ଭଷ୍ମାଥାନା: ଲୁଟଉଦ୍ୟମ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ସୁନ୍ଦରଗଡ : ଭଷ୍ମା ଥାନା ଅର୍ନ୍ତଗତ ରେମଣ୍ତା ଅଞ୍ଚଳରେ ଗତ ଜାନୁଆରୀ ୧୫ ତାରିଖ ସନ୍ଧ୍ୟାରେ ଲୁଟକରିବା ଉଦ୍ଦେଶ୍ଯରେ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଭଷ୍ମା ପୋଲିସ ଗିରଫ କରିବା ସହ ଲୁଟ ସାମଗ୍ରୀକୁ ଜବତକରି ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଭଷ୍ମା ଥାନା ପୋଲିସ ପକ୍ଷରୁ…

୩ୟ ଦିନ ବ୍ରହ୍ମପୁର ଓ ପୁରୀ କଳାକାର ଙ୍କ ବାଘନାଚ ଓ ମାଲଖମ୍ବ ନୃତ୍ୟ କଲା ଆକର୍ଷିତ

ରାଉରକେଲା, (ବସନ୍ତ କୁମାର ଜେନା):   ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ର ୩ୟ  ଦିବସରେ ବଣାଇ ଉପଜିଲ୍ଳାପାଳ ଅକ୍ଷୟ ପିଲ୍ଳେ ମୁଖ୍ୟ ଅତିଥି ଓ ସହାୟକ ଆୟୁକ୍ତ ଅଭିଷେକ ମିଶ୍ର ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ  l ଆଜି ରାଉରକେଲା ସହିତ ବହ୍ମପୁର ଓ ପୁରୀ…

କୁମୁଣ୍ଡିରେ ଷୋଡ଼ଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଷୋଡ଼ଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ନାମ ଯଜ୍ଞ ପବିତ୍ର ଶ୍ରୀ ପଞ୍ଚମୀ ତିଥିରେ ଆରମ୍ଭ ହୋଇଥିବା ବେଳେ…

ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶା ର ଭୂମିକା ଆଲୋଚନାଚକ୍ର

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ମହାବିଦ୍ୟାଳୟ ରାଉରକେଲାର ଇତିହାସ ବିଭାଗ ଆନୁକୂଲ୍ୟରେ "ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶାର ଭୂମିକା" ଶୀର୍ଷକ ଏକ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ କରକମଳରେ ଆଲୋଚନା…

ସ୍ବେଚ୍ଛାସେବି ଙ୍କ ଦ୍ୱାରା ଅସହାୟ ଙ୍କୁ ଉଦ୍ଧାର

 ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଂଚାୟତ ମହାବିଦ୍ୟାଳୟ ଶମ୍ଭୁଖ ରେ ରାସ୍ତା କାମଚାଲୁ ଥିବାରୁ ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଲା ଗ୍ରାମର ଯୁବ ସାମ୍ବାଦିକ ସୁଶାନ୍ତ ସାହୁ, କୁଳମଣି ପଧାନ, ଉମେଶ ଭୋଇ ପ୍ରାଥମିକା ଚିକିତ୍ସା କରାଇବା ପରେ…

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ନ୍ୟାସନାଲ ଡିଫେନ୍ସ କଲେଜରେ ପ୍ରଶିକ୍ଷଣ ନେଉଥିବା ୧୭ ଜଣ ଅଧିକାରୀ

ଭୁବନେଶ୍ୱର, ୪/୨/୨୦୨୫ ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା…

ମଣିପାଲ ହସ୍ପିଟାଲ ଭୁବନେଶ୍ୱର ହୃଦ୍‌ରୋଗ, ସ୍ନାୟୁରୋଗ ଏବଂ କ୍ୟାନସର ଡାକ୍ତର ମାନେ ଟାଟା ଷ୍ଟିଲ୍ ମେଡିକାରେ ଆରମ୍ଭ କଲେ…

ଯାଜପୁର, ୩ ।୧, ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ଖୁସୀ ଖବର । କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ରୋଗୀ ସେବା ଆରମ୍ଭ କରିଲା ମଣିପାଲ ହସ୍ପିଟାଲ ଭୁବନେଶ୍ୱର । ପ୍ରାରମ୍ଭିକ ଷ୍ଟେଜ୍‌ରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ସହ ହାର୍ଟରୋଗୀ, ବ୍ରେନ୍ ବା ସ୍ନାୟୁରୋଗୀ…

ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରରେ ‘ହ୍ୟାଣ୍ଡ୍ସ ଅନ୍ ଟେକନିକାଲ ଟ୍ରେନିଂ ସେଣ୍ଟର’ର ଶୁଭାରମ୍ଭ

ବୁର୍ଲା, 03.02.2025: କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ବୈଷୟିକ ଦକ୍ଷତା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରର ସ୍ଥିତ ହାମିରପୁରଠାରେ ଏକ ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର (ହ୍ୟାଣ୍ଡ୍ସ ଅନ୍ ଟେକ୍ନିକାଲ ଟ୍ରେନିଂ…

ଜେନିଥ୍ ଲିଓ ଠାରେ ସରସ୍ଵତୀ ପୂଜା ପାଳିତ ।

ପଦ୍ମପୁର: ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ଠାରେ ବିଦ୍ୟାଦାତ୍ରୀ ମାଁ ସରସ୍ବତୀଙ୍କ ପୂଜା ଜେନିଥ୍ କନିଷ୍ଠ ବିଭାଗର ନବନିର୍ମିତ ପରିସର ଜେନିଥ ଲିଓ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା…

କୁଚିପାଲି କାଳୀମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ସୋହେଲା :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ କୁଚିପାଲି ଗ୍ରାମରେ ନବନିର୍ମିତ ମା' କାଳୀଦେବୀଙ୍କ ପ୍ରତିମା ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମ‌ବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ମନ୍ଦିର ପରିସରରୁ କଳସ ଶୋଭାଯାତ୍ରା ବାହାରିଥିଲା। ଶକ୍ତିପୀଠ ବାଟତେର୍ମାସ୍ଥିତ ମା’ ମାଉଳୀଙ୍କଠାରେ…