Sign in
Sign in
Recover your password.
A password will be e-mailed to you.
ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ : ସଫଳତାର ସହ କାର୍ଯ୍ୟକ୍ଷମ ହେଲା ୩୩ କେଭି ଫିଡର, ୧୦,୦୦୦ ରୁ…
ଭୁବନେଶ୍ୱର : ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କରି, ଟିପିସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସାଲେପୁର ଅଞ୍ଚଳର ନୂତନ ୧୩୨/୩୩ କେଭି ବହୁଗ୍ରାମ (ଆତୋଡା) ଗ୍ରୀଡରୁ ୩୩ କେଭି (ସିକେଟି-୨) ଫିଡରକୁ ସଫଳତାର ସହିତ କାର୍ଯ୍ୟକ୍ଷମ…
କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଏପ୍ରିଲ ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ରିକେଟ ଦଳ ଓ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଏବଂ ଭୁବନେଶ୍ୱର ସ୍ଥିତ ରାଓ କ୍ରିକେଟ ଏକାଡେମୀ (ଆରସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୨୦୨୩ ମସିହାରେ ଭୁବନେଶ୍ୱରେ ଆରମ୍ଭ…
ଜୟପୁର ଠାରେ ମିଳିତ ଅଭିଯୋଗ ଶୁଣାଣି
ଜୟପୁର:୨୧.୦୪.୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଣୁଧର ସବର, କୋରାପୁଟ ଜିଲ୍ଲା…
ଝୁଲନ୍ତା ଅବସ୍ଥା ରେ ବୃଦ୍ଧାଙ୍କ ମୃତ ଶରୀର, ନାତୁଣୀ ଶଶୁର ଘର ଅତ୍ୟାଚାରକୁ ନେଇ ସନ୍ଦେହ ସୃଷ୍ଟି
ଅସ୍ତରଙ୍ଗ:ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଗୋରଡ଼ି ତୋଟା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ୭୦ ବର୍ଷୀୟା ବୃଦ୍ଧା ଙ୍କର ମୃତ ଶରୀର, ଜଣେ ବ୍ୟକ୍ତି ଙ୍କ ଗୃହ ସାମ୍ନା ଆଜବେଷ୍ଟ କଇଁଚିଆ ରେ ଝୁଲନ୍ତା ଅବସ୍ଥା ରେ ରହିଛି । ଯାହାଙ୍କର ନାମ ବେଙ୍ଗ ବରାଳ । ଏହା ଏକ…
ଟ୍ରାଭେଲରଗାଡି ଧକ୍କାରେ ଵାଇକ ଆରୋହୀ ଗୁରୁତର
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଵୈଦୁପାଲି ଛକ ନିକଟରେ ଟ୍ରାଭେଲର ଗାଡି ଓ ବାଇକ ମଧ୍ୟରେ ଧକା ହେବା ଫଳରେ ବାଇକ ଆରୋହୀ ଗୁରୁତର.। ଗୁରୁତର ଜଣକ ହେଲେ ବିନିକା ବ୍ଳକ ବଳରଙ୍ଗା ଗ୍ରାମର ସରୋଜ ମହାକୁଡ଼ ବୋଲି…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡ଼ମ୍ବାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…
ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା :ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା. ୨୧.୦୪.୨୦୨୫ – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ…
କୋରାପୁଟ ଆଣିଛି ଓଡ଼ିଶା ପାଇଁ ଗୌରବ
ସମନ୍ୱିତ ବିକାଶରେ ଉଲ୍ଲେଖନୀୟ ସଫଳତା ପାଇଁ କୋରାପୁଟ ପାଇଲା ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ନାଗରିକ ପ୍ରଶାସନ ଉତ୍କର୍ଷ ସମ୍ମାନ
କୋରାପୁଟ / ଭୁବନେଶ୍ୱର : ୨୧/୦୪/୨୦୨୫, ଅଶୋକ ସାହୁ, ଶାସକ ପ୍ରଶାସକ: ଜନସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜିଲ୍ଲା…
ଓଡ଼ଗାଁ କପ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ: ଓଡଗାଁର ପ୍ରବୀଣ ଓ ରାକେଶ ଯୋଡି ଚମ୍ପିୟାନ
ଓଡ଼ଗାଁ,୨୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨ ଦିନିକିଆ ଓଡ଼ଗାଁ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଯାପିତ ହୋଇଯାଇଛି।ରବିବାର ୨ୟ ଦିବସରେ ବରିଷ୍ଠ ବର୍ଗରେ ୧୬ ଯୋଡି ଅଂଶଗ୍ରହଣ କରିଥିବା ବେଳେ ଓଡଗାଁର ପ୍ରବୀଣ ଓ…
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି
"ସଦାଶିବ ତ୍ରିପାଠୀଙ୍କ ଭଳି ନିଷ୍କଳଙ୍କ ରାଜନେତା ବିରଳ'
ଭୁବନେଶ୍ୱର: ଡଃ ସଦାଶିବ ତ୍ରିପାଠୀଙ୍କ ଭଳି ଜଣେ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଓ ସଫଳ ପ୍ରଶାସକ ବିରଳ ବୋଲି ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ…