Sign in
Sign in
Recover your password.
A password will be e-mailed to you.
ସୋହେଲା ଠାରୁ ସୋନପୁର ରାସ୍ତା,ଚାରି ଥାକିଆ ରାସ୍ତା ପାଇଁ ମଞ୍ଜୁରୀ ମିଳିଲା
ସୋହେଲା :-ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀମାନ ସୁରେଶ୍ବର ଶତପଥୀଙ୍କ ସଂଘର୍ଷ ମୟ ଯାତ୍ରା ସକାଶେ ସୋହେଲା ରୁ ବରପାଲି ଭାୟା ଦେଇ ସୋନପୁରକୁ ଯାଇଥିବା ୮୦…
ଓଡ଼ିଶାର ଆଦିବାସୀ କଳା ଐତିହ୍ୟକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ
ଭବାନୀପାଟଣାରେ ପାଳନ କଲା ବିଶ୍ୱ କଳା ଦିବସ
ଭବାନୀପାଟଣା, ୨୦/୦୪/୨୦୨୫: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭବାନୀପାଟଣାର ଥୁଆମୂଳ ରାମପୁରସ୍ଥିତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ସମୃଦ୍ଧ କଳାତ୍ମକ…
ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ଆଉ ଏକ ବାଟାଲିଅନ ଗଠନକୁ ମଞ୍ଜୁରୀ: ୧୦୪୦ ନୂତନ ପଦବୀ ସୃଷ୍ଟି
ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି।
ସୂଚନାଯୋଗ୍ୟ…
ନୂତନ ରାସନ କାର୍ଡ଼ପାଇଁ ଇ-କେୱାଇସି ଯାଞ୍ଚ ଜରୁରୀ
ବିଜେପୁର :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥୁବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧୂକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ପରିବାରର ସମସ୍ତ ସଦସ୍ୟଙ୍କ…
ସଂସ୍କୃତ ପଣ୍ଡିତ ସ୍ବର୍ଗତ ମହେଶ୍ବର ଦାଶଙ୍କ ସ୍ମୃତିସଭା
ପୁରୀ,୧୯/୪-ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମର ପ୍ରଥମ ଖଣ୍ଡି ଗୋପୀନାଥ ମନ୍ଦିର ନିକଟସ୍ଥ ବିଶିଷ୍ଟ ପଣ୍ଡିତ ସ୍ବର୍ଗତ ମହେଶ୍ବର ଦାଶଙ୍କ ଦଶାହ ଦିନ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ପିତା ସ୍ବର୍ଗତ…
ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫
କୋକ୍ରାଝର: ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଆସାମର କୋକ୍ରାଝରଠାରେ ଗୁରୁଦେବ କାଳୀଚରଣ ବ୍ରହ୍ମା ଟ୍ରଷ୍ଟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ…
ଜେଇଇ ମେନରେ କିସର ୧୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ଭୁବନେଶ୍ୱର, ୧୯ ।୪: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିସର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଛାତ୍ରୀ ଥିବା ବେଳେ ୫ଜଣ ଛାତ୍ର ରହିଛନ୍ତି । ଏମାନେ ଜେଇଇ ଆଡଭାନସ ପାଇଁ…
ଜୋଗିଘୋପା ଏମଏମଏଲପି ପରିଦର୍ଶନ କଲେ ଭୂଟାନ ରାଜା: ପ୍ରସ୍ତୁତିକୁ ମହାମାନ୍ୟ ରାଜାଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଭୁଟାନର ମହାମହିମ ରାଜା ଆଜି ସକାଳେ ଜୋଗିଘୋପା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ (ଏମଏମଏଲପି) ପରିଦର୍ଶନ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ମଡେଲ ପ୍ରଦର୍ଶନ ଏବଂ ଉପସ୍ଥାପନା ମାଧ୍ୟମରେ ପ୍ରକଳ୍ପ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଏହି ଗସ୍ତ ସମୟରେ ହୋଇଥିବା ପ୍ରସ୍ତୁତିକୁ…
ଓଡ଼ିଆ ସପ୍ତାହ ପାଳିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ଓଡ଼ିଆ ଭାଷା ଓ ଲିପିର ସମୃଦ୍ଧି ତଥା ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରିକ କାର୍ଯ୍ୟ ସମ୍ପାଦନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଓଡ଼ିଆ ସପ୍ତାହ ପାଳିତ ହୋଇଯାଇଛି । ଏହି…
ଡାକ୍ତରଖାନା ୱାର୍ଡ଼ରେ ଚାଲିଛି ବାର୍ଥଡ଼େ ପାଟି, ରୋଗୀ ସେବା….
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ରୁଗୀ ସେବା ବଦଳରେ ଚାଲିଛି ବାର୍ଥଡେ ପାଟି l ରୋଗୀ ସେବା ବଦଳ ରେ ଚାଲିଛି ମୋଜ ମଜଲିସ୍ l ୱାର୍ଡ଼ ରେ ଚାଲିଛି ଜନ୍ମ ଦିନ ପାଟି l ହସ୍ପିଟାଲ ୱାର୍ଡ଼ ରେ ବେଲୁନ୍ ରେ…