Sign in
Sign in
Recover your password.
A password will be e-mailed to you.
ନୂଆପଡାରେ ସିଆରପିଏଫ ୨୧୬ ବାଟାଲିଅନ ତରଫରୁ ସୁନାବେଡା ଅଭୟାରଣ୍ୟରେ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ( ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଜାମଗାଓଁ ଓ ଭାଓସିଲ ଠାରେ ଗତକାଲି ନୂଆପଡା ସିଆରପିଏଫ ୨୧୬ ବାଟାଲିୟନ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇ ଥିବା ବେଳେ ଆଜି ସୁନାବେଡା, ଢେକୁନପାନୀ ଓ ଧାତୁନାମା…
ଅଠରତମ ଶ୍ରୀରାମ ନବମୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ।
ବାଲେଶ୍ୱର, ସିମୁଳିଆ, ମଇତାପୁର-ରୁଦ୍ରାଶ୍ରମ ଗୋଶାଳା ରାମନବମୀ କୁ ନେଇ ହୋଇଛି ଉତ୍ସବ ମୁଖର। ଦୀର୍ଘ ଅଠର ବର୍ଷ ଧରି ମଠାଧୀଶ ରାମଚନ୍ଦ୍ର ରାମାନୁଜ ଙ୍କ ତତ୍ୱାବଧାନ ରେ ଏହା ସାର୍ବଜନୀନ ହୋଇ ଥିବା ବେଳେ ବହୁ ଭକ୍ତ ଦୀର୍ଘ ନ ଦିନ ବ୍ୟାପି ଏହି ଗୋଶାଳା ରେ ଭିଡ଼ ଲାଗି ଥିବାର ଦେଖାଯାଏ।ନ ଦିନ…
ମହତ୍ତ୍ୱପୂର୍ଣ୍ଣ ଟ୍ରାନ୍ସଫର୍ମର ଉନ୍ନତିକରଣ ସହ ବିଦ୍ୟୁତ୍ ଭିତ୍ତିଭୂମି ବିକାଶକୁ ଟିପିସିଓଡିଏଲର ଗୁରୁତ୍ୱ
ଭୁବନେଶ୍ୱର: ବିଦ୍ୟୁତ୍ ଭିତ୍ତିଭୂମି ବିକାଶ କରି ଲୋକଙ୍କ ପାଇଁ ଉନ୍ନତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହିନ୍ଦୋଳ ରୋଡ୍ ପ୍ରାଇମେରି ସବ୍ସ୍ଟେସନରେ ୫ ଏମଭିଏ ଟ୍ରାନ୍ସଫର୍ମରକୁ ବଦଳାଇ ୮ ଏମଭିଏ କ୍ଷମତାର ଏକ ନୂଆ…
୩୧ତମ ବାର୍ଷିକ ଉତ୍ସବ ପାଳନ କଲା ଶ୍ରୀରାମ ଯୁବ ଏକତା ମୁଣ୍ଡଗାଁ
କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ତା ୭/୪/୨୫ ରାୟଗଡାଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଗାଁ ଶ୍ରୀରାମ ଯୁବ ଏକତା ରେ ପ୍ରତି ବର୍ଷ ପରି ଭଳି ଚଳିତ ବର୍ଷ ରେ ମଧ୍ୟ ଧୁମଦାମ ମହା ଅଲମ୍ଭ ରେ ଶ୍ରୀରାମ ନଭମୀ ପୂଜା ଓ ଯୁବ ଏକତା ର ବାର୍ଷିକ ଉତ୍ସବ ପାଳନ…
ତାଲପଦର ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଖଗେଶ୍ବର ମଣ୍ଡପ ଠାରେ ସମ୍ବାଦ ଆମ ଓଡ଼ିଶା ଓ ଏସିସି ସିମେଣ୍ଟ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଦୁଇଜଣ ମହିଳା ସମେତ ସ୍ଵେଚ୍ଛାକୃତ ଭାବରେ ୨୦ ଜଣ ରକ୍ତଦାନ କରିଛନ୍ତି । ରକ୍ତଦାତା ମାନେ…
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାୟଗଡ ତା: ୦୭.୦୪.୨୦୨୫ରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ “କଳିକା” ର ଉଦ୍ଘାଟନ
https://youtu.be/G0tsgSvBN0g
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳାଙ୍କ ଶିଶୁ (୦-୩ ବର୍ଷ) ମାନଙ୍କର କାର୍ଯ୍ୟରତ ସମୟରେ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ ଉଦ୍ଧିଷ୍ଟ “କଳିକା” କୁ ଜିଲ୍ଲାପାଳ ଶ୍ରୀଯୁକ୍ତ…
ମୁଖ୍ୟମନ୍ତ୍ରୀ ଚମ୍ପିୟନ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଆରମ୍ଭ
ରାୟଗଡ:-ତା. ୬/୦୪/୨୦୨୫-ରାୟଗଡ ଜିଲ୍ଲାସ୍ଥରୀୟ ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ଆଜି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁଭାରମ୍ଭ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ଉଦଘାଟନ କରିଥିଲେ l…
ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ଉତ୍ସବ ଅନୁଷ୍ଠିତ
https://youtu.be/1EjMs_QCcCw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ପ୍ରାଥମିକ ବିଦ୍ୟାଳୟ କୁନି କୁନି ପିଲାମାନଙ୍କୁ ମଧୁସୂଦନ ରାଓ ଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ପୁନଃ…