Sign in
Sign in
Recover your password.
A password will be e-mailed to you.
ତିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ…
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହୁଦୂର ଷ୍ଟାଡିୟମ ଠାରୁ ଜିଲ୍ଲାପାଲ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ରାଲି ହୋଇଥିଲା ଦିନ ସିଜିମାଳି ପ୍ରଭାବିତ ଥୁଆମୂଳ ରାମପୁର ବ୍ଳକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦…
ଆବାସ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ : ସର୍ଭେ ରେ ବାଧକ ସାଜିଛି ନେଟୱର୍କ!
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ରେ ୧୪ଗୋଟି ଗ୍ରାମପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଆବାସ ଯୋଜନା ରେ ସମସ୍ତ ଗରିବ ପରିବାରଙ୍କୁ ଗୃହ ଯୋଗେଇ ଦିଆଯିବ। ଏଥି ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା ରେ କୋହଳ…
ମା ସିନା ପରକଲା କିନ୍ତୁ ପ୍ରଶାସନ ଆପଣେଇଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ଅଧିନସ୍ଥ ତିତିଲି ଗ୍ରାମରେ ଏକ ପରିବାରରେ ପିତାଙ୍କ ମୃତ୍ଯୁ ପରେ ମା ୬ ଗୋଟି ପିଲାଙ୍କୁ ଛାଡି ଦେଇ ଅନ୍ୟତ୍ର ବିବାହ କରିବାରୁ ଶିଶୁମାନେ ବେଶହର ହୋଇଯାଇଥିଲେ। କିନ୍ତୁ ଗତ ୨୦ ଦିନ…
ମାହାରପାଲି ଘର ପୋଡି : ପରିବାର ବର୍ଗଙ୍କୁ ଭେଟିଲେ ସମାଜସେବୀ ଶ୍ରୀକାନ୍ତ ମିଶ୍ର ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ମାହାରପାଲି ଗାଁରେ ଗତକାଲି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ନିଆଁ ଗୋଟିଏ ପରିବାରର ସ୍ୱପ୍ନକୁ ଭାଙ୍ଗି ଦେଇଛି । ମିଲିôଥିବା ସୂଚନା ଅନୁସାରେ ଗାଇସିଲାଟ ଥାନା ମାହାରପାଲି ଗାଁର ଗୋଟିଏ ବିଳରେ ନଡା ପୋଡିବା ପାଇଁ ନିଆଁ ଲଗା ଯାଇଥିଲା । ସେହି…
ଘେଁସ ଦୁର୍ଗାମନ୍ଦିର ପ୍ରତିଷ୍ଠା ଉତ୍ସବ କାଲିଠାରୁ
ସୋହେଲା :-ଘେଁସଠାରେ ନବନିର୍ମିତ ମା’ ଦୁର୍ଗାଦେବୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାଲି ଠାରୁ ଆରମ୍ଭ ହେବ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସ ପ୍ରଥମ ଉତ୍ସବର ପ୍ରଥମ ଦିବସ ରବିବାର ଦିନ କଳସ ଶୋଭାଯାତ୍ରା ଓ ୨୦ ତାରିଖ ଦିନ ଦେବୀଙ୍କ ମନ୍ଦିର…
ତୁଲଣ୍ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ
ବରପାଲି :-ବରପାଲି ବ୍ଳକ ତୁଲଣ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ସମୟରେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ପିଠରେ ପୂଜାର୍ଚ୍ଚନା ପୂର୍ବକ ସମଲେଶ୍ୱରୀ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ପରେ ଉତ୍ସବ ମଣ୍ତପରେ ଦୀପ ସ୍ଥାପନ…
ଡାବୁଗାଁ ବ୍ଲକ ରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଆଜି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ରଶ୍ମିତା ନେତମ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଥି ପୂର୍ବରୁ ଶ୍ରୀମତୀ ନେତମ କଳାହାଣ୍ଡି ଜିଲ୍ଲା କୋକସରା…
ଡାବୁଗାଁ ବ୍ଲକ ଏକ୍ସ କ୍ୟେଡର ଶିକ୍ଷକ ସଂଘ ର ଜଗନ୍ନାଥ ମନ୍ଦିର ସଫେଇ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏକ୍ସ କ୍ୟେଡର (ସହକାରୀ ଶିକ୍ଷକ) ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ବଲ୍ଲଭ ନାରାୟଣ ପଣ୍ଡା ଙ୍କ…
ପିପିଲିପାଲିରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନଵମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଆରସିସି ରାଜେଶ୍ଵର ବେହେରାଙ୍କ ସଂଯୋଜନାରେ ସହକାରୀ…
ସ୍ମାର୍ଟ ସ୍କୁଲ ର ସପ୍ତମ ବାର୍ଷିକ ଉତ୍ସବ
https://youtu.be/y9fsy5yf5Zk
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ବର୍ଣ୍ଣାଢ୍ୟ ଏବଂ ସାଂସ୍କୃତିକ ପରିବେଶ ମଧ୍ୟରେ ସ୍ମାର୍ଟ ସ୍କୁଲ ର ସପ୍ତମ ବାର୍ଷିକ ଉତ୍ସବ " ଦର୍ପନ-୨୪" ଆଜି (ଶନିବାର) ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପଡିଆ ଠାରେ ଅନୁଷ୍ଠିତ…