Sign in
Sign in
Recover your password.
A password will be e-mailed to you.
ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଓ ଅଭିଭାବକ ବୈଠକ ଅନୁଷ୍ଠିତ।
ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏନ ଡି ଆର୍ ଏଫ୍ କଟକ ଶାଖା ଏସ ଆଇ ବିବେକ କୁମାର ପାଣ୍ଡେ ଙ୍କ ନେତୃତ୍ୱରେ କାର୍ଯକ୍ରମ ପରିଚାଳିତ…
ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’
ସୁନା ଓ ହୀରା ଅଳଙ୍କାର ଗଢା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି ମିଳୁଛି
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ…
ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ।
ପଦ୍ମପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ ର ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ…
ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…
ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ।
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଜରିମୁଲି ଠାରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁ ର ଶିଳାନ୍ୟାସ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଜୟରାମ ଗଡକରିଙ୍କ ଦ୍ବାରା ଗୁରୁବାର ଶିଳାନ୍ୟାସ…
ବିଜେପୁର ଠାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଏସ ଏଚ ଜି ଭବନ ଠାରେ ଆଜି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମାତ୍ରାରେ ଯୋଗଦାନ୍ କରିଥିଲେ ସଦସ୍ୟ ମାନେ ଯାହାକୁ ନେଇ ବିଶେଷ ଭାବେ ଆଲୋଚନା ମଧ୍ଯ ହୋଇଥିଲା । ଏହି…
ବରପାଲିରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧତ୍ସୋବ
ବରପାଲି :-ବରପାଲି ଗଙ୍ଗାଧର କଲ୍ଯାଣମଣ୍ତପ ପରିସରରେ ବିଜେପୁର ମଣ୍ତଳୀ ସ୍ତରୀୟ ପ୍ରବାଦପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧତ୍ସୋବ ଅନୁଷ୍ଠିତ ହୋଇଯାଇଛି। ପୁର୍ବତନ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଠ ନେତା ଦିଲ୍ଲିପ ପଧାନଙ୍କ…
ଘୁ.ଉଦୟଗିରିରେ 2 ଦୁର୍ଘଟଣା: ଜଣେ ମୃତ, 3 ଆହତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ.…
ଜିଲ୍ଲା ନୋଡାଲ ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ଜିଲ୍ଲା ଗସ୍ତ
ଯୋଜନା ଗୁଡିକର ସଫଳତା ନିମନ୍ତେ ଯୋଜନାବଦ୍ଧ ଭିତ୍ତରେ ସମ୍ପାଦନ ନିମନ୍ତେ ପରାମର୍ଶ
ସୁଵର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ ): ସ୍ବତନ୍ତ୍ର ସଚିବ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ନୋଡାଲ ସଚିବ ଶ୍ରୀମତୀ ସୌଦାମିନୀ ସେଠୀ ସୁବର୍ଣ୍ଣପୁର ଜିଲ୍ଲାକୁ ଦୁଇଦିନିଆ…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ସାମ୍ବିଧାନିକ ସମ୍ବିଳନୀ ସଭା ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି ଶୁକ୍ରବାର ଦିନ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର" ସାମ୍ବିଧାନିକ ସମ୍ମିଳନୀ ସଭା" ଶିକ୍ଷକ ଭବନ, ଭବାନୀପାଟଣାଠାରେ ଆୟୋଜନ କରା ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ତଥା ଜିଲ୍ଲା ଶିକ୍ଷକ ସଂଘର…