Sign in
Sign in
Recover your password.
A password will be e-mailed to you.
“ସୁକୁନ୍ ଫାଉଣ୍ଡେସନ” ଓ “ଜୟ ଓଡ଼ିଶା”ର ସହଯୋଗରେ ଏକ ରକ୍ତଦାନ ଶିବିର
ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି, "ସୁକୁନ୍ ଫାଉଣ୍ଡେସନ", "ଜୟ ଓଡ଼ିଶା"ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଏହା ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲ, ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି । ଏହା "ଜୟ ଓଡ଼ିଶା"ର "ରକ୍ତଦାନ" ଅଭିଯାନ ର କ୍ରମ ଗତ…
ବାଉଁଶ ପୋଲ ହିଁ ସାହା ଭରସା, ୨ ବର୍ଷ ହେବ ତିଆରି ଚାଲିଛି ରାସ୍ତା ।
କେନ୍ଦୁଝର,ତା୧୮/୫- କେତେ ସରକାର ଗଲେଣି ତଥାପି ଅଭାବ ଅସୁବିଧା ଲାଗି ରହିଛି କେନ୍ଦୁଝର ଜିଲ୍ଲାରେ ପୋଲ ନଥିବାରୁ ଲୋକେ ବାଉଁଶ ପୋଲ ବ୍ୟବସ୍ଥାରେ ଚଳି ଯାଉଥିବା ଦେଖାଯାଇଛି। ସୂଚନା ମିଳିଛି କି ଘଟଗାଁ ବ୍ଲକ୍ ଅନ୍ତର୍ଗତ ପଣ୍ଡାପଡା ଗ୍ରାମ ପଞ୍ଚାୟତର କମାରଗୋଡା ଗ୍ରାମର ୧୦ ନଂ ୱାର୍ଡ,ବାଘୁଆ…
କଳିଙ୍ଗ ଆଇରନ ୱାର୍କ୍ସର ପ୍ରାକ୍ତନ କର୍ମଚାରୀ ଶଚୀନ୍ଦ୍ର ନାଥ ସାହୁଙ୍କ ବିୟୋଗ।
କେନ୍ଦୁଝର,ତା୧୮/୫- ଲୌହ ସହର ବଡ଼ବିଲର କଳିଙ୍ଗ ଆଇରନ ୱାର୍କ୍ସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଶଚୀନ୍ଦ୍ର ନାଥ ସାହୁ ଉପ ପରିଚାଳକ ପଦରୁ ଅବସର ନେଇଥିଲେ। କଳିଙ୍ଗ ଆଇରନ ୱାର୍କ୍ସ ଯେତେ ବେଳେ ଲାଭ କରି ଚାଲିଥିଲା ସେତେବେଳେ ଶ୍ରୀ ସାହୁଙ୍କ ପରି କିଛି ନିଷ୍ଠାପର କର୍ମଚାରୀ ସେଠାରେ…
ବିଶ୍ୱ ପାଳନ କଲା ୧୨ତମ ଆର୍ଟ ଅଫ୍ ଗିଭିଂ ଦିବସ
ଭୁବନେଶ୍ୱର, ୧୭ ।୫: ସମଗ୍ର ବିଶ୍ୱରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୨ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଛି । ଭାରତର…
“ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ, ଓବିସିଙ୍କୁ ଅଲଗା ୨୭% ଦିଆଯାଉ”
ସମ୍ବଲପୁର, ତା ୧୭ ମେ ୨୦୨୫ - ନିକଟ ଅତୀତରେ କେନ୍ଦ୍ର ସରକାର ଦେଶର ଜାତିଗତ ଜନଗଣନା କରିବାକୁ କେବିନେଟରେ ନିସ୍ପତି ନେଇଥିବାରୁ ରାଜ୍ୟ ଓବିସି ମଂଚ ଓଡିଶା ତରଫରୁ ସାଧୁବାଦ । ବିଳମ୍ବରେ ହେଲେ ହେଁ ଏହା ସ୍ୱାଗତ ଯୋଗ୍ୟ । ଯଥାଶିଘ୍ର ଜାତି ଜନଗଣନା କରାଇ ଶିକ୍ଷା(ସରକାରୀ ଓ ବେସରକାରୀ…
ଗାୟତ୍ରୀ ବିଦ୍ୟାମନ୍ଦିର ମାଶାବାରୀ, ମାଟ୍ରିକ ପରୀକ୍ଷାରେ ଏ(ୱାନ) ଶ୍ରେଣୀରେ ଉତିନ୍ନ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ
ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଦ୍ବାରା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ…
ବାଚସ୍ପତିଙ୍କ ଅଚାନକ ଆଦର୍ଶ ଥାନା ପରିଦର୍ଶନ
ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଥଦେଇ ଗ୍ରସ୍ତ କରିବା ସମୟରେ ମାନନୀୟା ବାଚସ୍ପତି ସୁରମା ପାଢୀ ଅଚାନକ ଭାବେ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଆଦର୍ଶ ଥାନା ପରିଦର୍ଶନ କରିଥିଲେ । ମାନନୀୟା ବାଚସ୍ପତି ନୟାଗଡ଼ - ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଦେଇ…
ବିନା ସୂଚନା ଫଳକରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ।।।
ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଶେଷ ପର୍ଯାୟରେ ।ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା…
ଜମି ଥାଇ ଭୂମିହୀନଙ୍କୁ ମିଳିନି ସରକାର ଦେଇଥିବା ଭୂମି
ବିଜେପୁର :-ବରଗଡ ଜିଲ୍ଲା ବିଜେପୁରର ସମୁଦାୟ ୩୦ ଜଣ ଭୂମିହୀନ ପରିବାରଙ୍କୁ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ୧୯୯୯ ମସିହାରୁ ୪ ଡିସମିଲ୍ ଲେଖାଏଁ ଜମି ସମୁଦାୟ ୩୦ ଜଣଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନ କରା ହୋଇଛି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସେମାନେ ବର୍ତ୍ତମାନ…
ନର କଙ୍କାଳ କୁ ନେଇ ଅଞ୍ଚଳ ରେ ଭୟ ର ଲହରୀ
ଅସ୍ତରଙ୍ଗ,୧୭/୫ : ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଅମୁହଣିଆ ପାଟଣା ରେ ପଡିଆ ମଝିରେ ଏକ ନର କଙ୍କାଳ କୁ କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ, ଏହାପରେ ଘଟଣା ସ୍ଥଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା, କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ କଙ୍କାଳ ରେ ଥିବା…