Sign in
Sign in
Recover your password.
A password will be e-mailed to you.
ନିଷ୍ଠା ପରିବାର ର ୫୧ଦିନିଆ ରେଡଡ୍ରପ ଅଲଟ୍ରା ମାରାଥନ ଜାରୀ, ପୁଟୁରୁପାଲି ଛକ ରେ ରକ୍ତଦାନ ଶିବିର ୩୨ୟୁନିଟ ରକ୍ତ…
ବରପାଲି :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମ ପଞ୍ଚାୟତ ପୁଟୁରୁପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ରେଡଡ୍ରପ ମାରାଥନ ର ତେୟାଳିଶ (୪୩) ଦିନରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବି ଶିବିର ଅନୁଷ୍ଠିତ ହୋଇଥିଲା । ଏହି…
ଜୟ କିସାନ କୃଷକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ
ସୋହେଲା:- ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ଛକ ଠାରେ ଜୟ କିସାନ କୃଷକ ସଂଗଠନ ପକ୍ଷରୁ ଏକ କର୍ମୀ ବୈଠକ ବ୍ଲକ ସଭାପତି ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜୁଳି ସମସ୍ୟା କୁ ନେଇ ଚଳିତ ମାସ ୨୮ ତାରିଖ ଶୁକ୍ରବାର ଦିନ ତହସିଲଦାର ଙ୍କ ମାଧ୍ୟମରେ…
ମହୁଲପାଲି ଶିବ ମନ୍ଦିର ଘାଟରେ ମାଘ ପୂର୍ଣିମା ଅଙ୍ଗ ଆଳତୀ…..
ପଦମପୁର - ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଉପଜୀବ୍ୟ କରି ଆଜି ତା.୧୨.୦୨.୨୦୨୫ ବୁଧବାର ମାଘ ପୂର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୬ତମ ଅଙ୍ଗ ଆଳତୀ କରାଯାଇଅଛି ।…
ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମନଗଡ଼ରେ ବାର୍ଷିକ ଉତ୍ସବ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡର ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷାକ ଶ୍ରୀ ହରିହର ଦାସଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବାବାଜୀ ପ୍ରଧାନ (ଅତିରିକ୍ତ…
ଧନ୍ଦା ମୁଳକ ଶିକ୍ଷାର୍ଥୀ ଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୨/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଆଜି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଡ଼ାବୁଗାଁ ପଞ୍ଚାୟତ ଉଚ୍ଚ…
ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିରେ ସମର୍ପଣ ଦିବସ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ମଙ୍ଗଳବାର ସନ୍ଧ୍ୟା ସାତ ଘଣ୍ଟା ତିରିଶ ମିନଟ୍ ସମୟରେ ବେଲଗୁଣ୍ଠା ଟାଉନହଲ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି ମଣ୍ଡଳ ସଭାପତି ସି.ଏଚ ଯତୀନ ପାତ୍ରଙ୍କ ନେତୃତ୍ୱରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ ପାଳନ…
ପ୍ରାଣୀ ମିତ୍ରଙ୍କ ତାଲିମ୍ ଶିବିର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତ ଚାରି ତାରିଖ ଠାରୁ ଭଞ୍ଜନଗର ସ୍ଥିତ ଏଲ୍ଆଇଟିସି ଠାରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରାଣୀ ମିତ୍ର ମାନଙ୍କର ଏ-ହେଲ୍ପ ତାଲିମ୍ ଶିବିର ଆରମ୍ଭ ହୋଇଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ସିଂହମର୍ଦ୍ଦନ ଗ୍ରାମରେ ଏହାର ଏକ ବ୍ଯାବହାରିକ ତାଲିମ୍ କାର୍ଯ୍ୟକ୍ରମ…
ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଉଦଘାଟିତ,
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଅଧିନସ୍ଥ ବିରିପୁର ଗ୍ରାମରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଅନୁଦାନରେ ୧୦ଲକ୍ଷ୍ୟ ଟଙ୍କାରେ ନିର୍ମିତ ହୋଇଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ରକୁ ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ ଉଦଘାଟନ କରିଥିଲେ ।…
ଭଞ୍ଜନଗର ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ସମର୍ପଣ ଦିବସ ୨୦୨୫ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ମହାନ୍ ଚିନ୍ତା ନାୟକ ତଥା ଏକାତ୍ମମାନବବାଦ ଦର୍ଶନ ର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି ୧୧ ଫେବୃୟାରୀ କୁ ସମର୍ପଣ ଦିବସ ୨୦୨୫ ରୁପେ ଭାରତୀୟ ଜନତା ପାର୍ଟି ଭଞ୍ଜନଗର ବିଧାନସଭା ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ…
ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ |
ନବରଙ୍ଗପୁର,ତା ୧୨/୦୨-ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |ଜିଲ୍ଲା ସଭାପତି ଶେଖର ଖୁରାଙ୍କ ଅଧ୍ୟକ୍ଷତାରେ…