Browsing Category

ଅଘଟଣ

ପରଲୋକରେ ପଣ୍ଡିତ ସରୋଜ ଦେବତା

ସମ୍ବଲପୁର - (ରମାକାନ୍ତ ବିଶ୍ବାଳ)-ବରଗଡ ଜିଲ୍ଲା, ଅତାବିରା ଏନ୍ଏସି ଖଲିଆପାଲି ଗ୍ରାମର ପଣ୍ଡିତ ସରୋଜ ଦେବତା (୫୦)ଙ୍କ  ବୁଧବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ବିଜୁଜନତାଦଳର  ସକ୍ରିୟ କର୍ମୀ ଥିବା ସଙ୍ଗେସଙ୍ଗେ ବରଗଡ,  ସମ୍ବଲପୁର , ଝାରସୁଗୁଡା , ସୁନ୍ଦରଗଡ ଜିଲ୍ଲାରେ ଜଣେ…

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର 

ଭଞ୍ଜନଗର ( ନିଲୁ ବିଷୋୟୀ )  - ଭଞ୍ଜନଗର ନୂତନ ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ନିକଟରେ ଥିବା ଏକ ଘର ସାମ୍ନାରୁ ଆଜି ଅପରାହ୍ନ ସମୟରେ ପଡି ରହିଥିବା ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।  ମୃତ ବୃଦ୍ଧ ଜଣଙ୍କ  ହେଉଛନ୍ତି ବୁଗୁଡ଼ା ଥାନା ଡାହୁକ ଗ୍ରାମର ନାରାୟଣ ପ୍ରଧାନ(୬୦)।…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ :ଦୁର୍ଘଟଣା ଘଟିଥିବା ବୋଲେରୋ ଫେରାର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଭଗତପୁର ଛକ ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇ ଜଣକର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ରାତି ପ୍ରାୟ ଆଠ ଘଣ୍ଟା ସନୟରେ  ବୋଡ଼ାସମ୍ବର ଗ୍ରାମ ନିବାସୀ ପିତ ବରିହା ପଦ୍ମପୁର ରୁ ନିଜ ଗ୍ରାମକୁ…

ଅଟୋ ଓଲଟି ଦୁଇ ଗୁରୁତର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ଉଦୟଗିରିରେ ଶିକ୍ଷାକତା କରୁଥିବା ଜଣେ ଶିକ୍ଷୟତ୍ରୀ ନିଜ ସଂର୍ପକୀୟ ଙ୍କ ଘର ଭଞ୍ଜନଗରକୁ ଆସି ଅଟୋରେ ଫେରୁଥିବା ବେଳେ କେଏସୟୁବି  କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଅଟୋ ଚାଳକ ଙ୍କ ସମେତ ଉକ୍ତ ଶିକ୍ଷୟିତ୍ରୀ…

କୋରୋନା ସଂକ୍ରମଣରେ ଦିଲ୍ଲୀରେ ଆଖି ବୁଜିଲେ ଯୁବ ଡାକ୍ତର 

ବାଲ୍ୟ ବନ୍ଧୁଙ୍କୁ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମନ୍ତ୍ରୀ ସୁଶାନ୍ତ  ବରଗଡ :- ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ଡାକ୍ତରଖାନାର ସୁପରିଚିତ ମେଡ଼ିସିନ ସ୍ପେସିଆଲିଷ୍ଟ , ବଲାଙ୍ଗୀର ନିବାସୀ ଯୁବ ଡାକ୍ତର ଶ୍ରୀମନ୍ତ ସାହୁଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏଠାରେ…

ଲିଚୁମାଳରୁ ଲାଗିଲା ନିଆଁ : ଜଳିଲା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଦୀପାବଳୀ ଉପଲକ୍ଷେ ଘର ଓ ଦୋକାନ ବାହାରେ ଲାଗିଥିଲା ଲିଚୁମାଳ। ବହୁ ବ୍ୟକ୍ତି ଚଳିତ ବର୍ଷ ବ୍ୟବହାର କରିଛନ୍ତି ଏହି ପ୍ରକାର ଲିଚୁମାଳ। | ହେଲେ ଏହି ଲିଚୁମାଳ ବୁଗୁଡା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସ ର ଅଗ୍ନିକାଣ୍ଡର କାରଣ ପାଲଟିଛି। ଲିଚୁମାଳରେ ସର୍ଟ…

ବଡ଼ବିଲ ମେଡିକାଲ ଛକରେ ଯୁବକଙ୍କୁ  ମରଣାତ୍ମକ ଆକ୍ରମଣ

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ମେଡିକାଲ ଛକରେ କିଛି ଦୁର୍ବୁତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଅଜୟ ମହାକୁଡ଼ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅଜୟଙ୍କ ଘର ବାଗିଆବୁରୁ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪ଟା ସମୟରେ ଅଜୟ ନିଜ ପୁଅକୁ ସରକାରୀ…

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ 

  ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀ ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟି ଶିବ ଶଙ୍କର ବିଷୋୟୀ (୪୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ମିଳିଥିବା ସୂଚନା ମୁତାବକ ଲଣ୍ଡେଇସାହି ଗ୍ରାମର ଶିବ ଶଙ୍କର କୌଣସି  କାମ ରେ କୁଲାଡ଼ ଯାଇ…

ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଜୀବନ ଗଲା

ବରଗଡ :- ଆଜି ସକାଳୁ ପାଇକମାଲ ପୋଲିସ , ପାଇକମାଲ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ସହାୟତା ରେ ପାଇକମାଲ ବ୍ଲକ ଛେତେଙ୍ଗା ଗ୍ରାମର ପୋଖରୀରୁ ଜଣକର ମୃତଦେହ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଶ୍ଵାମିତ୍ର ଭୋଇ (୫୨) । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ…

ଛତିଶଗଡ଼ ରାଜ୍ୟକୁ ବେଆଇନ ବାଲି ଚୋରା ଚାଲାଣ

୯ ଟ୍ରାକ୍ଟର ଜବତ -ଲକ୍ଷାଧିକ ଟଙ୍କା ଜରିମାନା ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଜଗଦଲପୁର ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଳିତା…