Sign in
Sign in
Recover your password.
A password will be e-mailed to you.
“ଚାରି ଦ୍ୱାର ଖୋଲିବା ପ୍ରତିଶୃତି ଭେଳିକି, ଖୋଲିଗଲା ପଞ୍ଚମ ଦ୍ୱାର”
ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ:ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି: ବିଜେଡି
ରିଜର୍ଭ ବ୍ୟାଙ୍କ ସହାୟତା ଆଳରେ ଆହୁରି ତିନି ମାସ ଘୁଞ୍ଚାଇଲେ
ଗତ ଏକବର୍ଷ ହେଲା ରତ୍ନଭଣ୍ଡାର ବାହାରେ ଠାକୁରଙ୍କ ମୂଲ୍ୟବାନ ରତ୍ନ ରହିଛି
ଭୁବନେଶ୍ୱର, ୧୧/୦୭/୨୦୨୫:…
ଓଡିଶା ସାହିତ୍ୟ ଏକାଡେମୀ ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
https://youtu.be/7f9w_K3T7ys
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ଵର୍ଣ୍ଣକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୫ରେ ପାଳନ ଉପଲକ୍ଷେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ…
୭କି. ଗ୍ରା ଗଞ୍ଜେଇ ଜବତ ଆସାମୀ ଗିରଫ
ବାସୁଦେବପୁର : ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ରେଞ୍ଜ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ତତ୍ତ୍ଵାବଧାନରେ OIC, ନଟବର ମଲ୍ଲିକ, ଓ ଷ୍ଟାପ ସୁମନ୍ତ କୁମାର ମହାନ୍ତ,ଖଗେଶ୍ବର ଜେନା,ସୁଭଦ୍ରା ବାରିକ୍,ମନରଞ୍ଜନ ରଣା,ସଦଳବଳେ ବାସୁଦେବପୁର,…
ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ
ଜଗତସିଂହପୁର ତା.11.07.2025 ସୁମନ୍ତ କୁମାର ଦାସ: ଜନ ସଂଖ୍ୟା କୌଣସି ଦେଶର ପରିସମ୍ପତି ବୋଲି ବିବେଚନା କରାଯାଏ I କିନ୍ତୁ ଏହି ଜନସଂଖ୍ୟା ଏକ ନିର୍ଦ୍ଧିଷ୍ଟ ସୀମା ଅତିକ୍ରମ କରିଗଲେ ତାହା ସେହି ଦେଶ ପାଇଁ ବୋଝ ହୋଇଥାଏ I 1987 ମସିହାରେ ବିଶ୍ୱର ଜନସଂଖ୍ୟା 500 କୋଟିରେ ପହଂଚିବା ପରେ…
ଉତ୍କଳ ଆଲୁମିନା ବାଫାଲିମାଳି ସିଏସଆର ତରଫରୁ ହାଲୁକା ମୋଟର ଯାନ ଚଳାଇବା ପାଇଁ ୨ୟ ପର୍ଯ୍ୟାୟ ଶିବିର ଶୁଭାରମ୍ଭ
କାଶୀପୁର ରୁ ବୈକୁଣ୍ଠ ଦୁରିଆ ; କାଶୀପୁର ବ୍ଲକ ଟିକିରି ଅଧିନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ଯୁବପିଢୀଙ୍କୁ ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ…
ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି
ଜଗତସିଂହପୁର,ତା-୧୧.୦୭.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ଥରରେ ବିଶ୍ୱ ଜନସଂଖ୍ୟା ଦିବସ 2025 ପ୍ରସ୍ତୁତି ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପରିବାର ନିୟୋଜନ ପାଇଁ…
ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଭୂମିପୂଜନ
ଗାଇସିଲେଟ :-ବରଗଡ ଜ଼ିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ର ଭୂମିପୁଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀଆ ଯୋଗଦେଇ ଅତିରିକ୍ତ ଶ୍ରେଣୀ କୋଠରୀ…
ଖବର ପ୍ରକାଶିତ ପରେ ତରବରିଆ ହୋଇ ଗଛ କାଟିଲେ ବିଦ୍ୟୁତ ବିଭାଗ
ଜମନକିରା ୧୧/୦୭(ଲିପନ ନାଏକ): ବିଗତ ଅନେକ ଦିନରୁ ଫାଶୀମାଲ ଗ୍ରୀଡ଼ ଡାକ୍ତରଖାନା ଛକ ରାସ୍ତାରେ ଏକ ଶୁଖିଲା ଗଛ ବିଦ୍ୟୁତ ତାର ଉପରେ ପଡିବା ଉପରେ ଥିବା ବେଳେ ଅଞ୍ଚଳବାସୀ ଅନେକ ଥର ବିପଦପୂର୍ଣ୍ଣ ଗଛ କୁ କାଟିବାକୁ କହୁଥିଲେ ମଧ୍ୟ ବିଭାଗ ଏହାର ଉପରେ କର୍ଣ୍ଣପାତ କରୁନଥିଲା l ଏହାକୁ ନେଇ…
୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ପ୍ରକାଶ ଯେ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନା ଅଞ୍ଚଳରେ ସୁନା ରୁପା ଅଳଙ୍କାର ଲୁଟ ଆଦି ଅନେକ ମାମଲା ନଜରକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର…
ବରଗଡ଼ ରୋଡ୍-ନୱାପଡ଼ା ରୋଡ୍ ନୂତନ ବ୍ରଡ୍ ଗେଜ୍ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି I
ଭୁବନେଶ୍ୱର, ୧୧ ଜୁଲାଇ ୨୦୨୫: ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ସ୍ୱରୂପ, ବରଗଡ଼ ରୋଡ୍ ଏବଂ ନୱାପଡ଼ା ରୋଡ୍ ମଧ୍ୟରେ ୧୩୮.୩୨ କିଲୋମିଟର ଦାର୍ଘ୍ୟ ବିଶିଷ୍ଟ ନୂତନ ବ୍ରଡ୍ ଗେଜ୍ (ବିଜି) ରେଳ ଲାଇନ କାର୍ଯ୍ୟକାରୀ କରିବାରେ ଭାରତୀୟ ରେଳବାଇ ଦୃଢ…