Sign in
Sign in
Recover your password.
A password will be e-mailed to you.
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ବେସିକ୍ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ଫେବୃୟାରୀ ୧୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଇଣ୍ଡିଆନ୍ ଆକାଡେମି ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ଦ୍ୱାରା ପୋଷ୍ଟ-ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କ ପାଇଁ “ବେସିକ୍ ଲାଇଫ୍ ସପୋର୍ଟ” (ବିଏଲସି)…
ଅଖିଳ ଭାରତୀୟ ଅଘରୀଆ ସମାଜ ର ଦଶମ ପ୍ରାଦେଶିକ ମହାସମ୍ମିଳନୀ ଅନୁଷ୍ଠିତ,
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ର ସବଡେଗା ଗୁଡ଼ିଅନ୍ତର୍ଗତ ସବ ଡେଗା ଗ୍ରାମରେ ଗିରିଶ ଚନ୍ଦ୍ର ନାଏକ ସୃତି କଲ୍ୟାଣ ମଣ୍ଡପ ଠାରେ ତିନିଦିନ ଧରି ଅଖିଳ ଭାରତୀଅ ଅଘରୀଆ ସମାଜ ର ଦଶମ ପ୍ରାଦେଶିକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |୧୪ ତାରିଖ ଶୁକ୍ରବାର ସବଡେଗା ଏକ ରଥ ସହ ସବ ଡେଗା ଗୁଡ଼ି…
ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପାଳନ କରୁଛି 500+ ସଫଳ କିଡନୀ ପ୍ରତ୍ୟାରୋପଣ ସହିତ ରୋଗୀଙ୍କୁ ଅସାଧାରଣ ସେବା ଓ ଯତ୍ନ…
ଭୁବନେଶ୍ୱର: ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୫୦୦ରୁ ଅଧିକ ସଫଳ କିଡ୍ନୀ ପ୍ରତିରୋପଣ କରି ଓଡିଶାରେ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଯେଉଁଥିରେ ରୋଗୀଙ୍କର ଅସାଧାରଣ ସହନଶୀଳତା ସହିତ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ଉତ୍ସଗୀକୃତ ନର୍ସ ଓ କର୍ମଚାରୀ ଏବଂ…
ସିଏସ୍ଆଇଆର-ଆଇଏମଏମଟିରେ “ୱନ୍ ୱିକ୍ ୱନ୍ ଥିମ୍ “ବିଜ୍ଞାନ ରଥର ଶୁଭାରମ୍ଭ
• ଭାରତ ସରକାରଙ୍କ ଡିଏସଆଇଆରର ସଚିବ ତଥା ସିଏସଆଇଆର ମହାନିର୍ଦ୍ଦେଶକ ଡ଼.(ଶ୍ରୀମତୀ) ଏନ କଲିସେଲଭି ସିଏସ୍ଆଇଆର-ଆଇଏମଏମଟି ଭୁବନେଶ୍ୱର ପରିଦର୍ଶନ କରିଛନ୍ତି।
ଭୁବନେଶ୍ୱର, ୧୪ ଫେବୃୟାରୀ ୨୦୨୫ : ସିଏସ୍ଆଇଆର୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି…
ଆଇଏନଏସ ଚିଲିକା ଓ ଗଣମାଧ୍ୟମ ସମ୍ପର୍କ ସଦାସର୍ବଦା ଅତୁଟ
ବାଲୁଗାଁ:(ସେକ କୌସର):-ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ନୌସେନା ପକ୍ଷରୁ ଆଇଏନଏସ ଚିଲିକା ଠାରେ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।ନାଭାଲ ଇନଚାର୍ଜ(ଓଡ଼ିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମଡ଼ର ବି ଦୀପକ ଅନୀଲଙ୍କ ପୌରହିତ୍ୟରେ ଖୋର୍ଦ୍ଧା,ବାଲୁଗାଁ,…
ସୋଆ ଏସ୍ଏଚ୍ଏମରେ ଏକଦିବସୀୟ ଜାତୀୟ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ଫେବୃଆରୀ ୧୪ : ଭିଜନ୍ ବିକଶିତ ଭାରତ-୨୦୪୭ ପରିପ୍ରେକ୍ଷୀରେ ଗ୍ରାମୀଣ ପର୍ଯ୍ୟଟନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କୁ ଉଦ୍ୟୋଗୀ କରିବା ଉଦେ୍ଧଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ…
ବିଜିନେସ୍ ସ୍କୁଲର ଛାତ୍ରଛାତ୍ରୀ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିବା ଉଚିତ୍ : ୟୁସିସିଆଇ ଉପସଭାପତି
ଭୁବନେଶ୍ୱର, ଫେବୃଆରୀ ୧୪ : ବିଜିନେସ୍ ମ୍ୟାନେଜମେଂଟ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରୀ ପଛରେ ନ ଧାଇଁ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖନ୍ତୁ ବୋଲି ଜଣେ ସଫଳ ଉଦ୍ୟୋଗୀ ଶୁକ୍ରବାର କହିଛନ୍ତି । ଯଦିଓ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି ତଥାପି ବିଜିନେସ୍ ସ୍କୁଲର…
ଭଞ୍ଜନଗର ଥାନାରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଜୀବନାନନ୍ଦ ଜେନା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି ଅବସରରେ ସହରର ଜନସାଧାରଣ ତାଙ୍କୁ ସ୍ଵାଗତ ଶୁଭେଛା ଜଣାଇଛନ୍ତି।
ଶ୍ରୀ ଜେନା ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ବଡ଼ଗଡ଼ ଥାନାରେ…
ସାମାଜିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାମାଜିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଜିଲ୍ଲା ପ୍ରଶାସନ, ଗଜପତି ତରଫରୁ ଆଜି ତା ୧୪.୨.୨୦୨୫ ରିଖରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ପାରଳାଖେମୁଣ୍ଡି ଠାରେ ଏକ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ " ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବିକଶିତ ଭାରତ - ୨୦୪୭ " ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ…