Sign in
Sign in
Recover your password.
A password will be e-mailed to you.
ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ନବ ପଲ୍ଲବ” ୨୦୨୪- ୨୫ ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ "ନବପଲ୍ଲବ" ୨୦୨୪ - ୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଭାପତି , ଜିଲ୍ଲା ପରିଷଦ , ଗଜପତି…
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ତ୍ରିଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାୟାବର୍ହା,…
ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ
ପଦମପୁର ତା ୧୨/୦୨ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ…
ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଅଟଳ ବିହାରୀ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା…
ଚତୁର୍ଥ ଅଲ୍ ଓଡ଼ିଶା ଚନ୍ଦନ ସ୍ମାରକୀ ମନ୍ଦାରୀ ପ୍ରିମିୟର ଲିଗ୍ ଉଦଯାପିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ ମଣ୍ଡଳ ପୋଖରୀ ଠାରେ ଥିବା ଖେଳ ପଡିଆ ରେ ଅଲ୍ ଓଡିଶା ଚନ୍ଦନ ସ୍ମାରକୀ ପ୍ରିମିୟର ଲିଗ୍ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହାକୁ ମନ୍ଦାରୀ ସକ୍ସେସ୍ କ୍ଲବ୍ ଆୟୋଜିତ କରିଥିଲା ଏହି ଖେଳ ଟି ୪…
ବେଦାନ୍ତ ଆଲୁମିନିୟମ ଜାତୀୟ କୃମିନାଶକ ଦିବସ ପାଳନ କରିଛି
ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବରେ ଆୟୋଜିତ ଏକ ବ୍ୟାପକ କୃମିନାଶକ ଏବଂ ପୁଷ୍ଟିସାର ଅଭିଯାନ ଅନ୍ତର୍ଭୁକ୍ତ ଥିଲା, ଯାହା ଦ୍ୱାରା ୧,୩୦୦ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ
ଝାରସୁଗୁଡ଼ା, ଓଡିଶା; ଫେବୃଆରୀ ୧୨, ୨୦୨୫: ଜାତୀୟ କୃମିନାଶକ ଦିବସ…
ଶିଶୁ ବିହାର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଶିଶୁ ବିହାର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ମୁଖ୍ୟ ବକ୍ତା ଭାବେ କବି…
ଖଲିଆପାଲି ଭୀମଭୋଇ ମହିମା ପୀଠର ତୃତୀୟ ସନ୍ଧ୍ୟା :ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାର ତୃତୀୟ ସନ୍ଧ୍ୟା ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର । ଉପଜିଲ୍ଲାପାଳ ସୋନପୁର…
‘ଧନୁଯାତ୍ରା’ ସମାଜରେ ଭାଇଚାରା ଓ ସୁଶାସନ ପ୍ରତିଷ୍ଠା କରୁଛି- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘୩୨ତମ ଖଣ୍ଡକୋଟା ଧନୁଯାତ୍ରା ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ
• ସମାଜରେ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ଧନୁଯାତ୍ରାର ଅନନ୍ୟ ପରମ୍ପରା• ଧନୁଯାତ୍ରା ଲୋକମାନଙ୍କ ଧାର୍ମିକ ଭାବନାକୁ ଉଜ୍ଜୀବିତ କରିଛି • କୁଚିଣ୍ଡା ଉପଖଣ୍ଡକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ…
ଲହଣ୍ଡା ବୁଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଉତ୍ସାହମୟ ପରିବେଶରେ ପାଳନ ହୋଇଯାଇଯାଇଛି।
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡା ବୁଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ଏକ ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିଲା। ୧୯୫୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ପ୍ରଥମ ଥର ପାଇଁ ତାର ବାର୍ଷିକ ଉତ୍ସବ ପାଳନ କରିଛ।ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସଦର…