ଧାନ କିଣା ଅନିୟମିତତା ଓ କଟନି ଛଟନି ବାବଦ ରେ ବାଲିମେଦ ସେବା ସମବାୟ ସମିତି ଆଗରେ ଆମରଣ ଅନଶନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ପଞ୍ଚାୟତ ଅଧୀନ ବାଲିମେଦ ସେବା ସମବାୟ ସମିତି ଆଗରେ ଆମରଣ ଅନଶନ କରିଛନ୍ତି ରମେଶ ଚନ୍ଦ୍ର ବଳ, ଉତ୍ତମ ପାତ୍ର ଙ୍କ ସହ କିଛି ଚାଷୀ। ଧାନ କିଣା ଅନିୟମିତତା ଓ କଟନୀ ଛଟନୀ କୁ ବିରୋଧ କରି ବାଲିମେଦ ସେବା…

ମହାବୀର ୟୁଥ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ

 ଚିଲିକା;(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଂଚାୟତ ହନୁମନ୍ତ ଗ୍ରାମରେ ମହାବୀର ୟୁଥ କ୍ଲବ ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ଉତ୍ସବ ମହାବୀର ୟୁଥ କ୍ଳବର ଯୁବ ଗୋଷ୍ଠୀ ମାନଙ୍କ ଦ୍ୱାରା ୨୦୨୦ ମସିହାରୁ ଆରମ୍ଭ…

ଇଲେକଟ୍ର ହୋମିଓ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

(ଶାସକ - ପ୍ରଶାସକ ) ମୟୂରଭଞ୍ଜ ଜିଲ୍ଳା ଝାରପୋଖରିଆ ଠାରେ ଥିବା ଇଲେକ୍ଟ୍ର ହୋମିଓ ଇନଷ୍ଟିଚ୍ୟୁଟ ହତା ମଧ୍ୟରେ ଅଞ୍ଚଳର କିଛି ହମିଓ ଡାକ୍ତର ଏବଂ କିଛି ସେଚ୍ଛାସେଵୀ ମାନଙ୍କୁ ନେଇ ଏକ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି…

ଚନ୍ଦାହାଣ୍ଡି ଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା୨୭.୦୧.୨୦୨୫:ଆଜି ଚନ୍ଦାହାଣ୍ଡି ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ…

ଅସ୍ତରଙ୍ଗରେ ରାଜ୍ୟସ୍ତରୀୟ ମା ସାରଳା କପ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ

ଅସ୍ତରଙ୍ଗ ୨୭/୧( )ମା' ଶାରଳା ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଅସ୍ତରଙ୍ଗ ବ୍ଲକ୍ ନିକଟସ୍ଥ ନରେନ୍ଦ୍ର ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଜାନୁଆରୀ ୨୬ ତାରିଖ ରେ ଉଦ୍ଘାଟନ ହୋଇଯାଇଛି| ଉଦ୍ଘାଟନ ପୂର୍ବରୁ ତାରିଣୀ ମନ୍ଦିର ନିକଟରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆରେ…

ମାଟିଖାଇ ଢାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଅଭିଯୁକ୍ତ ଗିରଫ

 ପିସ୍ତଲ ସହ ଦୁଇ ଜୀବନ୍ତ ଗୁଳି ଜବତ ଖପ୍ରାଖୋଲ ୨୭/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଧୀନସ୍ଥ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ମାଟିଖାଈ ଗାଁ ନିକଟ ଯାଦବ ଢ଼ାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଖପ୍ରାଖୋଲ ପୋଲିସ ମାଟିଖାଇଗାଁ ର ପବିତ୍ର ଚିରାଙ୍ଗୁଲ (୪୮)…

ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବକୁ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ ଉଦ୍ଘାଟନ…

ପିକଅପ ଧକ୍କାରେ ବୃଦ୍ଧା ମୃତ୍ୟୁ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- -ଗାଙ୍ଗପୁର ଥାନା କେଶରା ପଲ୍ଲୀ ଛକ ଠାରେ ପିକକ୍ ଭ୍ୟାନ ଧକାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୁଦ୍ଧ ଜଣଙ୍କ ହେଲେ ୬୨ ବର୍ଷୀୟ ସିମାଞ୍ଚଳ ସ୍ବାଇଁ। ସୂଚନା ଅନୁଯାଇ ଆଜି ସକାଳେ ସେ ମୁହଁ ଧୋଇବା ପାଇଁ ଘରୁ ବାହାରି ରାସ୍ତା କଡ଼ରେ ଥିବା ନଳକୂପ ପାଖକୁ…

କୁଲାଡ ଠାରେ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଠୁ ଆଠ କିଲୋମିଟର ଦୁରରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ନିଜ ଗ୍ରାମ କୁଲାଡ ଗ୍ରାମର କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୁନିଅର ରେଡ୍ କ୍ରସ୍ ଜିଲ୍ଲା ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଦୁମ୍ନ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର NRTS ପରୀକ୍ଷାର ସଫଳତା

ପଦ୍ମପୁର:27/01:ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ନବମ ଶ୍ରେଣୀର ୫ ଜଣ ଭାଇ ଭଉଣୀ ଗ୍ରାମାଞ୍ଚଳ ମେଧାବୃତ୍ତି (NRTS) ପରୀକ୍ଷାରେ କୃତିତ୍ଵ ହାସଲ କରି ବରଗଡ଼ ଜିଲ୍ଲା ସ୍ତରରେ ତଥା ବିଜ୍ଞାପିତ ଅଚଳ ପରିଷଦ,ପଦ୍ମପୁରରେ ସଫଳତା ହାସଲ କରି ବିଦ୍ୟାଳୟର ମାନ ଓ ଗୌରବ ବୃଦ୍ଧି କରିଛନ୍ତି ।…