Browsing Category

ଅଘଟଣ

ଭରତାପୁରରେ ଦୋକାନୀକୁ ମରଣାତ୍ମକ ଆକ୍ରମଣ

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା  ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର…

ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍‌ଡିଜେଏମ୍…

ପାଳ ଗଦାରେ ଲାଗିଲା ନିଆଁ ।

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ ,ଅଳ୍ପକେ ବର୍ତୀଲା ଅନ୍ୟ କୃଷକଙ୍କ ପାଳଗଦା । ନିଜ ଗୃହପାଳିତ ପଶୁଙ୍କୁ ଗୋଟିଏ ବର୍ଷ ଯାଏଁ ଖୁଆଇବା ପାଇଁ ଅତି ଜତନରେ ପାଳକୁ ସାଇତି ରଖିଥିଲେ କୃଷକ ବନମାଳୀ ବାରିହା । ହେଲେ ଆଜି 4 ଟାରେ କିପରି କେଜାଣେ…

ଦୁଇ ବାଇକ ମୁହାଁମୁହିଁ,ଦୁଇ ଚାଳକ ଗୁରୁତର

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ଓ ବିରଞ୍ଚିପୁର ମଧ୍ୟରେ ମୁଖ୍ୟ ସଡ଼କରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇ ବୁଗୁଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର…

ଭିଜିଲାନ୍ସ ଯନ୍ତାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ମହିଳା ବରିଷ୍ଠ କିରାଣୀ 

ଭୁବନେଶ୍ୱର ( ଶାସକ ପ୍ରଶାସକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍ସିଂହପୁର,ସବ୍-କଲେକ୍ଟର ଅଫିସର  ସିନିୟର ଆସିଷ୍ଟାଣ୍ଟ ସଂଯୁକ୍ତା ଦାସ ଭିଜିଲାନ୍ସ ଜାଲରେ ଫସିଛନ୍ତି | ଆଜି ଏକକାଳୀନ ଚାରୋଟି ଜାଗାରେ ରେଡ କରିଛି  ଭିଜିଲାନ୍ସ କଟକ ଡିଭିଜନ୍ | ସଂଯୁକ୍ତାଙ୍କ ତରିକୁନ୍ଦ ସାତପୁରା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ କୋର୍ଟ ଚାଲାଣ ।

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /ଅନିଲ କୁମାର ପୃଷ୍ଟି)- ସମ୍ବଲପୁର ଜିଲ୍ଲା ରେଢାଖୋଲ  କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ବିବାହିତ ଯୁବକ ଅପହରଣ କରି ଆଣି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ…

ଚାଲେଞ୍ଜ ଦେଲେ ମାଓବାଦୀ,ଥରିଲା ସୀମାନ୍ତ : ଫୁଟିଲା ଗୋଳା, କଟିଲା ଗଳା

ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ଶିକାର ହେଲେ ନିରୀହ ଜନତା । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଓ ଦାନ୍ତେୱାଡା ଜିଲ୍ଲା ରେ ମାଓବାଦୀ ମାନେ ନିଜର…

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ନୂଆପଡ଼ା,(ଅମିତ ପୁରୋହିତ) :: ସ୍ଥାନୀୟ ଏସବିଆଇ ବ୍ରାଞ୍ଚ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଜଣକ ହେଲେ ସିନାପାଲି ଥାନା ଗୋଡାଲ ଗାଁର ଅକ୍ଷୟ ପଟେଲ(୨୪) । ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି…

ଧାନ ଅମଳ ମେସିନ ଓଲଟି ପଡ଼ି ଜଣେ ମୃତ ଓ ଜଣେ ଆହତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ଧାନ ଅମଳ ମେସିନ ଓଲଟି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ, ଚିଚିଣ୍ଡା ଗ୍ରାମରେ ଧାନ ଅମଳ…

ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରାଣ ହରାଇଲେ କିଡନି ରୋଗୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଜଣେ ମହିଳା ରୋଗୀ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରାଣ ହରାଇଥିବା ଅଭିଯୋଗ ଆସିଛି। ଝାରସୁଗୁଡ଼ା ଚିକିତ୍ସା ବିଭାଗ ଦ୍ବାରା ବାରମ୍ବାର ଅବହେଳା ଯୋଗୁଁ ଏପରି ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି।  ସୂଚନା…