ବାନ୍ଦୁପାଲି କ୍ଳଷ୍ଟରରେ ନିପୁଣ ମେଳା

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବାନ୍ଦୁପାଲି କ୍ଲଷ୍ଟରର ନିପୁଣ ଓଡ଼ିଶା ମେଳା ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ର…

ରାଜଗାଙ୍ଗପୁର ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ରାଜଗାଙ୍ଗପୁର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର…

ବିଦ୍ୟା ଷ୍ଟଡ଼ି ପଏଂଟରେ ମା’ସରସ୍ୱତୀଙ୍କ ଆରଧନା

ସାରନଗରୀ,(ବସନ୍ତ କୁମାର ଜେନା): ଦକ୍ଷିଣ ରାଉରକେଲା ସମସ୍ତ ଶିକ୍ଷା ଅନୁଷ୍ଠାନରେ ଶ୍ରଦ୍ଧା ଓ ଭକ୍ତିର ସହ ବାଗ୍‌ଦେବୀଙ୍କ ଆରଧାନା କରାଯାଇଛି । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ମା’ସରସ୍ୱତୀଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା.3.02.2025 – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ…

ଜଙ୍ଗଲ ଭିତରେ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଠାବ

ଗାଇସିଲେଟ :-ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କମଳାପଦର ଜଙ୍ଗଲରେ ଜଣେ ଅଜଣା ବ୍ୟକ୍ତିର ମୃତ ଦେହ ଠାବ ହୋଇଛି। ଗୋଟିଏ ଗଛରେ ଦୌଡ଼ି ସାହାର୍ଯ୍ୟରେ ବେକରେ ଫାଶୀ ଲାଗି ମୃତ ଶରୀର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ପୋଲିସ କୁ ଖବର ଦେବା ପରେ ପୋଲିସ…

ଅବ୍ୟବସ୍ଥା ମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲାର ରାଣୀବେଡା ପଟିଲ ସାହି।

ମୁଖ୍ୟମନ୍ତ୍ରୀ ଓ ତେଲକୋଇ ବିଧାୟକ ଦୃଷ୍ଟି ଦେବାକୁ ଅନୁରୋଧ।    କେନ୍ଦୁଝର,ତା୩/୨(ଦିଲ୍ଲୀପ ସାହୁ )- କେନ୍ଦୁଝର ଜିଲ୍ଲାରେ ଅନେକ ଗାଁ ସାହି ଅଛି ଯେଉଁଠାରେ ସରକାରୀ ଯୋଜନା ସାତ ସପନ। ଏହିପରି ଏକ ଗାଁ ହେଉଛି ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ରାଣୀବେଡା ପଟିଲ ସାହି। ଏଠାରେ…

ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଯୋଗଦାନ

କେନ୍ଦୁଝର,ତା୩/୨(ଦିଲ୍ଲୀପ ସାହୁ )-ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଆଜି ପୂର୍ବାହ୍ନରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଭାବେ…

ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ, ଲକ୍ଷ୍ନୋ ପକ୍ଷରୁ ଚାଷୀଙ୍କୁ ଉତ୍କୃଷ୍ଟ ଫୁଲ ଚାରା ବଣ୍ଟନ।

 କେନ୍ଦୁଝର,ତା୩/୨(ଦିଲ୍ଲୀପ ସାହୁ)- ଦେଶରେ ଫୁଲ ଫଳ ବୃକ୍ଷ ଉପରେ ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ,ଲକ୍ଷ୍ନୋ ବ୍ୟାପକ କାର୍ଯ୍ୟକ୍ରମ କରୁଛି। ସେଠାରେ ଦେଶୀୟ ଫୁଲ ଫଳ ବୃକ୍ଷର ସଂରକ୍ଷଣ ଓ ଅଭିବୃଦ୍ଧି ଲାଗି କୃଷି ବୈଜ୍ଞାନିକ ମାନେ ଅନୁସନ୍ଧାନ କରୁଛନ୍ତି ବିଭିନ୍ନ ଉନ୍ନତ କିସମର ଗଛ…

କେନ୍ଦ୍ରାପଡ଼ା ଜିଲାରୁ ଏକମାତ୍ର ସଫଳ ଯୁବ ଉଦ୍ୟୋଗୀ ଦେବଜୀତା ସମ୍ବର୍ଦ୍ଧିତ

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଏମଏସଇ ସେକ୍ଟର ର ରୋଲ ମଡ଼େଲ ବା ଆଦର୍ଶ ଭାବେ ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କେନ୍ଦ୍ରାପଡ଼ା,୦୩/୦୨/୨୦୨୫- ଗତ ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ…

ଜୟ ଶ୍ରୀ ରାମ ଫ୍ରେଣ୍ଡସ କ୍ଲବ ତରଫୁରୁ ଧୂମଧାମରେ ସରସ୍ବତୀ ପୂଜା ପାଳିତ।

ଭୁବନେଶ୍ୱର :(ସେକ କୌସର ):ବରଗଡ଼ ହାଇସ୍କୁଲ ନିକଟରେ ଥିବା ଫ୍ରେଣ୍ଡ କ୍ଲବ ପରିସରରେ ମା ବୀଣାପାଣିଙ୍କ ପୂଜା ଧୂମଧାମରେ ପାଳନ କରିଛନ୍ତି । ଏହି ଅବସରରେ ସରସ୍ବତୀ ଦେବୀଙ୍କ ମୂର୍ତ୍ତି ସୁସଜ୍ଜିତ ମେଢ଼ରେ ବସାଯାଇ ହୋମ କର୍ତାଭାବେ ଫେଲୁ ମହାନ୍ତି ବସି ବ୍ରାହ୍ମଣମାନଙ୍କ ବେଦଧ୍ଵନିରେ ମା…