ବେଲଗୁଣ୍ଠା, ୧୩/୧୦,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି 2026’ଅନୁଷ୍ଠିତ ହୋଇଯାଇଛି!ଚଳିତ ବର୍ଷର ବିଷୟବସ୍ତୁ ‘ସମୃଦ୍ଧ ଭାଷା ସମୃଦ୍ଧ ଓଡିଶା ‘ଆଧାରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହତ୍ୱ ସହ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆ ଯାଇଥିଲା!ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଧାନଶିକ୍ଷୟତ୍ରୀ ଅଳକା ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସବିତା ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସନମାନିତ ଅତିଥି ଭାବେ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ଓ ଖୁକୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭଗବାନ ସ୍ୱାଇଁ, ସିଆରସିସିରଂଜିତା ପାତ୍ର, ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ସିଆରସିସି ବାଳକୃଷ୍ଣ ସାବତ, ତଥା ନାହାଡା ପ୍ରଧାନ ଶିକ୍ଷକ ବଂଶୀଧର ପରିଡା,ଜୟରାମ ବେହେରା ବାଙ୍ଗରଡ଼ା, ରାଜେନ୍ଦ୍ର ପ୍ରଧାନ କେନ୍ଦୁପଦର ଓ କେଶରପଲ୍ଲୀ ରିତା ବେହେରା, ବସନ୍ତ ପାତ୍ର, ସଭାପତି ନୃସିଂହ ଜେନା ପ୍ରମୁଖ ମଂଚାସୀନ ରହି ପିଲା ମାନଙ୍କୁ ଉଦବୋଧନ ଦେଇଥିଲେ!କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ସମୃଦ୍ଧ ଭାଷା ସମୃଦ୍ଧ ଓଡ଼ିଶା ବିଷୟକୁ ନେଇ ବିଭିନ୍ନ ପ୍ରତି ଯୋଗିତା ଆୟୋଜିତ ହେଇଥିଲା!ଶିକ୍ଷକ କାଳୁ ଚରଣ ଖଣ୍ଡୁଆଳ ମଞ୍ଚ ପରିଚାଳନା କରିଥିଲେ!ଶିକ୍ଷକ ପ୍ରଭାକର ବିଷୋୟୀ ମନୋଜ ତ୍ରିପାଠୀ, ଗୀତାଞ୍ଜଳି ଦାସ, ପୁଷ୍ପାଞ୍ଜଳୀ ବେହେରା, ମେଘନାଦ ଦଳବେହେରା, ଅଶୋକ କୁମାର ଜେନା, ପ୍ରିୟଙ୍କା ପଣ୍ଡା, ଯାଜ୍ଞସେନୀ ପ୍ରଧାନ ସଂଗୀତା ମଞ୍ଜରୀ ଶତପଥୀ, ବନ୍ଦନା ମହାରଣା ସଂଗୀତା ପ୍ରଧାନ, ଦିଗାମ୍ବର ପ୍ରଧାନ,ବସୁପ୍ରଦ ତ୍ରିପାଠୀ,ଅନ୍ୟାନ୍ୟ ସବୁ ଶିକ୍ଷକ ଶିକ୍ଷୟତ୍ରୀ ସୁରଭି କାର୍ଯ୍ୟ କ୍ରମ ରେ ବିଚାରକ ଭାବେ ଯୋଗ ଦେଇ ଥିଲେ!ପରିଶେଷରେ ପ୍ରଭାକର ବିଷୋୟୀ ଧନ୍ୟବାଦ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.