ଲୁଟେରାଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

4

ସୁବର୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ର କଲେଜ ଛକ ରାସ୍ତାରେ ଲୁଟେରାଙ୍କ ଗୁଳିମାଡରେ ଯୁବକ ଗୁରୁତର।ସୂଚନା ଅନୁଯାଇ ବାଇକ ଯୋଗେ ଯାଉଥିବା ସଞ୍ଜୟ ସେଠି ଓ ଧୀରେନ ଭୋଇ ଙ୍କୁ ଅନ୍ୟ ଏକ ବାଇକ ରେ ଦୁଇଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖlଇ ଲୁଟ ଉଦ୍ୟମ କରି ତାଙ୍କର ଠାରୁ ୨୦ ହଜାର ଟଙ୍କା ନେଇ ଫେରାର ମାରିଛନ୍ତି।ଦୁର୍ବୁର୍ତ୍ତମାନେ ଏକ ରାଉଣ୍ଡ ଗୁଳି ଚାଲିଥିବା ଜଣl ପଡ଼ିଛି l ଗୁଳି ଟି ଧିରେନ ଭୋଇ ଙ୍କ ଜଙ୍ଘ ବାଜିଥିବାରୁ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଗୁଲିଟି ଵାହାରି ନପାରିଵାରୁ ପରେ ତାଙ୍କୁ ଡାକ୍ତର ବୁର୍ଲା ହସ୍ପିଟାଲ ସ୍ଥାନସ୍ତାରିତ କରାଯାଇଥିଲା। ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି.।

Leave A Reply

Your email address will not be published.