ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ।

3

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଦାସ  ଶନିବାର ଏକ ରାସ୍ତା କାମ ର ବିଲ୍ ପାସ୍ ନେଇ ଠିକାଦାର ଙ୍କ ଠୁ ଲାଞ୍ଚ ନେଇଥିଲେ ଦଶ ହଜାର ଟଙ୍କା। ଏହି ସମୟରେ ରେ ଆଗରୁ ଖବର ପାଇ ବାଲେଶ୍ଵର ଭଦ୍ରକ ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଙ୍କୁ ଧରି ଥିଲେ। ପରେ ତାଙ୍କ ଭଡ଼ା ଘର, ସରକାରୀ କାର୍ଯ୍ୟାଳୟ ସହ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରିଛି। ଅଶୋକ ଙ୍କୁ ଗିରଫ କରି ଭିଜିଲାନସ୍ ନେଇଯାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.