ଭଞ୍ଜନଗର ରେ ହିତାଧିକାରୀଙ୍କୁ ବସୁନ୍ଧରା ଓ ଗ୍ରାମକଣ୍ଠ ଘରବାରୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଙ୍କ ଯୋଗଦାନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଠାରେ ଓଡ଼ିଶାର ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମହୋଦୟ ଙ୍କ ଉପସ୍ଥିତି ରେ ଗ୍ରାମକଣ୍ଠ ଘରବାରୀ ଓ ବସୁନ୍ଧରା ପଟ୍ଟା…

ରାଜ୍ୟ କ୍ରେଡିଟ ସେମିନାରରେ ସମ୍ବର୍ଦ୍ଧିତ ହେଲା ପ୍ରାକୃତିକ ବାଳିସଙ୍କରା କୃଷକ ଉତ୍ପାଦକ ସଂଗଠନ

ସୁନ୍ଦରଗଡ଼: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ବା ନାବାର୍ଡର ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମ ତଥା ଷ୍ଟେଟ କ୍ରେଡିଟ ସେମିନାର 2025 ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେୟାର ରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ…

ଡକ୍ଟର ଆମ୍ବେଦକର ସାମାଜିକ ନ୍ୟାୟ ପରିଷଦର ଆଡହକ କମିଟି ଗଠିତ।

କେନ୍ଦୁଝର,ତା୧୬/୨- ସ୍ଥାନୀୟ ବଡହଳ ସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଆଜି ଡକ୍ଟର ଆମ୍ୱେଦକର ସାମାଜିକ ନ୍ୟାୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ରାଜନେତା କବି ତଥା ସମାଜ ସଂସ୍କାରକ ପୂର୍ବତନ ତେଲକୋଇ ବିଧାୟକ ଶ୍ରୀ ପ୍ରାଣ ବଲ୍ଲଭ ନାୟକ ଏହି ବୈଠକରେ ସଭାପତିତ୍ବ…

ସର୍ବ ଭାରତୀୟ ଅଖଣ୍ଡ ଭୁୟାଁ ସମାଜ ର ୩୮ ତମ ମହାସଭା ଉଦଘାଟିତ

ମାଦ୍ରି କାଲୋ ଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ନ ମିଳିଲେ ଆନ୍ଦୋଳନ ହେବ ସୁନ୍ଦରଗଡ/ବଡ଼ଗାଁ:- ଭୂୟାଁ ଆଦିବାସି ବୀର ମାଦ୍ରି କାଲୋ ଙ୍କ ଜନ୍ମ ମାଟି ବଡ଼ଗାଁ ରେ ସର୍ବ ଭାରତୀୟ ଅଖଣ୍ଡ ଭୁୟାଁ ମହା ସମାଜ ର ଦୁଇ ଦିବସୀୟ ୩୮ ତମ ବଡ଼ଗାଁ ମହାସଭା ମହା ସମାରୋହ ରେ ଉଦ୍ଘାଟିତ ହୋଇ ଯାଇ ଅଛି।…

ମା’ ଅନ୍ଧାରବାଉତିଙ୍କ ପୀଠରେ ଘୃତ ଯଜ୍ଞ ଓ କଳସ ଯାତ୍ରା

ଓଡ଼ଗାଁ ୧୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଧିନସ୍ଥ କଦଳୀ ବନ୍ଧ ଠାରେ ଅଧିଷ୍ଠିତ ମା' ଅନ୍ଧାରବାଉତୀଙ୍କ ପୀଠରେ ୩ଦିନ ଧରି ଆୟୋଜିତ ବିଶ୍ୱ ଶାନ୍ତି ଶକ୍ତି ଯଜ୍ଞ ଓ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଓଡ଼ଗାଁ ରାମ ସାଗର…

ମୋନାଲିସା ହତ୍ୟାକାଣ୍ଡ ଘଟଣା:ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ

ଓଡ଼ଗାଁ ୧୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଶରଣକୁଳ ଥାନା ବଧିସାହିର ଗ୍ରାମର ମୋନାଲିସା ହତ୍ୟାକାଣ୍ଡ ଘଟଣାର ବିଚାର ପ୍ରକିୟା ଚାଲିଥିବା ବେଳେ ଆଜି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରlଜଜ୍ ମାନସ ରଞ୍ଜନ ରଥ ୧୬ ଜଣ ସରକାରୀ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି…

ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଭଞ୍ଜଭବନ ପରିସରରେ, ଆଦର୍ଶ ପାଠାଗାର ଆୟୋଜିତ 30 ତମ ପୁସ୍ତକ ମେଳାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ଆଲୋଚନା ଓ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି lଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ…

ମହାସଂଘ ଏସ.ଏଚ.ଜି ବକେୟା ଟଙ୍କା ପାଇଁ ହଟହଟା

ଜମନକିରା (ଲିପନ ନାଏକ ) ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଶକ୍ତି (ଖ) ଏସ.ଏଚ.ଜି ସଦସ୍ୟ ଙ୍କୁ ବାକାୟା ଟଙ୍କା ନେଇ ହଟହଟା କରାଯାଇଥିବା ଅଭିଯୋଗ ହୋରଛି। ମୁକ୍ତା ଜୟପୁରିଆଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଏମମ୍ବିକେ ତାଙ୍କୁ ଅସବ୍ୟ ଭାଷାରେ ଗାଲୀ ଗୁଲଜ କରି ବାକାୟା ଟଙ୍କା ମାଂଗୁଛନ୍ତି। ଏହି…

ବେଲଗୁଣ୍ଠାରେ ନବମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ…

ଚଉଦ ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦମପୁର ତା ୧୫/୦୨- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚବିଦ୍ୟାଳୟ କନସିଂହା ଠାରେ ପ୍ରଧାନଶିକ୍ଷକ ମାନଙ୍କର ଚଉଦ ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସମ୍ମାନୀତ ଅତିଥି ଭାବରେ ଏବିଇଓ ଶ୍ରୀ…