Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଶୁଭାରମ୍ଭ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲାପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣିସମ୍ପଦ ମେଳା ସ୍ଥାନୀୟ ରୋୟାଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।…
ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ
ତା୦୯/୦୨/୨୫ରୁ ତା୧୩/୦୨/୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ହେବ ମେଳା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଭୀମ ଭୋଇ ସମାଧୀପୀଠ ଖଲିଆପାଲି ଠାରେ ଆସନ୍ତା ତା୦୯/୦୨/୨୫ରୁ ତା୧୩/୦୨/୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ପର୍ଯ୍ୟନ୍ତ ମାଘ ମେଳା ୨୦୨୫ ଅନୁଷ୍ଠିତ ହେବ। ଚଳିତ ମାଘ ମେଳାକୁ…
ବିଜେପୁରରେ ବିଜେପିର ସାଂଗଠନିକ ସଭା
ବିଜେପୁର :-ସୁଶାନ୍ତ ସାହୁ ସ୍ଥାନୀୟ ଏସ୍ଏଚ୍ଜି ଭବନଠାରେ ବରପାଲି ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ସାଂଗଠନିକ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ସନତ ଗଡ଼ତିଆ ଯୋଗଦେଇ ବିଜେପୁର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସଂଗଠନର ସୂକ୍ଷ୍ମ ଦୃଷ୍ଟିର ଆବଶ୍ୟକତା ରହିଛି।…
ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 5.01.2025-ସରକାରଙ୍କର ଏକ ଯୁଗାନ୍ତକାରୀ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ର ଆଜି ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏହି ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ…
ବ୍ଲକ୍ ପ୍ରଶାସନର ଚଞ୍ଚକତା : ଅସମ୍ପୂର୍ଣ ଏଏନ୍ଏମ୍ ଗୃହ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ
କୁଚିଣ୍ଡା ୫।୧(ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକର ଟିକିବା ପଞ୍ଚାୟତରେ ଏକ ନୂତନ ଏଏନ୍ଏମ୍ ଗୃହକୁ ଆନୁଷ୍ଠାନିକ ଭାବେ ଆଜି ରାଜ୍ଯ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଉଦଘାଟନ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ୍ ପ୍ରଶାସନର ପଦାଧିକାରୀ,…
ପଦ୍ମପୁର ପୁଲିସର ସଫଳତା –୧୭ ବାଇକ ଉଦ୍ଧାର,୭ଗିରଫ
ପଦ୍ମପୁର :ପଦ୍ମପୁର ଅଞ୍ଚଳରେ ବାଇକ ଚୋର ମାତିଥିବାରୁ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକ ପିଏସ ମୀନା ଆଦେଶ ଦେଇଥିଲେ।ପଦ୍ମପୁର ଉପ ଖଣ୍ଡ ପୁଲିସ ଅଧିକାରୀ ଅମ୍ରିତ ପାଳ କୌର ଓ ଥାନା ଅଧିକାରୀ ମମତା ନାଏକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏକ ଟିମ ଗଠନ…
ଭଞ୍ଜନଗର ରେ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସାରା ଓଡ଼ିଶା ରାଜ୍ୟରେ ଆଜି ଆଭାସି ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି " ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନା ର କାର୍ଯ୍ୟକ୍ରମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ମୋହନ୍ ଚରଣ ମାଝୀ ଆଜି ଫେବୃୟାରୀ ୫ ତାରିଖ…
ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ଅବ୍ୟବସ୍ଥା
ପ୍ରଶାସନିକ ଅଭହେଲା ଯୋଗୁଁ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ତିନି ବର୍ଷୀୟ ଶିଶୁ
କୁଚିଣ୍ଡା ୫।୨(ଲିପନ ନାଏକ ):ଜମନକିରା ଗୋଷ୍ଠି ଉନ୍ନୟନ ଅଧିକାରୀ ରବୀନ୍ଦ୍ର ସେଠି ଙ୍କ ଅଧ୍ୟକ୍ଷତା ରେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ପଡିଆରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚନ୍ଦ୍ର ଭାଗା ତୀର୍ଥ ପୁଷ୍କରିଣୀ ରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
ଅସ୍ତରଙ୍ଗ,,ପୁରାଣ ପ୍ରସିଦ୍ଧ କୋଣାର୍କ ର ଚନ୍ଦ୍ର ଭଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘ ସପ୍ତମୀ ଅବସରରେ ପାଖା ପାଖି ଦୁଇ ଲକ୍ଷ୍ୟ ରୁ ଉର୍ଦ୍ଧ ଭକ୍ତ ତଥା ଶ୍ରଦ୍ଧାଳୁ,ସାଧୁ ସନ୍ଥ, ମଙ୍ଗଳବାର ଭୋର ସମୟ ରେ ବୁଡ଼ ପକାଇ ଛନ୍ତି।ନିକଟ ମାଧିପୁର ଗ୍ରାମର,ବାବା ତ୍ରିବେଣୀସ୍ଵର୍,ସଂଥପୁର ଗ୍ରାମର…
ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଆନୁକୂଲ୍ୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇ ଯାଇଛି।ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ…