ମରିବୁ ପଛେ ଇସ୍ପାତ କାରଖାନା ଲାଗି ଭିଟାମାଟି ଛାଡିବୁନି।

ଶହ ଶହ ଲୋକ ସରକାରୀ ଜମିରୁ ଉଚ୍ଛେଦ ନୋଟିସ ପାଇ ପ୍ରତିବାଦ କଲେ।  କେନ୍ଦୁଝର,(ଦିଲ୍ଲୀପ ସାହୁ ) ତା୧୭/୪- ପାଟଣା ଅଞ୍ଚଳରେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଶୁଣିବାକୁ ମିଳୁ ଥିବା ବେଳେ ପୁଣି ପ୍ରତିବାଦର ସ୍ବର ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରୀ ଜମିରୁ ଉଚ୍ଛେଦ ନୋଟିସ ପାଇ ଲୋକେ…

ବିକାଶର ବିକଳ ଚିତ୍ର : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ପୁଣି ବୋହା ହେଲେ ରୋଗୀ।

ରାସ୍ତା ନଥିବାରୁ ଦୀର୍ଘ ୨କିଲୋମିଟର ବୋହା ହୋଇ ଆମ୍ବୁଲାନ୍ସରେ ଗଲେ।              କେନ୍ଦୁଝର(ଦିଲ୍ଲୀପ ସାହୁ ),ତା୧୭/୪- କେନ୍ଦୁଝର ଜିଲ୍ଲା ଖଣି ଖାଦାନ ଏବଂ କାଗଜପତ୍ରରେ ସବୁ ବେଳେ ଧନୀ କୁହାଯାଏ ହେଲେ ବାସ୍ତବରେ ଅଲଗା ଯାହାକୁ ଲୁଚାଇ ଦିଆଯାଏ ବୋଲି ବାରମ୍ବାର ଅଭିଯୋଗ ଆସେ। ତେବେ ଏହାର…

ନକଲି ସିମ୍ କାର୍ଡ ବିକି ୩ ଗିରଫ ହେଲେ

କେନ୍ଦୁଝର(ଦିଲ୍ଲୀପ ସାହୁ),ତା୧୭/୪- ନକଲି ସିମ୍ କାର୍ଡ ବିଦେଶୀ ଆତଙ୍କବାଦୀ ଅପରାଧୀ ବ୍ୟବହାର କରୁଥିବା ଅଭିଯୋଗ ହୁଏ,ତେବେ ସେମାନଙ୍କୁ ଏହା ଦେଉଛି କିଏ ବୋଲି ପୁଣି ପ୍ରଶ୍ନ ଆସେ। ତେବେ ଏହିପରି ନକଲି ସିମ୍ କାର୍ଡ ତିଆରି କରି ବିକ୍ରୀ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୩ଜଣ ଗିରଫ ହୋଇ…

ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି

ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମା’ରମାଦେବୀ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର,୧୭ା୪: ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ମାରକୀ ବକ୍ତୃତାମାଳାମାନ ଅନୁଷ୍ଠିତ ହେଉଛି ।ଏଯାବତ୍‍ ବିଶ୍ୱବିଦ୍ୟାଳୟ ପରିସରରେ ମା’ରମାଦେବୀଙ୍କ ଉପରେ ୪ଟି ବକ୍ତୃତା ଅନୁଷ୍ଠିତ…

କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

 ଭୁବନେଶ୍ଵର ତା. ୧୬.୪- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରଫଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ ସରଫଚ, ପୂର୍ବତନ ସରପଂଚ ପ୍ରମୁଖ ବହୁ…

ମୋଦୀ ଓ ଶାହାଙ୍କ ମନମୁଖ୍ୟ କାର୍ଯ୍ୟକଳାପକୁ ନେଇ ଇ.ଡ଼ି କାର୍ଯ୍ୟାଳୟକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର, ତା. ୧୬.୦୪ ରିଖ : ମୋଦୀ ସରକାର ଅନ୍ୟାୟ ଭାବରେ “ ନ୍ୟାସନାଲ ହେରାଲ୍ହ” ସମ୍ବାଦ ପତ୍ରର ସମ୍ପଭିକୁ ଜବତ ଏବଂ କଂଗ୍ରେସ ଦଳର ନେତୃବର୍ଗଙ୍କ ବିରୁଦ୍ଧରେ ମନମୁଖୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ସମସ୍ତ ଜିଲ୍ଲା…

ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠାତାଙ୍କୁ ଭୁଲିଗଲେ ଓଡିଶା ସରକାର

ରାଜଧାନୀ ପ୍ରତିଷ୍ଠା ଦିବସରେ ରାଜଧାନୀରେ ଭିତିପ୍ରସ୍ତର ସ୍ଥାପନ କରିଥିବା ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସମ୍ମାନ ଜଣାଇବାକୁ ଭୁଲିଗଲା ଏ ସରକାର ଭୁବନେଶ୍ୱର, ତା. ୧୬.୪ ରିଖ : ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ସ୍ଥିର ହେବା ପରେ ଏହାର ଭିତିପ୍ରସ୍ତର ସ୍ଥାପନ ପ୍ରଥମ ପ୍ରଧାନମନ୍ତ୍ରୀ…

କୋଭିଡ ପରେ ଜଳବାୟୁ ପରିବର୍ତନ ମାନବ ସମାଜ ପାଇଁ ସବୁଠାରୁ ବଡ଼ ସଙ୍କଟ: ପ୍ରଫେସର ମହାନ୍ତି

ଭୁବନେଶ୍ୱର, ଏପ୍ରିଲ ୧୫: କୋଭିଡର ବିଭୀଷିକା ପରେ ଜଳବାୟୁ ପରିବର୍ତନ ହିଁ ମାନବ ସମାଜ ନିମନ୍ତେ ସବୁଠାରୁ ବଡ଼ ସଙ୍କଟ । ଏଥିପାଇଁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ପରିବେଶ ବିଜ୍ଞାନୀ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର…

କବ୍ ଓ ବୁଲବୁଲ ରାଜ୍ୟ ପୁରସ୍କାର ପରୀକ୍ଷା ୨୦୨୪

ଓଡ଼ଗାଁ,୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ ପରାମର୍ଶ କ୍ରମେ କବ୍ ବୁଲବୁଲ ରାଜ୍ୟ ପୁରସ୍କାର ପରୀକ୍ଷା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଯୋଜକ ରବିନ୍ଦ୍ର କୁମାର ନାୟକଙ୍କ…