ନବରଙ୍ଗପୁର ଠାରେ”ବିକଶିତ ଗାଁ ବିକଶିତ ଓଡ଼ିଶା”ର ଶୁଭାରମ୍ଭ କାର୍ଯ୍ୟକ୍ରମ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୫.୨.୨୦୨୫:ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସରକାରଂକ ନୂତନ ଯୋଜନା" ବିକଶିତ ଗାଁ ବିକଶିତ ଓଡ଼ିଶା" ର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କାୟାକଳ୍ପ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଧିନ ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାୟକଳ୍ପ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ…

ରାଉଳି ଗୁଡା ରେ ଗରୀବ ଓ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉଳି ଗୁଡା ଠାରେ ଆଜି ଗରିବ ଓ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନିଗାଁ ସରପଞ୍ଚ ଶୁକଦେବ…

ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ 10ମ ବାର୍ଷିକ କ୍ରୀଡା ମହାସମାରୋହରେ ଉଦ୍‌ଯାପିତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ବାଳିକା…

ଡ଼ିଏଭି ଗୁରୁକୁଳ ପକ୍ଷରୁ ରକ୍ତଦାନ ଶିବିର

  ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ଜ଼ିଲ୍ଲା ଚିଲିକା ବ୍ଲକ ଅଧିନ ବାଲୁଗାଁ ଡ଼ିଏଭି ଗୁରୁକୁଳ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ବୁଧବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ବାଲୁଗାଁ ଜୀବନ ବୀମା ନିଗମ ର ଶାଖା ପରିଚାଳକ…

ଗାଁର ବିକାଶରେ ଓଡ଼ିଶା ହେବ ବିକଶିତ

ଓଡ଼ଗାଁ,୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପରେ ବ୍ଳକ ସ୍ତରୀୟ "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରୁ ୧ ହଜାରରୁ…

ଓଡ଼ଗାଁ ମହୋତ୍ସବ ପଲ୍ଲୀଶ୍ରୀ ମେଳା ପାଇଁ ମଞ୍ଚ ପ୍ରସ୍ତୁତ

  ଓଡ଼ଗାଁ,୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ର ଏବେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କଳାକାର ମାନଙ୍କ ଅପେକ୍ଷାରେ ମଞ୍ଚ ଏବଂ ଦର୍ଶକ ମାନଙ୍କ ଅପେକ୍ଷାରେ ମହୋତ୍ସବ ପଡିଆ । ମେଳାରେ ଶହରୁ ଉର୍ଦ୍ଧ୍ବ ଷ୍ଟଲ ସ୍ଥାନ ପାଇଥିବା ବେଳେ…

ନୟାଗଡ଼ ସଦର ଥାନା ପୁଲିସକୁ ବଡ଼ ସଫଳତା

ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ସଦର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ନିଜ ଘରୁ ନିଜେ ଲୁଟ କରିବା ପୁଅକୁ ଧରିଛି ପୋଲିସ ଏବଂ ଲୁଟ ହୋଇଥିବା ସାମଗ୍ରୀକୁ ମଧ୍ୟ ଜବତ କରିଛି । ସୁଚନାନୁସାରେ ଗତ ୨ ତାରିଖ ରାତିରେ ସଦର ଥାନା ଅନ୍ତର୍ଗତ ଖୁଟୁବନ୍ଧ ଗ୍ରାମର ହଜାରୀ ବାରିକଙ୍କ ଘରୁ ଅନେକ…

ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ସମାରୋହ

ବରଗଡ଼, ତା ୫/୦୨/୨୫: ଆଜି ପୂର୍ବାହ୍ନ ରେ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା" ଯୋଜନାର ଶୁଭାରମ୍ଭ…

ଅର୍ଡାରେ ନିପୁଣ ଓଡିଶା ମେଳା

 ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରର ଅର୍ଡାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ସୁଦାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବରିଷ୍ଠ ଶିକ୍ଷକ…