Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ତ୍ରିରଙ୍ଗା କ୍ଲବର ବାର୍ଷିକ ମକର ମହୋତ୍ସବ ଉଦଯାପିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାଡର଼୍ର ପୂର୍ଣ୍ଣଚନ୍ଦ୍ରପୁରଠାରେ ଥିବା ତ୍ରିରଙ୍ଗା କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ୭ ଦିନ ବ୍ୟାପି ଆୟୋଜିତ ବାର୍ଷିକ ମକର ମହୋତ୍ସବ ଉଦ୍ୟାପିତ ହୋଇଅଛି । ପ୍ରଥମ ଚାରି ଦିନ ଧରି କ୍ଲବ ପକ୍ଷରୁ ମାରାଥମ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ଉତ୍ତମ ଶିକ୍ଷକର ଚରିତ୍ର ଛାତ୍ରୀମାନଙ୍କ ଆଗରେ ଆଦର୍ଶର ଭୁମିକା ନେଇ ରହିଲେ ଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ସେଥିପାଇଁ ଏହି ଉପଯୁକ୍ତ ସମୟରେ ଛାତ୍ରୀମାନେ ଶିକ୍ଷକଙ୍କ ଚରିତ୍ର ଓ ଆଦର୍ଶକୁ …
‘ସଚେତନ ହେମା’ ଆୟୋଜନ କରିବ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ -୨୦୧୯
ପଦ୍ମପୁର/ନୀଳ ଦୀପ: ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକର ସର୍ଗିବାହାଲ ଗ୍ରାମପଂଚାୟତର ଢୋଳବନ୍ଧ ଗ୍ରାମରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଚେତନ ହେମା,ନାଟ୍ୟଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ଲାଲ ସାହେବ…
ପାପମୋଚନ ପାଇଁ ଗୁପ୍ତ ଗଙ୍ଗାରେ ସ୍ନାନ କଲେ ଅସୁରଗଣ
ବରଗଡ(ଗୌରାଙ୍ଗ ଦାଶ/ ନୀଳ ଦୀପ) :- ସରିଗଲା ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଗତକାଲି ରାତିରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କର ଦ୍ୱାରା ପ୍ରବଳ ପ୍ରତାପୀ ମହାରାଜ କଂସଙ୍କର ବଧ ପର ଆନୁଷ୍ଠାନିକ ଭାବରେ ଧୂନୁଯାତ୍ରା 2019 ଉଦଯାପିତ ହେଇଯାଇଛି । ଗତ 11 ଦିନଧରି ଚାଲିଥିବା ଏହି ଯାତ୍ରା ର ମୁଖ୍ୟ…
ଉତ୍ତମ ଚରିତ୍ର ଗଠନ ସହ ଶୃଙ୍ଖଳିତ ହେବା ଏବଂ ମୋବାଇଲ ଫୋନ ବ୍ୟବହାରର ସଦ୍ବିନିଯୋଗ କରିବା ଉପରେ ଗୁରୁତ୍ୱ
ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତମ ଚରିତ୍ର ସହ ଶୃଙ୍ଖଳିତ ହୋଇ ନିଷ୍ଠାର ସହ ପାଠପଢାପ୍ରତି ଅଧିକ ଧ୍ୟାନ ଦେଲେ ଛାତ୍ରୀମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ୱଳମୟ ହୋଇପାରିବ ବୋଲି ପାରଳାଖେମୁଣ୍ଡି ଠାରେ ମହିଳା ସ୍ନାତକ…
୨୧ତମ ବଡ଼ବିଲ ମହୋତ୍ସବ ଉଦଘାଟିତ
ବଡ଼ବିଲ (ଚିତ୍ତ ରଞ୍ଜନ କର) : ୨୧ତମ ବଡ଼ବିଲ ମହୋତ୍ସବ ମହାସମାରୋହରେ ଉଦଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ଇତ୍ସବରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, ବନାଞ୍ଚଳ ଅଧିକାରୀ ପଦ୍ମନାଭ ରାଉତ, ମହୋତ୍ସବ…
ସୀମାନ୍ତ ସାରିଆପଲ୍ଲି ନିକଟସ୍ଥ ସୀତା ପାହାଡ ଉପରେ ବିରାଟ ମକର ମେଳା : ଲକ୍ଷାଧିକ ଭକ୍ତଙ୍କ ସମାବେଶ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗାରାବନ୍ଧ ଥାନା ଅନ୍ତର୍ଗତ ସାରିଆପଲୀ ନିକଟସ୍ଥ ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିର ପାଦଦେଶରେ ରହିଛି ପବିତ୍ର ସୀତା ପାହାଡ । ଏହି ସୀତା ପାହାଡ ଉପରେ ଗତ ଦୁଇ ଦିନ ଧରି ମକର…
ଭଦ୍ରକ ଜିଲ୍ଲା ମହୋତ୍ସବ ଉଦଯାପିତ : ଐତିହ୍ୟର ସୁରକ୍ଷା ପାଇଁ ଏକତା ହିଁ ଚାବିକାଠି
ଭଦ୍ରକ : ଭଦ୍ରକ ଗାନ୍ଧିପଡିଆ ଠାରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ସଞ୍ଜିବ ଜୁଏସ୍ ଦ୍ୱାରା ପ୍ରାୟୋଜିତ ଭଦ୍ରକ ଜିଲ୍ଲା ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ୟାପିତ ହୋଇ ଯାଇଛି । ମହୋତ୍ସବ ଟ୍ରଷ୍ଟ ବୋର୍ଡ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସନ୍ଧ୍ୟା…
ଖଣିଅଂଚଳରେ ମକର ମେଳା l
କାଳିଆପାଣିରୁ ଦୟାନିଧି ମହନ୍ତ : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ଖଣିଅଂଚଳରେ କୁଡୁମି ମହନ୍ତ ସମାଜର ଲୋକମାନେ ମହା ଆଡମ୍ବର ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି l ମକର ସଂକ୍ରାନ୍ତି ଦିନଟି କୁଡୁମି ଜାତିର ଲୋକମାନେ ଟୁସୁ ପର୍ବ ରୂପେ ପାଳନ କରିଥାନ୍ତି l ମୁଖ୍ୟତଃ କୃଷି ଉପରେ ନିର୍ଭର କରି…
ପଙ୍ଗଲ ପାଇଁ ପାରଳାଖେମୁଣ୍ଡି ଚଳଚଞ୍ଚଳ ଓ ଉତ୍ସବ ମୁଖର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀ ପଙ୍ଗଲ ତଥା ମକରସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି । ମୁଖ୍ୟତଃ ମକରସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ ପଙ୍ଗଲ…