Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ):ତା 26.01.2025 କଳାହାଣ୍ଡି ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ସ୍ତାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସର ମୁଖ୍ୟ ଅତିଥି ଭାବେ ପାୱାର ସଚିନ ପ୍ରକାଶ ଜିଲ୍ଲାପାଳ…
୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ : କେନ୍ଦ୍ରାପଡା ଚମ୍ପିଅନ
ପଦ୍ମପୁର:- ଖଇରପାଳି ହାଇସ୍କୁଲ ପଡିଆଠାରେ ଚାଲିଥିବା ୧୨ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ କେନ୍ଦ୍ରାପଡା ଦଳ ପଦ୍ମପୁର ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ…
ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ
https://youtu.be/3pG_0phI-A4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ( ରବିବାର) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୭୬ ତମ…
ବଣିଆପାଟ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
କେନ୍ଦୁଝର/ଦିଲ୍ଲୀପ ସାହୁ,ତା୨୬/୧- ସ୍ଥାନୀୟ କଲେଜରୋଡ଼ସ୍ଥ ସରସ୍ଵତୀ ଶିଶୁ ମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସଂଗେ ସଂଗେ ଆଜି ଦିନର…
ଅସ୍ତରଙ୍ଗ ରେ ୭୬ ତମ ଜନରାଜ୍ୟ ଦିବସ ପାଳିତ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ସ୍ତରଙ୍ଗ ବଜାର ସମେତ ତାର ଆଖ ପାଖ ଅଞ୍ଚଳରେ ୭୬ ତମ ଜନରାଜ୍ୟ ଦିବସ ରବିବାର ଦିନ ପାଳିତ ହୋଇଯାଇ ଅଛି । ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ଗଣ ତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ…
-ଖଲିକୋଟର ବିଭିନ୍ନ ସ୍ଥାନରେ ପାଳିତ ହେଲା ୭୬ତମ ସାଧାରଣ ତନ୍ତ୍ର ଦିବସ।
(ଶାସକ ପ୍ରଶାସକ /ଖଲ୍ଲିକୋଟ ରୁ ଶିବରାମ ଜେନା):ଆଜି ଆନ୍ତର୍ଜାତୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ। ଏ ହାକୁ କେହିକେହି ଜନରାଜ୍ୟ ଦିବସ ବୋଲି କହିଥାନ୍ତି। ଏଅଵସରରେ ଦେଖିବାକୁ ମିଳିଛି , ଖଲ୍ଲିକୋଟ ର ସରକାରୀ ସ୍ତର ରୁ ଆରମ୍ଭ କରି ବେସରକାରୀ ସଂସ୍ଥା ଜାନୁଆରୀ ୨୬କୁ ସାଧାରଣ ତନ୍ତ୍ର ଦିବସ…
ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : " ନିୟତି" ମାନସିକ ଅନଗ୍ରସର ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ହରି ମୋହନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ।…
କିଙ୍ଗ୍ ପିନ୍ ଲକ୍ଷ୍ମୀ ନାରାୟଣ ସାହୁକାର ଗିରଫ ଅନ୍ୟ ଜଣେ ଫେରାର; ଗୁମୁଡା ଠାରେ ୧୩୮ ପେଟି ନକଲି ବିଦେଶି ମଦ ଜବତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ରାୟଗଡା ଜିଲ୍ଲା ଗୁମୁଡା ଠାରେ ନକଲି ବିଦେଶି ମଦ ଜବତ ଘଟଣା- ସଂମ୍ପୃକ୍ତି ଥିବା କିଙ୍ଗ୍ ପିନ କୁ ଗିରଫ କଲା ଅବକାରି ବିଭାଗ ର ମୋବାଇଲ୍ ୟୁନିଟ୍। ନକଲି ବ୍ରାଣ୍ଡ ର ବୋତଲ, ଠିପି, ବିଭିନ୍ନ ବିଦେଶି ମଦ ର ବ୍ରାଣ୍ଡ ଟ୍ୟାଗ୍ ଷ୍ଟିକର, ମଦରେ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ
ପଦ୍ମପୁର ୨୬/୦୧: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଶିଶୁ ମନ୍ଦିର ବିଭାଗରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ରେ ଅଭିଭାଦନ…
ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ
ପଦମପୁର ତା ୨୬/୦୧ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ତ୍ଵ ସମ୍ବନ୍ଧରେ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବରେ…