ପାଇକମାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାଇକମାଲ :- ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଇକମାଲ ବିଜୁ ଜନତାଦଳ ପକ୍ଷରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ତଥା ପଞ୍ଚାୟତି ରାଜ ଦିବସକୁ ସରକାରୀ ଛୁଟିରୂ ବାତିଲ କରିଥିବାରୁ ଧାରଣା ଦିଆଯାଇଥିଲା।ଏହି ମହତ୍ତ୍ୱପୂର୍ଣ୍ଣ ଧାରଣାକୁ ବିଜୁ ଜନତାଦଳର ଶତାଧିକ…

ଭିନ୍ନକ୍ଷମଙ୍କୁ ଚିହ୍ନଟ ପାଇଁ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ

ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି ହିତାଧିକାରୀ ୩୨୧ ଜଣଙ୍କୁ ମିଳିବ ଦିବ୍ୟାଙ୍ଗ ପ୍ରମାଣ ପତ୍ର ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ…

ଅନ୍ତର୍ଜାତୀୟ ମହିଳା ଦିବସ ଅବସର ରେ ସୁଭଦ୍ରା ଯୋଜନା ର ପଥପ୍ରାନ୍ତ ଉତ୍ସବ ଅନୁଷ୍ଠିତ।

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅନ୍ତର୍ଜାତୀୟ ମହିଳା ଦିବସ କୁ ଦୃଷ୍ଟି ରେ ରଖି ଗୁଣୁପୁର ବ୍ଲକ ପରିସର ରେ ଓଡିଶା ସରକାର ଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ସୁଭଦ୍ରା ଯୋଜନା ର ପଥପ୍ରାନ୍ତ ଉତ୍ସବ ସ୍ଥାନୀୟ ସମନ୍ୱିତ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି |…

ଖପ୍ରାଖୋଲ ପୋଲିସ ର ଚଡାଉ ୭୨ ଲିଟର ବିଦେଶୀ ମଦ ଜବତ, ଦୁଇ କୋର୍ଟ ଚାଲାଣ

ଖପ୍ରାଖୋଲ ୭/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଗୁରୁବାର ମଧ୍ୟାହ୍ନ ରେ ପେଟ୍ରୋଲିଙ୍ଗ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ଗମ୍ଭାରୀ ଛକ ଠାରେ ତନଖି ବେଳେ ଏକ ମୋଟର ସାଇକେଲ ରେ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଜବତ କରିଥିଲେ।ତନଖି ବେଳେ ୭୨ ଲିଟର ବିଦେଶୀ ମଦ…

ଖପ୍ରାଖୋଲ ରେ ସୁଶାସନ ସମ୍ପର୍କିତ ତାଲିମ ଶିବିର

ଖପ୍ରାଖୋଲ ୭/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ନିରନ୍ତର ବିକାଶ ଲକ୍ଷ କୁ ନେଇ ବିଷୟ ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ରେ ସୁଶାସନ ସମ୍ପର୍କିତ ପଂଚାୟତ ପ୍ରତିନିଧି ଙ୍କ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମ୍ ଶିବିର…

ସୁଭଦ୍ରା ଯୋଜନା ଅଧିନରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ

ରାୟଗଡ:-ତା. ୭/୦୩-ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଘରେ ଘରେ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ସମାଜ ମଙ୍ଗଳ…

ବାଲ୍ୟ ବିବାହ ରୋକିବାକୁ ନୂଆ ପଦକ୍ଷେପ : ପୋଲିସ ଓ ବାଲ୍ୟବିବାହ ନିଷେଧ ଅଧିକାରୀ ଙ୍କର ସମ୍ମନୟ ବୈଠକ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୦୭ / ୦୩/ ୨୦୨୫: ଜିଲ୍ଲାରେ ବାଲ୍ୟବିବାହ କୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ପୋଲିସ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଙ୍କର ସମ୍ମନୟ ବୈଠକ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

କେନାଲ୍ ରୁ ମହିଳାଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହରେ ସ୍ୱାମୀ ଓ ଶ୍ୱଶୁର ଗିରଫ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ନିକଟସ୍ଥ ଏକ କେନାଲ୍ ରୁ ବେଲଗୁଣ୍ଠା ପୋଲିସ୍ ଜଣେ ବିବାହିତ ମହିଳାଙ୍କ ଶବ ଉଦ୍ଧାର କରିବା ସହିତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ଵଶୁରଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I…

ସୁଭଦ୍ରା ଯୋଜନାର ସଚେତନତା ପଦଯାତ୍ରା ଆୟୋଜିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୭.୦୩.୨୦୨୫ – ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୂତନ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ନେଇ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ଏକ କୋଟିରୁ…

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାର ଉଦଘାଟିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୭.୦୩.୨୦୨୫ - କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟନା ଟାଉନ୍ ଥାନା ର ନବନିର୍ମିତ ଥାନା ଗୃହ ଆଜି ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ ହୋଇଯାଇଛି । ରାଜ୍ୟର ରାଜଧାନୀ…