ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରମଳୀଙ୍ଗେଶ୍ୱର୍ ମନ୍ଦିର ରେ ଶ୍ରାବଣ ମାସରେ ଭକ୍ତଙ୍କ ସମାଗମ ସହ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ଶ୍ରାବଣ ମାସ ରେ ଶିବଙ୍କୁ ଜଳ ଅଭିଷେକ କରିଲେ ମନ ସ୍କାମନା ପୁରାଣ ହୋଇଥାଏ ଓ ପୁଣ୍ୟ ଅର୍ଜନ କରିବା ସକାଶେ ବିଭିନ୍ନ ସ୍ଥାନରୁ କାଉଡ଼ିଆ ମାନେ ମହେନ୍ଦ୍ରତନୟା ନଦୀରୁ ଜଳ ଧରି ଚାଲି ଚାଲି ଶିବଙ୍କ ନାମ ଧରି ଶିବ ମନ୍ଦିର ରେ ପହଞ୍ଚି ଜଳ ଅଭିଷେକ କରିଥିଲେ। ନିଜର ମନସ୍କାମନା ପୂରଣ ସକାଶେ।
ସେହି ଭଳି ଭକ୍ତ ମାନେ ମଧ୍ୟ ଶିବଙ୍କୁ ଜଳ ଅଭିଷେକ ସହ ପୂଜା ଅର୍ଚ୍ଚନା କରିଛନ୍ତି। ପୁଣ୍ୟ ଅର୍ଜନ ସକାଶେ ଏହି ମାସ ଧର୍ମ ମାସ ହୋଇଥିବାରୁ ଶିବଙ୍କ ଉପାସନ ରେ ବହୁ ଭକ୍ତ ପୂଜା ଅର୍ଚ୍ଚନା କରିଥାନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post