୭୮ତମ ପରିଚାଳକ ନିକାୟ ତଥା ୭୧ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ ଆଜି (ବୁଧବାର) ୭୮ତମ ପରିଚାଳକ ନିକାୟ ତଥା ୭୧ତମ ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ…

ବେଆଇନ ପଥର ଫୁଟା ବେଳେ ଓଡ଼ଗାଁ ପୋଲିସ ଦ୍ବାରା କମ୍ପ୍ରେସର ଜବତ, ୩ ଜଣ ଗିରଫ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଙ୍ଗ ବେଳେ ଖବର ପାଇ ଆଇଆଇସି ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ପୋଲିସ ବେଆଇନ ପଥର ଫୁଟା ଉଦ୍ୟମ ବେଳେ ଟ୍ରାକ୍ଟର ସହିତ କମ୍ପ୍ରେସର ଜବତ କରିଛନ୍ତି।ଏବଂ ୩ଜଣଙ୍କୁ ଗିରଫ…

ପାଣ୍ଡିଆନଙ୍କୁ କ୍ଲିନ ଚିଟ, ଅସନ୍ତୁଷ୍ଟଙ୍କୁ ନାଲି ଆଖି

ପ୍ରଭାତ ତ୍ରିପାଠୀ ବିଜେଡ଼ିର ସଦସ୍ୟ ନୁହନ୍ତି : ନବୀନ ଭୁବନେଶ୍ୱର : ନିର୍ବାଚନ ପରାଜୟ ପରେ ଦଳର ନିର୍ବାଚନ ମଙ୍ଗ ଧରିଥିବା ଭି କେ ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲାପରି ୱାକଫ ପ୍ରସଙ୍ଗରେ ପାଣ୍ଡିଆଙ୍କ ଆଡକୁ ଉଠିଥିବା ଆଙ୍ଗୁଳି ପରିପ୍ରେକ୍ଷୀରେ ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା…

୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ…

UCCIL ସମ୍ମିଳନୀ ହଲରେ “ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ” ଉପରେ କେନ୍ଦ୍ରିତ କର୍ମଶାଳା।

ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (UCCIL), ଭୁବନେଶ୍ୱର ବିଜନେସ୍ ଷ୍ଟାଣ୍ଡାର୍ଡ ସହିତ ମିଳିତ ଭାବରେ ୦୮-ଏପ୍ରିଲ-୨୦୨୫, ମଙ୍ଗଳବାର, ସନ୍ଧ୍ୟା ୪:୦୦ ରୁ ସନ୍ଧ୍ୟା ୭:୦୦ ପର୍ଯ୍ୟନ୍ତ UCCIL ସମ୍ମିଳନୀ ହଲରେ "ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ" ଉପରେ…

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ…

ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।…

ବେଦାନ୍ତ ଆଲୁମିନିୟମର ‘‘ପ୍ରକଳ୍ପ ବିଦ୍ୟା’’ ଏବଂ ‘‘ପ୍ରକଳ୍ପ ନିର୍ମଳ’’ ଜୀବନକୁ ରୂପାନ୍ତରିତ କରିଛି

ଗୁଣାତ୍ମକ ଶିକ୍ଷା, ପାନୀୟ ଜଳ ଏବଂ ଉନ୍ନତ ପରିମଳ ବ୍ୟବସ୍ଥା ଯୋଗାଣ ଭୁବନେଶ୍ୱର, ୦୮/୦୪/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିର ଏବଂ କୁରାଲୋଇ ଅଞ୍ଚଳରେ ଶିକ୍ଷା, ଜଳ ଯୋଗାଣ ଏବଂ ପରିମଳ ପଦକ୍ଷେପ ମାଧ୍ୟମରେ…

ବାଣପୁର: ସାହିତ୍ୟସିନ୍ଦୁରାର “ବର୍ଣ୍ଣବୋଧ” ଦିବସ ପାଳନ

ବାଣପୁର:(ସେକ କୌସର):ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜିଥିଲା “ବର୍ଣ୍ଣବୋଧ” ଦିବସ। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ବାଣପୁରର ସାହିତ୍ୟସିନ୍ଦୁରା ଅନୁଷ୍ଠାନ ତରଫରୁ ବିଧାରପୁରର ପରୀଡ଼ା ପାଠଗାର ପରିସରରେ ଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ନିମନ୍ତ୍ରଣ କ୍ରମେ ମହାସମାରୋହ…

ଓଡିଶା ମାଧ୍ଯମିକ ସ୍କୁଲ ସଂଗଠନ ଜିଲ୍ଲା ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ

ବରପାଲି:-ବରପାଲି ଜଗବନ୍ଧୁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ଯମିକ ସ୍କୁଲ ସଂଗଠନ (ଓଷ୍ଟା)ର ପଞ୍ଚମ ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ନନ୍ଦଲାଲ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁର୍ବାହ୍ନରେ…

୧୫ ବର୍ଷ ରୁ କମ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଦ୍ଵିତୀୟ ଦିବସ ଖେଳ ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଦ୍ଵିତୀୟ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା,…