Sign in
Sign in
Recover your password.
A password will be e-mailed to you.
ଯୁବ ମୋର୍ଚ୍ଚା ପକ୍ଷରୁ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ସହରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା। ୧୯୩୭ ମସିହାରେ ଆରମ୍ଭ ହୋଇଥିବା ନ୍ୟାସନାଲ…
ଡ. ବିଧୂତ ଶେଖର ମିଶ୍ରଙ୍କ କବିତା ସଙ୍କଳନ ମନମୁକୁର ଲୋକାର୍ପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ , ପାରଳାଖେମୁଣ୍ଡି ଆନୁକୁଲ୍ୟେ ଡ. ବିଧୂତ ଶେଖର ମିଶ୍ରଙ୍କ କବିତା ସଙ୍କଳନ ମନମୁକୁର ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି। କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ…
କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଈଁ ଭୂମି ପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ ।
କନ୍ଧମାଳ: ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ ହେବାକୁ ଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ପାଈଁ ଭୂମିପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ମେଳାରେ ୧୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବାଣିଜ୍ୟିକ ଷ୍ଟଲ,…
କଳିଙ୍ଗରେ ଆରମ୍ଭ ହେଲା କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ବହୁ ପ୍ରତିକ୍ଷୀତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ' ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଆଜି ପ୍ରଥମ ଦିନରେ କେରଳ ବ୍ଲାଷ୍ଟରସ୍ ଏଫ. ସି ଏବଂ ଇଷ୍ଟ…
ଆଦାନୀ ପ୍ରୀତିପାଇଁ ରାଉରକେଲାରେ ଆଦିବାସୀ ଯୁବକଙ୍କର ମୁଣ୍ଡ ଗଡ଼ିଲା- ଭକ୍ତ ଦାସ
ଭୁବନେଶ୍ବର ତା. ୨୦.୪- ରାଉରକେଲାରେ ଆଦାନୀର ବ୍ୟବସାୟୀକ ସାମ୍ରାଜ୍ୟର ବିସ୍ତାର ପାଇଁ ନୂଆ ରେଳ ଲାଇନ ପକାଯାଉଛି । ଏହି ରେଳଲାଇନ ଯେଉଁ ଅଂଚଳ ଦେଇ ଯାଉଛି ସେ ଅଂଚଳରର ବହୁ ଆଦିବାସୀ ପରିବାର ନିଜର ଜମି ହରାଉଛନ୍ତି । ଏହାକୁ ପ୍ରତିବାଦ କରି ଏ ରେଳ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ବନ୍ଦ…
ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ
ନବରଙ୍ଗପୁର: ୨୦.୪.୨୦୨୫:ଅଶୋକ ସାହୁ, ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଆଭାଶି ମାଧ୍ୟମରେ ନବରଙ୍ଗପୁର ର ଭାମିନୀ ବିଦ୍ୟାଳୟ ଠାରେ ଏ ଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍…
ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାୟଗଣ୍ଡା ସ୍ଥିତ ଗ୍ରାମ ବିକାଶ ବିଦ୍ୟା ବିହାର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ " ନାଗରିକ ସୁରକ୍ଷା ସଂହିତା ରେ ଆଇନର ବିଭିନ୍ନ ବ୍ୟବସ୍ଥା ଏବଂ କିଶୋର ନ୍ୟାୟ…
ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର,ତା-୨୦.୦୪.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅନୁଯାଇ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…
ଅରୁନ୍ଧତୀ ବାନ୍ଧକଳାର ଭୂମିପୂଜନ
ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମୀଣ ହସ୍ତତନ୍ତର ବିକାଶ ସହ ବୁଣାକାରଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ଅରୁନ୍ଧତୀ ବାନ୍ଧକଳା - କେ.ଭି.ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲାର ଛେପାପାଲି ଗାଁରେ ଆଜି ଉପ…
ମାନ୍ୟବର ମନ୍ତ୍ରୀ କ୍ରୀଡା ଓ ଯୁବସେବା ବିଭାଗ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ…