Browsing Category

କଳା ସାହିତ୍ୟ ସଂସ୍କୃତି

୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ  

http://www.youtube.com/watch?v=5sxM41wVahk ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ…

ହାତୀବନ୍ଧା ଠାରେ 108 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ  ହାତୀବନ୍ଧା ରେ ୧୦୮କୁଣ୍ଡୀୟ  ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏ ଥିରେ ଗାଁ ର ସବୁଲୋକ ଓ ଛତିଶଗଡ,କଳାହାଣ୍ଡିରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ |ହାତୀବନ୍ଧା ଅନେକ ଯୁବକ, ମା, ଭଉଣୀ, ଗାୟତ୍ରୀ କର୍ମ କର୍ତ୍ତା…

ଶ୍ରୀ ରଘୁନାଥଙ୍କ ପୀଠରେ ଅଗ୍ନି ଉତ୍ସବ ପାଳିତ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଫାଲଗୁନ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତଥା ରାଜାଗ୍ନି ତିଥିରେ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଅଗ୍ନି ଉତ୍ସବ (ଅଗିପୋଡା) ନୀତି ପାଳିତ ହୋଇଯାଇଛି । ପୈାରାଣୀକ କଥାବସ୍ତୁ ଅନୁସାରେ  ସତ୍ୟଯୁଗରେ ଜଳୁଥିବା ଅଗ୍ନିରୁ ହୋଲିକା ରାକ୍ଷସୀ କୋଳରୁ ଭକ୍ତ ପ୍ରହଲ୍ଲାଦକୁ ଭଗବାନ…

ବଡ଼ବିଲରେ ନିଳାଦ୍ରୀ  ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ

ବଡ଼ବିଲ /ଚିତ୍ତରଞ୍ଜନ କର :ପ୍ରତିଟି ଓଡ଼ିଆ ପଖାଳ ଖାଇବାକୁ ପସନ୍ଦ କରିଥାଏ। ଆମ ରାଜ୍ୟରେ ପଖାଳ ଖାଇବା ପରମ୍ପରା ବହୁ ପ୍ରାଚୀନ କାଳରୁ ହିଁ ରହିଆସିଅଛି। ଏହା ଶରୀର ପ୍ରତି କେତେ ହିତକାରକ ତାହା ପଖାଳ ଖାଉଥିବା ଓଡ଼ିଆ ହିଁ ଅନୁଭବ କରିପାରେ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁର…

ଶ୍ରୀରଘୁନାଥଜୀଉଙ୍କ ପୀଠରେ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନ  ଓଡ଼ଗାଁ ଓ ଭୁବନେଶ୍ୱର ଭଞ୍ଜଭାରତୀର ମିଳିତ ଉଦ୍ୟମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧ ପୀଠ ଏବଂ ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ସୁପରିଚିତ ଓଡ଼ଗାଁରେ ବିଜେ ଶ୍ରୀିରଘୁନାଥଜୀଉଙ୍କ ମନ୍ଦିର ପରିସରରେ…

 ଝଙ୍କଡ଼ର ମା’ଶାରଳାଙ୍କ ପୀଠରେ ମୀନସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା" ଶାରଳାଙ୍କ ପୀଠରେ ପବିତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ନୃତ୍ୟର ଶୁଭାରମ୍ଭ ହୋଇଯାଇଛି।ଏଥିନେଇ ମାନ ସଂକ୍ରାନ୍ତି ଦିନ ଦଶଘଟ ନୃତ୍ୟର ଘଟଧାରୀ…

ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

ଭୁବନେଶ୍ୱର : ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ୱରଠାରେ ମାର୍ଚ୍ଚ…

ରାଜ୍ୟସ୍ତରୀୟ ନାଟବାଦୀ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ମାର୍ଚ୍ଚ ୨୩ରୁ ୩୧

କୋଶଳ ଗୌରବ ଭାଷା ସାହିତ୍ୟ ସମ୍ମାନ କୋଶଲି ଭାଗବତ ଅନୁବାଦିକା ଶ୍ରୀମତୀ କମଳିନୀ ପଣ୍ଡା ଓ  କୋଶଳ ଗୌରବ ନାଟ୍ୟ ସମ୍ମାନ ନାଟ୍ୟକାର ଦୀଲିପ କୁମାର ମହାନ୍ତି ପାଇବେ  ବଲାଙ୍ଗୀର,- ଚଳିତ ବର୍ଷ ସାଇଟ ସାଂସ୍କୃତିକ ପରିଷଦ, ସଦାଇପାଲିର ଆୟୋଜନରେ ଆସନ୍ତା ୨୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ…

ବିଶିଷ୍ଟ ପ୍ରତ୍ନତତ୍ୱବିତ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ପୁର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କୋର୍ଟ ଛକ ଠାରେ ଆଜି ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ପାରଳାଖେମୁଣ୍ଡିର ଅନ୍ୟତମ ବରପୁତ୍ର ବିଶିଷ୍ଟ ରତ୍ନତତ୍ୱବିତ୍‍ ପଦ୍ମଶ୍ରୀ ଡ.ସତ୍ୟନାରାୟଣ…

କେନ୍ଦୁଗୁଡା : ମହାସମାରୋହରେ ପାଳିତ ହେଲା ମା ଚଣ୍ଡୀଙ୍କ  ପୂଜା |

ସିନାପାଲ୍ଲୀରୁ ନିରାକାର ମେହେର : ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକରଐତିହାସିକ ତଥା ପାରମ୍ପରିକ  ଚଣ୍ଡୀ ଦେବୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା | ଭୋର 5 ଟାରୁ ରାତି 12ଟା ପର୍ଯ୍ୟନ୍ତ ପାଳିତ ହୋଇଥିଲା | ଛତିଶଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଓ କଲାହାଣ୍ଡିର ମଧ୍ୟ ହଜାର ହଜାର…