ଖଲିଆପାଲି ଭୀମଭୋଇ ମହିମା ପୀଠର ତୃତୀୟ ସନ୍ଧ୍ୟା :ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାର ତୃତୀୟ ସନ୍ଧ୍ୟା ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର । ଉପଜିଲ୍ଲାପାଳ ସୋନପୁର…

‘ଧନୁଯାତ୍ରା’ ସମାଜରେ ଭାଇଚାରା ଓ ସୁଶାସନ ପ୍ରତିଷ୍ଠା କରୁଛି- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ‘୩୨ତମ ଖଣ୍ଡକୋଟା ଧନୁଯାତ୍ରା ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀ • ସମାଜରେ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ଧନୁଯାତ୍ରାର ଅନନ୍ୟ ପରମ୍ପରା• ଧନୁଯାତ୍ରା ଲୋକମାନଙ୍କ ଧାର୍ମିକ ଭାବନାକୁ ଉଜ୍ଜୀବିତ କରିଛି • କୁଚିଣ୍ଡା ଉପଖଣ୍ଡକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ…

ଲହଣ୍ଡା ବୁଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଉତ୍ସାହମୟ ପରିବେଶରେ ପାଳନ ହୋଇଯାଇଯାଇଛି।

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡା ବୁଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ଏକ ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିଲା। ୧୯୫୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ପ୍ରଥମ ଥର ପାଇଁ ତାର ବାର୍ଷିକ ଉତ୍ସବ ପାଳନ କରିଛ।ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସଦର…

ଦିଲ୍ଲୀ ବିଜୟ ପରେ ବୈଜୟନ୍ତ ପଣ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଆଜି ବିଜେପି ଦିଲ୍ଲୀ ପ୍ରଦେଶ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ପ୍ରଦେଶ ମୁଖ୍ୟ ବିରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ…

ୟୁଏଆଇଏଲର ‘ପ୍ରୋଜେକ୍ଟ ନୀର’ ରାୟଗଡାରେ କୃଷି ପାଇଁ ନୂତନ ଜୀବନ ଆଣିଛି

ଭୁବନେଶ୍ୱର :ରାୟଗଡା ଜିଲ୍ଲାର ହାଡିଗୁଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଗୁପୁଟ ଗ୍ରାମ ଜଳାଭାବକୁ ନେଇ ଦୀର୍ଘକାଳରୁ ସଂଘର୍ଷ କରିଆସୁଥିଲା, ଏବଂ ଏହି ଗ୍ରାମର କୃଷକମାନେ ବୃଷ୍ଟିପୁଷ୍ଟ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ, ଯେଉଁମାନେ ଅନିୟମିତ ବର୍ଷା ପାଇଁ ଶଙ୍କାରେ ରହୁଥିଲେ । ଏହି…

ସମଗ୍ର ଦେଶରେ ପ୍ରଥମ: ଦଶମ ଓ ଦ୍ୱାଦଶରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୨ । ୨: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କିସ୍‍ର ୨୦୦୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ…

ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ପ୍ରାଥମିକ ବିଦ୍ୟାଳୟ

ଅସ୍ତରଙ୍ଗ୧୧/୨ ବିଭିନ୍ନ ବିଦ୍ୟାଳୟ ର ବହୁମୁଖୀ ଉନ୍ନୀତ ସାଧନା ପାଇଁ ରାଜ୍ୟ ସରକାର ଅନେକ ବିକଳ୍ପ ବ୍ୟବସ୍ଥା ଆଣିଛନ୍ତି ମାତ୍ର ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ କେଉଟଜଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଭିତିଭୂମି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ରହିଛି । ଯାହାକୁ ନେଇ ଉକ୍ତ ଗ୍ରାମ ର ତ୍ରିନାଥ…

ଦୀର୍ଘ ୫ ମାସ ହେବ ବନ୍ଦ ପଡ଼ିରହିଛି ନଳକୂପ

କୁଚିଣ୍ଡା (ଲିପନ ନାଏକ )ଆଗାମୀ ଦିନରେ ଗ୍ରୀଷ୍ମର ପ୍ରବାହ ହେବାକୁ ଥିବାବେଳେ ଏବେଠୁ ଦେଖାଗଲାଣି ପାଣି ଅସୁବିଧା l କେତେକ ଅଂଚଳରେ ପାଣିର ଅଭାବ ଦେଖିବାକୁ ମିଳୁଥିବା ବେଳେ ଗ୍ରାମେ ଗ୍ରାମେ ନଳକୂପ ଗୁଡିକ ମଧ୍ୟ ଖରାପ ହୋଇ ପଡ଼ିରହିଛି l ବିଭିନ୍ନ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ମାସ ମାସ ଧରି…

ଅଙ୍ଗନବାଡି ରସୋଈୟା ଚୟନ ରେ ଅନିୟମିତତା ଆଣିଲେ ଗ୍ରାମବାସୀ

 କୁଚିଣ୍ଡା ୧୧।୨(ଲିପନ ନାଏକ ):ଜମନକିରା ବ୍ଲକ ଡ଼ୁମେରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛେପ୍ରାବେଡା ଗ୍ରାମ ଅଙ୍ଗନବାଡି ରସୋଈୟା ଚୟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଅଙ୍ଗନବାଡି ସମ୍ମୁଖରେ ଧାରଣା ଦେଇ ଥିଲେ ଗ୍ରାମ ବାସି। ଅଭିଯୋଗ ଅନୁଯାଇ ଛେପ୍ରାବେଡା ଗ୍ରାମ ଅଙ୍ଗନବାଡି ରସୋଈୟା ପାଇଁ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳବାର ) ଗଜପତି ଜିଲ୍ଲାରୁ ୬୮ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁପୁତ୍ରଙ୍କୁ , ଶିଶୁ ମଙ୍ଗଳ…