Sign in
Sign in
Recover your password.
A password will be e-mailed to you.
ରାଜବୋଡାସମ୍ବର ଧନୁଯାତ୍ରା : ଷଡ଼ମାଲ୍ଲ ନିଧନ ରେ କଂସ ମର୍ମାହତ
ପଦ୍ମପୁର :- ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ର ପଞ୍ଚମ ଦିବସ ରେ ଗୋପପୁର କେର୍ମେଲାବାହାଲ ଠାରେ ଦିବା ୧୦ ଟା ରୁ ୪ ମଧ୍ୟରେ ଶ୍ରୀମତୀ ଗୋପାଳିଲା ପରାୟଣ ଅନୁଷ୍ଠିତ ହୋଇଥିଲା। ପରେ ଷଡ଼ମାଲ୍ଲ ନିଧନ ସହ ବକା, ଶକଟା, ତୃଣା, ଧେନୁ …
ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ବିକଶିତ ନୁହେଁ, ବିକଳାଙ୍ଗ ଯୋଜନା: ବିଜେଡି
ପଞ୍ଚାୟତ ପିଛା ୫୦ ଲକ୍ଷରୁ ୧୪.୮୦ ଲକ୍ଷକୁ ଖସିଲା
ୱାର୍ଡ ପିଛା ମାତ୍ର ଲକ୍ଷେ ଟଙ୍କା, ସମୁଦ୍ରକୁ ଶଙ୍ଖେ
୮ ମାସରେ ବିକଶିତ ଓଡ଼ିଶାର ବିକଳ ଚିତ୍ର ଓଡିଶାବାସୀ ଦେଖିଲେଣି
ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ…
‘ବିକଶିତ ଗାଁ, ବିକଶିତ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗାଁ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା,
୨୦୨୪-୨୫ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ
ମଞ୍ଜୁର ହୋଇଥିବା ଅର୍ଥର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ବ୍ଲକ ପାଇଁ…
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ
ଭୁବନେଶ୍ୱର, (୫/୨): ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ।
ଚିତ୍ରକଳା…
ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପିଡ଼ିତ ଥିବା ୨ କେଜି ଶିଶୁର ଜୀବନ ରକ୍ଷା କଲେ ସମ୍ ଡାକ୍ତର
ଭୁବନେଶ୍ୱର, ଫେବୃୟାରୀ ୫: ଦୁଇ କେଜି ଓଜନର ଏକ ନବଜାତ ଶିଶୁର ଶରୀରର ବାମ ପାଶ୍ୱର୍ରେ କନ୍ଜେନିଟାଲ୍ ଡାୟାଫ୍ରାଗମେଟିକ୍ ହାର୍ନିଆ (ଜଡିଏଚ୍) ସମସ୍ୟା ହେତୁ ଗୁରୁତର ଅବସ୍ଥାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍କୁ ଆସିଥିବା ବେଳେ ଏହି ଜଟିଳ ସମସ୍ୟାକୁ ସଫଳତାର…
ରାଜ୍ୟସ୍ତରୀୟ ଶ୍ରମିକ ନେତା ଠକେଇ ମାମଲାରେ ଗିରଫ।
ପଛରେ ଷଡ଼ଯନ୍ତ୍ର ଅଛି ବୋଲି ଅଭିଯୋଗ।
କେନ୍ଦୁଝର,ତା୫/୨- କେନ୍ଦୁଝର ଜିଲ୍ଲାରେ ଦକ୍ଷିଣପନ୍ଥୀ ଶ୍ରମିକ ସଂଗଠନରେ ତୃଣମୂଳ ସ୍ତରରୁ ଡାକ୍ତର ମହାନ୍ତ ଜଡ଼ିତ ହୋଇ ଏବେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ରୂପେ କାର୍ଯ୍ୟ କରୁଥିଲେ। ନିକଟରେ ସିଲିଯୋଡ଼ା ସ୍ଥିତ କାଳୀମାଟି ଲୌହ ଓ…
ନିରାପଦ ଯାତ୍ରା ନିମନ୍ତେ :ବିଶ୍ୱାସ ଭାଜନ ହୋଇ ପାରୁଛି ଓଡିଶା ଯାତ୍ରୀ ଆପ
ଏକ ଲକ୍ଷରୁ ଅଧିକ ବ୍ୟବହାରକାରୀ , ୩୬୦୦୦ ରୁ ଅଧିକ ଚାଳକ ପଂଜିକୃତ
ଭୁବନେଶ୍ୱର, ୦୫ .୦୨.୨୦୨୫:ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ I ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ…
ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ (FLN) ପ୍ରଦର୍ଶନୀ ଓ ମେଳା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉଚ୍ଚ ବିଦ୍ୟାଳୟ ନାମନଗଡ଼ ଠାରେ ଚଳିତ ଶିକ୍ଷା ବର୍ଷ (୨୦୨୪-୨୫) ରେ ନାମନଗଡ଼ କ୍ଲଷ୍ଟର ସ୍ତରୀୟ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ନିଜ ଦକ୍ଷତା ଓ ପାରୀଦର୍ଶିତା ଦୃଷ୍ଟି…
ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରୀ ଦଳ ଆସି ବିଭିନ୍ନ ଦିବ୍ୟଙ୍ଗଙ୍କୁ ପରୀକ୍ଷା କରିଥିଲେ । ୭୨ଜଣ…
ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା: ୦୫-୦୨-୨୦୨୫ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ବ୍ଲକ ପରିସରରେ ଉଦଘାଟନୀ…