ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୮ /୩/୨୦୨୫: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଦେଢମାସ ବ୍ୟାପି ଲିଙ୍ଗଗତ ସମାନତା ପାଇଁ ଚାଲିଥବା ସଚେତନ କାର୍ଯ୍ୟକ୍ରମ ମଧ୍ୟରେ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ଯାଣ ବିଭାଗ ତରଫରୁ ମିସନ ଶକ୍ତି ସଭାଗୃହଠାରେ ଜିଲ୍ଲା ସ୍ତରୀୟ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ଵିତୀୟ କିସ୍ତି ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ…

ରାତି ଅଧରେ ୨ ଗୋଷ୍ଠୀ ହାତାହାତି, ଢେଲା ମାଡ଼ରେ ୪ ଆହତ

ଚିଲିକା:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଗୁଣ୍ଡୁରୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଅଧ ରାତିରେ ହାତାହାତି ହେଲେ ୨ ଗୋଷ୍ଠୀ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପରସ୍ପରର ଆକ୍ରମଣରେ ୪ରୁ ୫ ଜଣ ଆହତ ହୋଇଛନ୍ତି । ଉଭୟ ପକ୍ଷର ଆହତଙ୍କୁ ବାଲୁଗାଁ ମେଡିକାଲ୍‌ରେ ଭର୍ତ୍ତି…

ଜିଲ୍ଲା ପ୍ରଶାସନ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣର ନୂଆ ଆଇନ ୨୦୨୨ ଏବଂ କୁମାରୀ ମାତୃତ୍ଵ ହ୍ରାସ ଦିଗରେ ସଚେତନତା ସଭା…

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଜିିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ନୂଆ ଆଇନ ୨୦୨୨ ଏବଂ କୁମାରୀ ମାତୃତ୍ଵ ହ୍ରାସ ଦିଗରେ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି। ଆଜିକାର ଏହି ସଚେତନତା…

ଏହା ତୁମର ସମୟ, ତୁମର ମୁହୂର୍ତ୍ତ, ତୁମର ଓଡ଼ିଶା- ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନେ କହୁଛନ୍ତି ସୁଭଦ୍ରା ଯୋଜନାରେ ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଛନ୍ତି । ସେମାନେ କହିପାରିବେ କି, ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ୨୪ ବର୍ଷରେ ୨୪ ପଇସା…

ମାର୍ଚ୍ଚ ୧୨ ପରେ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଛୁଇଁପାରେ

ଭୁବନେଶ୍ୱର, ୮ ମାର୍ଚ୍ଚ : ହିମାଳୟ ଅଂଚଳରୁ ତୀବ୍ର ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ଗତ ୩ ଦିନ ଧରି ପତନ ଫଳରେ ଶୀତ ଦିନ ପରି ଅନୁଭୂତ ହୋଇଥିଲେ ମଧ୍ୟ ଆସନ୍ତା ୪ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ…

କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୮ ।୩: କିଟ୍‍ ଓ କିସରେ ଅନ୍ତର୍ଜାତୀୟ ମହିଳା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସର ଅଭିବୃଦ୍ଧିରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ…

୨୭ ଟଙ୍କା ରେ ମା ମାନେ ନିଜ ପରିବାର ପାଇଁ ଏକ ଲିଟର କ୍ଷୀର କିଣି ପାରିବେକି?: ନବୀନ ପଟନାୟକ

ଶଙ୍ଖ ଭବନ ରେ ବିଶ୍ୱ ମହିଳା ଦିବସ ପାଳିତ ମା ମାନଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ କାମ କରୁଛି. ପଂଚାୟତ୍ତିରାଜ ଦିବସ ତାରିଖ ବଦଳାଇ ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛି ମିଶନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ…

ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ: ସୋଆ ଉପସଭାପତି

ସୋଆ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଭୁବନେଶ୍ୱର , ୮ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର…

“ମହିଳାମାନଙ୍କୁ ସମାନ ଅଧିକାର ଏବଂ ସୁଯୋଗ ପ୍ରଦାନ କରିବା ଆମ ସମାଜର ଏକ ମୁଖ୍ୟ ଦାୟିତ୍ୱ” : ଜଷ୍ଟିସ…

https://youtu.be/zrKduNisBEA  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଟ୍ରଷ୍ଟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଜଷ୍ଟିସ କର୍ଣ୍ଣର ଟ୍ରଷ୍ଟ ପକ୍ଷରୁ ଏକ ବିଶେଷ ସମାରୋହ ଆୟୋଜନ କରାଯାଇଥିଲା।ଉକ୍ତ…