Sign in
Sign in
Recover your password.
A password will be e-mailed to you.
ସଂଯୁକ୍ତା ଦେବୀଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ।।
ପାଇକମାଲ,୧୮ ୵ ୫ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ଼ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ବିୟୋଗରେ ସମଗ୍ର ଅଞ୍ଚଲରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତା ସଂଯୁକ୍ତା ଦେବୀ ସମ୍ବଲପୁର ବିଶ୍ବ ବିଦ୍ୟାଳୟରୁ ବିଏସସି, ବିଇଡି…
ସମ୍ପତ୍ତି ଓ ଜମି ବାଡ଼ିକୁ ନେଇ ମଝିଆ ଭଉଣୀକୁ ହତ୍ୟା : ଭାଇ ଭଉଣୀ–କୋର୍ଟ ଚାଲାଣ-
ବାମରା,୧୮/୦୫/୨୫,(ଲିପନ ନାଏକ ) -ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ସ୍ୱାମୀ ପରିତ୍ୟକ୍ତ। ନିଜର ମଝିଆ ଭଉଣୀକୁ ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଥିଲେ । ଏହିଭଳି ଏକ ସମ୍ବେଦନଶୀଳ ତଥା ରକ୍ତର ସମ୍ପର୍କରେ ଦାଗ ଲଗାଇବା ଭଳି ଘଟଣା ସାମ୍ନାକୁ ଆସିଛି ବାମରା ବ୍ଲକ ସଦର…
ମହିଳାଙ୍କୁ ଟଣା ଓଟରା କରି ଯୁବକ ଗିରଫ
ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ଗୋଡ଼ିସାହିର ଅଭିଯୁକ୍ତ କାହ୍ନୁ ସାମଲ(୩୨) ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଅଭିଯୋଗରେ ଓଡ଼ଗାଁ ପୋଲିସ୍ ଶନିବାର କାହ୍ନୁକୁ ଗିରଫ କରିଥିବା ବେଳେ ରବିବାର କୋର୍ଟ ଚାଲାଣ କରିଛନ୍ତି । ନୟାଗଡ଼ ଜିଲ୍ଲା…
କୁରାଳ ଚଣ୍ଡିଛକ ଠାରୁ ଉଦ୍ଧାର ଆହତ କୁଟୁରାର ମୃତ୍ୟୁ
ଓଡ଼ଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୁରାଳ ଚଣ୍ଡିଛକ ନିକଟରୁ ଏକ ଆହତ କୁଟୁରାକୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିବା ବେଳେ ଚିକିତ୍ସା ଅବସ୍ଥାରେ କୁଟୁରାଟିର ମୃତୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରବିବାର ସକାଳେ ଶିକାରି ଭୟ ଅଥବା ଅତ୍ୟଧିକ…
କୋମଣ୍ଡ ଚୋରା ମାଙ୍କଡ଼ା ପଥର ଖଣିରେ ଅଚାନକ ଚଢ଼ାଉ
ମାଙ୍କଡା ବୋଝଇ ଟ୍ରାକ୍ଟର ମିନିଟ୍ରକ୍ ପାୱାର ଟ୍ରିଲର ସହିତ ବାଇକ ଜବତ
ଓଡଗାଁ,୧୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ମାଙ୍କଡା ପଥର ଖଣିରେ ଶନିବାର ବିଳମ୍ବିତ ରାତିରେ ଅଚାନକ ଚଢ଼ାଉ ବେଳେ ଓଡଗାଁ ପୋଲିସ ଓଡି ୨୫ଡି୨୮୫୬/୫୭ ଓ ଓଡି ୨୫୩୯୧୭/୧୮ ନମ୍ବର…
ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚତନତା କାର୍ଯ୍ୟକ୍ରମ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା ): ଆଜି ମେ ମାସ ୧୮ ତାରିଖ ରବିବାର ଦିନ ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ଭଞ୍ଜନଗରସ୍ତ ନିୟନ୍ତ୍ରଣ ବଜାର ସମ୍ମିଳନୀ କକ୍ଷ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ "ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା…
ହାପି ମୋମେଂଟ ଇଣ୍ଡିଆ ର ୧୩ ତମ ପ୍ରତିଷ୍ଠା ଦିବସ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ୧୩ ତମ ପ୍ରତିଷ୍ଠା ଦିବସ, ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ୱାବଧାନ ରେ ବଡ ଆଡମ୍ବର ସହିତ ବିଭିନ୍ନ ପ୍ରତିଯୋଗିତା, ଆଲୋଚନା ଚକ୍ର, ଓ ସମ୍ମାନ ସମାରୋହ ଆୟୋଜନ କରା…
ସରକାରୀ ଉଚ୍ଚ ବିଦ୍ୟାଳୟରୁ A1 ବର୍ଗରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର କୋଚିଂ ପ୍ରଦାନ ନିମନ୍ତେ ଅଭିଭାବକ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃ୍ଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି I ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟର ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷକ ତାଲିମ୍, ଶିକ୍ଷା ଦାନ ପ୍ରଣାଳୀ,ପରୀକ୍ଷା ପ୍ରଣାଳୀ ଆଦିରେ…
ମାଁ ବ୍ରାହ୍ମଣ ଦେବୀଙ୍କୁ ଦର୍ଶନ କଲେ ବାଚସ୍ପତି ସୁରମା ପାଢ଼ୀ ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଦ୍ଵିବାର୍ଷିକ ଯାତ୍ରା ଅବସରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମହୋଦୟା ମାଁ ବ୍ରାହ୍ମଣ ଦେବୀଙ୍କ ସିଂହବାହିନୀ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି…
ଧର୍ମପରାୟଣ ମହିଳାଙ୍କ ଏକାଦଶାହରେ ଯୋଗଦେଲେ ବାଚସ୍ପତି
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ଶନିବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପିନାଥ ସାହି ନିବାସୀ ଧର୍ମପରାୟଣ ମହିଳା ସ୍ଵର୍ଗତ ସରସ୍ଵତୀ ସ୍ଵାଇଁଙ୍କ ଏକାଦଶାହ ତିଥିରେ ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ସରସ୍ଵତୀ ବାଚସ୍ପତି ମହୋଦୟାଙ୍କ ଦୀର୍ଘ…