଗୁମ୍ମା । ଆଜିର ଏ ଖେଳ ରେ…

“ସାଧାରଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ, ଏହା ଆମ ପାଇଁ ଆତ୍ମ ସମୀକ୍ଷାର ଦିନ”

ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ଖୋର୍ଦ୍ଧା(ଶେଖ ଜାଫର)-: ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଖୋର୍ଦ୍ଧା ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବ ରେ ମୁଖ୍ୟଅତିଥି…

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ "ସହଯୋଗ" ଓ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ଯରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁ୍ଷ୍ଠିତ ହୋଇଯାଇଛି। ଏହି ଶିବିର କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ଆଶୁତୋଷ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ…

ଅପାରଗତା ଓ ସ୍ଥାଣୁତା ଅଭିଶାପରୁ ମିଳିଛି ମୁକ୍ତି, ବିକଶିତ ଓଡ଼ିଶା ଗଠନର ବେଳ ଆସିଛି: ମନମୋହନ ସାମଲ

ଭୁବନେଶ୍ୱର, ତା.୨୬/୦୧: ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜାତୀୟ ପତାକା ଉତୋଳନ କରିବା ସହ ଓଡ଼ିଶାର ସାଢ଼େ ୪କୋଟି ଜନତାଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା…

ରବୀନ୍ଦ୍ରମଣ୍ଡପରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ଆୟୋଜିତ

ଭାରତ ମାତାଙ୍କ ପଦାରବିନ୍ଦରେ ଏକ ଅନନ୍ୟ ଉପହାର ଦେଶାତ୍ମବୋଧକ ସଂଗୀତରେ ବିମୋହିତ ହେଲେ ଦର୍ଶକ ସଂଗୀତର କୌଣସି ଭାଷା ନାହିଁ, ଏହା ଅନନ୍ୟ ଓ ଚିରନ୍ତନ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଭାରତ ଏବଂ ଭାରତୀୟତା ହେଉଛି ଆମ ଅସ୍ତିତ୍ବର ମୂଳ ପିଣ୍ଡ। ଆମ ଦେଶ ଓ ଏହାର ସଂସ୍କୃତି ପ୍ରତ୍ୟେକ…

ଭଞ୍ଜନଗର ସ୍ଥିତ ଆଇ.ଆର୍.ବି ବାଟାଲିୟନ ଦ୍ଵାରା ସାଧାରଣତନ୍ତ୍ର ଦିବସ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆମ ଦେଶ ଭାରତ ବର୍ଷରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି। ଏହି ଦିନ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଆମ ସମ୍ବିଧାନ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିଲା। ସେଥିନିମିତ୍ତ ଏହି ଅବିସ୍ମରଣୀୟ ଦିନକୁ ସାରା ଦେଶ…

” ଡବଲ ଇଂଜିନ, ଡବଲ ଡର, ବିଜେପି ସରକାରଙ୍କ ଉପହାର “

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେଡି ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା କଡାକଡି, କିନ୍ତୁ ସମ୍ଭ୍ରାନ୍ତ ଅଞ୍ଚଳରୁ ଚୋରି ଭୁବନେଶ୍ୱର, 26/01/2025: ପୂର୍ବତନ ପ୍ରଦେଶ କଂଗ୍ରେସ…

ଫରେଷ୍ଟ୍ ଫାୟାର ସଚେତନତା ଉପଲକ୍ଷେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ପାଳନ ଅବସରରେ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଆଜି ( ରବିବାର) ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି…

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ସାଧାରଣତନ୍ତ୍ର ଦିବସ ପାଳନ

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା.ସମ୍ବିତ ବାରିକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତ୍ରିରଙ୍ଗା ପତାକାକୁ ସମ୍ମାନର ସହ ଉତ୍ତୋଳନ…

ଭଞ୍ଜନଗର ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗରସ୍ଥିତ ପୁରୁଣା ଜେଲ୍ ପଡ଼ିଆ ବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୬ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ମୁଖ୍ୟ…