ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ରଥର ଶୁଭ ଉଦଘାଟନ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସନ): ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ଠାରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ସଚେତନତା…

ଶହୀଦ ଦିବସ ଅବସରରେ ହେବାକୁ ଥିବା “ରକ୍ତଦାନ ଶିବିର” ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାର୍ଚ୍ଚ ମାସ ୨୩ ତାରିଖରେ ଶହୀଦ ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିର ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ "ନିଫା" , ଗଜପତିର ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସମସ୍ୟାର ସମାଧାନ ଦିଗରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସମସ୍ୟାର ସମାଧାନ ଦିଗରେ…

ଅଯୋଧ୍ୟା-ବାରଣାସୀ ଅଭିମୁଖେ ଗଜପତିରୁ ୭୨ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଅଧ୍ୟକ୍ଷା , ପାରଳା…

ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା ଆୟୋଜନ ପାଇଁ ରାଜଧାନୀରେ ମେଳି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଦାବିପତ୍ର

ଭୁବନେଶ୍ୱର, ୦୭/୦୩/୨୦୨୪ : ଲାଞ୍ଜିଗଡ଼ ବକ୍ସାଇଟ୍ ଖଣି ପାଇଁ ତୁରନ୍ତ ଏକ ଗ୍ରାମସଭା ଆୟୋଜନ କରିବାକୁ ଆଦିବାସୀ ଗୋଷ୍ଠୀ ଏବଂ କଳାହାଣ୍ଡି ବାସିନ୍ଦା ଆଜି ରାଜଧାନୀରେ ଶୋଭାଯାତ୍ରା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସେମାନଙ୍କ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ…

ଲୋକପ୍ରିୟ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ସ୍ୱର୍ଗତ ଉତ୍ତମ ମହାନ୍ତି ଓଡ଼ିଆ ଜନମାନସରେ ଚିର ଅମର ହୋଇ ରହିବେ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭୁବନେଶ୍ୱର, ମାର୍ଚ୍ଚ ୦୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର…

ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ ମାହାଙ୍ଗା ବିଧାୟକ ସାରଦାଙ୍କୁ ଗିରଫ କରାଯାଉ: ବିଜେଡି

 ଅଭିଯୁକ୍ତମାନେ ବିଧାୟକ ସାରଦା ପ୍ରଧାନଙ୍କ ଘନିଷ୍ଠ ସହଯୋଗୀ  ଲଜ୍ଜାଜନକ ଘଟଣା ଘଟାଇ କୁମ୍ଭୀରକାନ୍ଦଣା କାନ୍ଦୁଛି ବିଜେପି  ବିଜୁ ବାବୁଙ୍କ ନାମକୁ ଲିଭାଇଦେବାକୁ ଅପପ୍ରୟାସ କରୁଛି ବିଜେପି ଭୁବନେଶ୍ୱର, ୦୬/୦୩/୨୦୨୫: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ…

ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ 54 ତମ ଜାତୀୟ ସୁରକ୍ଷା ସପ୍ତାହଏବଂ’ଲାଇନମେନ୍ ଡେ’ ପାଳିତ

ବୁର୍ଲା : କର୍ମକ୍ଷେତ୍ରରେ ନିରାପଦ ପରିବେଶ ଓ ସମସ୍ତ ପ୍ରକାର ଦୁର୍ଘଟଣା ପ୍ରସଙ୍ଗରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରତିଥର ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ 4 ତାରିଖରୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ 54 ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି । ଚଳିତ ବର୍ଷ…

କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ଜିଲ୍ଲା ଭାଜପା ପକ୍ଷରୁ ବୁଦ୍ଧିଜୀବି ସମ୍ମିଳନୀ।

କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ବିଜେପି ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟର ବଜେଟ ଉପରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଆହ୍ବାନ କରାଯାଇଥିଲା। ସ୍ଥାନୀୟ ନଗରଭବନ ଠାରେ ଅପରାହ୍ନ ୪ ଟା ଏବେ ଏହା ଆରମ୍ଭ ହୋଇଥିଲା। ଏଥର ଡବଲ ଇଞ୍ଜିନ ସରକାର ବଜେଟ ଲାଗି ଦଳ ପକ୍ଷରୁ ପ୍ରବଳ ଆଗ୍ରହ ପରିଲକ୍ଷିତ…

ଜିଲ୍ଲା ବିଜେଡ଼ି ପକ୍ଷରୁ ବିଜୁ ଜୟନ୍ତୀ ପାଳନ ଓ ପ୍ରତିବାଦ ଧାରଣା।

କେନ୍ଦୁଝର,ତା୬/୩-  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ୧୯୯୩ ମସିହାରୁ ପାଳନ କରାଯାଉଛି। ବିଜୁ ବାବୁ ଶ୍ରମିକଙ୍କୁ ୨୫ ଟଙ୍କା ମଜୁରୀ ମହିଳାଙ୍କୁ ପଞ୍ଚାୟତ ସ୍ତରରେ ନିର୍ବାଚନ ଲଢ଼ିବାକୁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଗ୍ରାମ ପଞ୍ଚାୟତର…