Sign in
Sign in
Recover your password.
A password will be e-mailed to you.
ତାଲୁକା ଆଇନସେଵା କମିଟି ଭଞ୍ଜନଗର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅତିରିକ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ, ତାଲୁକା ଆଇନ ସେବା କମିଟି, ଭଂଜନଗର ଶ୍ରୀ ଦେବଦତ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଡି.ଏମ୍. ବିଜ୍ଞାନ ମହାବିଦ୍ୟାଳୟ ଗ୍ୟାଲେରୀ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ଆଇନ ଓ ମଟୋର ଯାନ ଆଇନ୍…
ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବାଣପୁର:(ସେକ କୌସର):ରବିବାର ଦିନ ହିନ୍ଦୁ ଏକତା ମଞ୍ଚ, ଭାରତ ବାଣପୁର ଶାଖା ଦ୍ବାରା ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଭଗବଦ ଗୀତା ଲିଖିତ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ସଂଗଠନ ର ସଭାପତି…
ସଡ଼କ ସୁରକ୍ଷାକୁ ନେଇ ବିଜେପୁର ପୋଲିସ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ
ବିଜେପୁର /ସୁଶାନ୍ତ ସାହୁ : ମଣିଷ ଜୀବନ ମୂଲ୍ୟବାନ ଅଟେ।ତେଣୁ ଏହାର ସୁରକ୍ଷା ଆମ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ। ଜୀବନ ସୁରକ୍ଷିତ ରହିଲେ ଆମ ରାଊଓ ଜାତି ହସି ଉଠିବ। ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ସ୍ଥାନରେ ସଡକର ଆବଶ୍ୟକତା ରହିଛି। ସାମ୍ପ୍ରତିକ ଯୁଗରେ ବିଭିନ୍ନ…
ବେଲଗୁଣ୍ଠାରେ ଚଉଦତମ ବ୍ଳକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଚବିଶିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ଚଉଦତମ ବ୍ଳକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ର ବୋରୀ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ…
ବେଳାଭୂମି ସାହିତ୍ୟ ସଂସଦ ର ପାଞ୍ଚ ପ୍ରତିଭା ସମ୍ମାନିତ ।
ଅସ୍ତରଙ୍ଗ : ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ତରଫରୁ,ଓଡ଼ିଶା ସଂସ୍କୃତି ସମାଜ ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ କବି ସମ୍ମିଳନୀ ଓ ଆଲୋଚନା ଚକ୍ର ରେ ବେଳାଭୂମି ସାହିତ୍ୟ ସଂସଦ ଅସ୍ତରଙ୍ଗ ର ଛ ଜଣ କବି ଓ କବୟିତ୍ରୀ ଭାଗ ନେଇ ଫେରିଥିବା ଜଣା ପଡୁଛି । ସେମାନେ ହେଲେ, ହୃଦାନନ୍ଦ…
୨୩ ତମ ଗୋବର୍ଦ୍ଧନ ଭୋଇ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।
ପଦ୍ମପୁର : ପାଇକମାଲ ବ୍ଳକ୍ ବଇଦପାଳି ଠାରେ ରକ୍ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ୨୩ ତମ ଗୋବର୍ଦ୍ଧନ ଭୋଇ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ…
ଘର ହିଁ ବିଦ୍ୟାଳୟ ୧ମ ପର୍ଯ୍ୟାୟ ଅନୁଷ୍ଠିତ
ପଦ୍ମପୁର :- ତା-୧୬/୦୨ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗ ର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ୨ୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସମ୍ପାଦକ ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ…
ନୟାଗଡ଼ରେ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ।
ନୟାଗଡ଼(ବିଶ୍ୱଜିତ ନାୟକ) :- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସମ୍ପାଦକ ନୀଳାଦ୍ରି ଭୂଷଣ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ସମ୍ପାଦକ…
ଟିପିଏନଓଡିଏଲ୍ ଲୋକ ସମ୍ପର୍କ ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନ ସମ୍ମାନିତ
ଭୁବନେଶ୍ୱର : ଇଣ୍ଡସ ଭେଲି ଟାଇମ୍ସ ଓ ସେଣ୍ଟର ଫର୍ ସୋସିଓ ଇକୋନୋମିକ ଷ୍ଟଡିଜ୍ (ସିଏସଇଏସ) ପକ୍ଷରୁ ଆୟୋଜିତ ଭାଇବ୍ରାଣ୍ଟ ଓଡ଼ିଶା ସମ୍ମିଳନୀରେ ଟିପିଏନଓଡିଏଲ୍ ଲୋକ ସମ୍ପର୍କ ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉପ…
କଣାସ ଝାଡ଼ାବାନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଦୁର୍ଭାଗ୍ୟଜନକ: ବିଜେଡି
ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟା ୭ ଛୁଇଁଲା
ତଥ୍ୟ ଲୁଚାଇବାରେ ବ୍ୟସ୍ତ ସ୍ୱାସ୍ଥ୍ୟ ବିଭାଗ
ଉଚ୍ଚସ୍ତରୀୟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରନ୍ତୁ
ଭୁବନେଶ୍ୱର, ୧୬/୦୨/୨୦୨୫: କଣାସ ଝାଡ଼ାବାନ୍ତିରେ ଆଉ କେତେ ନିରୀହ ଜୀବନ ଗଲେ ଚେତିବେ ସରକାର ।…